ପଖାଳର ଫାଇଦା ଜାଣି ଉଡିଯିବ ହୋସ, ଡେକହନ୍ତୁ କଣ କୁହନ୍ତି Doctor- Health Tips

ବନ୍ଧୁଗଣ କଥାରେ ଅଛି ଓଡିଆ ଭାରି ବଢିଆ । ଆମ ଓଡିଆ ଘରେ ସମସ୍ତେ ପଖାଳ ଖାଇବାକୁ ଭଲ ପାଇଥାନ୍ତି । ପଖାଳ ନ ଖାଇ ସାଧାରଣ ଓଡିଶା ବାସୀମାନେ ଶାନ୍ତିରେ ଜୀବନ ଜାପନ କରିପାରନ୍ତି ନାହିଁ । ଓଡିଆ ଙ୍କ ନାମ ଆସିଲା ମାନେ ପ୍ରଥମେ ପଖାଳ ର କଥା ମନେ ପଡେ । ପିଲାଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ମାନେ ସମସ୍ତେ ପଖାଳକୁ ଆନନ୍ଦ ର ସହିତ ଖାଇଥାନ୍ତି । କିନ୍ତୁ ବନ୍ଧୁଗଣ ଏହା ସମସ୍ତଙ୍କୁ ଖାଇବାକୁ ଭଲ ଲାଗିବା ସହିତ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ମଧ୍ୟ ସାବ୍ୟସ୍ଥ ହୋଇଛି । ଆସନ୍ତୁ ଜାଣିବା ପଖାଳ ଖାଇବା ଦ୍ଵାରା ଶରୀରର କଣ କଣ ଉପକାର ହୋଇଥାଏ ।
ବନ୍ଧୁଗଣ ସ୍ୱାସ୍ଥ୍ୟ ପାଇଁ ହିତକାର ଓଡିଆଙ୍କ ପ୍ରିୟ ଖାଦ୍ଯ ପଖାଳ । ଏହାର ଫାଇଦା ଜାଣିଲେ ଆପଣ ଏହାକୁ ନୀତିଦିନ ଖାଇବେ । ଏବଂ କୌଣସି ଇକାରଣରୁ ଯଦି ଭାତ ବଳିଥାଏ ଆପଣ ତାକୁ ପଖାଳ ବନାଇଥାନ୍ତି କିନ୍ତୁ ଖାଇବାକୁ ଭଲ ପାଇ ନଥାନ୍ତି । ତେବେ ଆପଣ ଯଦି ତାହାକୁ ଫୋପାଡିବାକୁ ଭାବିଥାନ୍ତି ତେବେ, ଆପଣ ଆମ୍ଭେ ପ୍ରଦାନ କରୁଥିବା ପଖାଳର ବିଶେଷତ୍ଵ କୁ ଜାଣି ଆପଣ ବାରମ୍ବାର ତାହା ବିଷୟରେ ଚିନ୍ତା କରିବେ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ପଖାଳରେ କଣ ସବୁ ରହିଅଛି ।
ବନ୍ଧୁଗଣ ଆମେ ଯଦି ଭାତ ରାନ୍ଧିଥାଉ, ତେବେ ସେହି ୧୦୦ ଗ୍ରାମ ଭାତରେ ଆଇରନ ର ମାତ୍ରା ୩.୪ ମିଲିଗ୍ରାମ ଥାଏ । ଯଦି ଏଥିରେ ପାଣି ମିଶାଇ ୧୨ ଘଣ୍ଟା ଭିଯାଇ ରଖାଯାଏ, ତେବେ ସେଥିରେ ଥିବା ଆଇରନ ର ମାତ୍ର ୭୩.୯୧ ମିଲିଗ୍ରାମ ହୋଇଯାଇଥାଏ । ସେହିଭଳି ସୋଡିୟମ ୪୭୫ ମିଲିଗ୍ରାମ ରୁ କମିଯାଇ ୩୦୩ ମିଲିଗ୍ରାମ, ପୋଟାସିୟମ ୮୩୯ ମିଲିଗ୍ରାମ, ଏବଂ କ୍ୟାଲସିୟମ ୨୧ ମିଲିଗ୍ରାମ ରୁ ବଢି ୮୫୦ ମିଲିଗ୍ରାମ ହୋଇଯାଏ । ବନ୍ଧୁଗଣ ସାଧା ଭାତରେ ଥିବା ଫାଇଟିକ ଏସିଡ ଏବଂ ଅଲିଗାସାକାର ଯୋଗୁଁ ହଜମ କରିବାରେ ଅସୁବିଧା ହୋଇଥାଏ ।
କିନ୍ତୁ ଭାତକୁ ପଖାଳିବା ପରେ ହଜମ କ୍ରିୟା ଅତ୍ୟନ୍ତ ସହଜ ହୋଇଥାଏ । ବନ୍ଧୁଗଣ ଏହା ବ୍ଯତୀତ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ପଖାଳରେ ଥାଏ । ବନ୍ଧୁଗଣ ପ୍ରାତଃ ସମୟରେ ପଖାଳ ଭାତ ଖାଇଲେ ଶରୀର ଫୁର୍ତ୍ତି ହୋଇଥାଏ । ଏହା ସହିତ ଯଦି ଆପଣଙ୍କ ପେଟରେ ଆଲସରା ସମସ୍ଯା ରହିରଥାଏ, ତେବେ ତାହା ମଧ୍ୟ ଦୂରେଇ ଯାଇଥାଏ । ବନ୍ଧୁଗଣ ପଖାଳ ଭାତକୁ ନେଇ ଆସାମର କୃଷି ବିଶ୍ଵ ବିଦ୍ୟାଳୟରୁ କରାଯାଇଥିବା ଗବେଷଣାରୁ ଏହିକଥା ସ୍ପଷ୍ଟ ହୋଇଛି । ଏଥିପାଇଁ ତତଲା ଭାତ ଯଦି ବଳିପଡେ ।
ତେବେ ଏହାକୁ ଫୋପାଡିବେ ନାହିଁ । ଆପଣ ଏହାକୁ ପାଣିରେ ଭିଯାଇ ଖାଇଲେ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ଥ ହେବ । ବନ୍ଧୁଗଣ ସକାଳ ହେଉ କି ସନ୍ଧ୍ୟା ଓଡିଆ ମାନେ ସାଧାରଣତ ପଖାଳ ଖାଇବାକୁ ଭଲ ପାଇଥାନ୍ତି । ପ୍ରତିଟି ଓଡିଆଙ୍କର ଏହା ପ୍ରିୟ ଖାଇବା । ବନ୍ଧୁଗଣ ଖରାଦିନେ ପଖାଳ ଖାଇବାର ମଜା ଅଲଗା । ଏହାବ୍ୟତୀତ ଖରାଦିନେ ସୂର୍ଯ୍ୟଙ୍କର ପ୍ରଖୋର ଉତାପରୁ ଶରୀରରେ ଜଳର ପରିମାଣ ତଥା ଶରୀରରେ ଫୁର୍ତ୍ତି ଭାବ ଆଣିବା ପାଇଁ ପଖାଳ କୁ ବହୁଳ ଭାବେ ଆମ ଓଡିଶା ବାସୀମାନେ ଖାଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଯଦି ପଖାଳ ସମ୍ବନ୍ଧୀୟ ଏହି ବିଶେଷ ମହତ୍ଵପୂର୍ଣ୍ଣ ଟିପ୍ପଣୀ ଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।