ବିଚାର

କାହାର ବି ନାମ ଭାବି ଗୋଟିଏ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ସମସ୍ତେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥିବେ । ତେବେ ଟାରଟ କାର୍ଡ ମୋଡ୍ ଅନୁଯାୟୀ ଆମର ଭବିଷ୍ୟତ ଆମର ନିଜ ଚେତନାରେ ଫିଡ୍ ହୁଏ । ଯେପରି ଗୀତା ଅନୁଯାୟୀ ଆମ ସମସ୍ତଙ୍କ ମନରେ ଏକ ସଂକଳ୍ପ ଅଛି ଏବଂ ଆମେ ନିଶ୍ଚିତ ଭାବରେ ଏହାକୁ ପୂରଣ କରୁ । ସେହିଭଳି, ଟାରଟ କାର୍ଡ କହୁଛି ଯେ ଆମର ଭବିଷ୍ୟତ ଆମ ଭିତରେ ସୁରକ୍ଷିତ । ଆମକୁ କେବଳ ଏହାକୁ ପଢିବାକୁ ପଡିବ ।

ତେବେ ଏହା ଏକ ସେତୁ ଯାହା ମାଧ୍ୟମରେ ତୁମେ ତୁମର ଅବଚେତନା ସହିତ ସଂଯୋଗ କର । ଭାରତୀୟ ଦୃଷ୍ଟିକୋଣରେ ଆଧ୍ୟାତ୍ମିକତା ସହିତ ସଂଯୋଗ କରି ଏହି ଧାରା ଅଧିକ ବିଶ୍ୱାସ ଯୋଗ୍ୟ ହୋଇଯାଏ । ଏପରି ପରିସ୍ଥିତିରେ, ଆମେ ସମସ୍ତେ ଏହା ମାଧ୍ୟମରେ ଆମ ଜୀବନର ରହସ୍ୟ ସମାଧାନ କରିପାରିବା ଏବଂ ଆଜି ଆମେ ଟାରଟ କାର୍ଡ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ଜାଣିବା ପାଇଁ ଏପରି କିଛି ସୁଯୋଗ ଆଣିଛୁ । ଏଥିପାଇଁ ଆପଣଙ୍କୁ କେବଳ ଦିଆ ଯାଇଥିବା ୫ଟି ଗୋଲାପ ଫୁଲ ଙ୍କ ମଧ୍ୟରୁ ଗୋଟିଏ ବାଛିବାକୁ ହେବ ।

୧- ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କ ଜୀଵନ ସାଥୀ ଯିଏ ହେବ ଆପଣ ଙ୍କୁ ବହୁତ ଭଲ ପାଇବେ । ସେ ଆପଣଙ୍କ ପାଇଁ କିଛି ବି କରି ପାରିବେ କିନ୍ତୁ ଆପଣଙ୍କ ଘର ଲୋକଙ୍କ ଶତ୍ରୁତା କାରଣ ରୁ ଆପଣଙ୍କ ପ୍ରେମ ରେ ଅସୁବିଧା ଆସିପାରେ । ତେବେ ଆପଣଙ୍କ ଲଭ ଷ୍ଟୋରି ଏକଦମ ରାମ ଲୀଲା ସିନେମା ଭଳି ହେବ ସେହି ସିନେମା ଭଳି ଆପଣଙ୍କ ପରିବାର ଯୋଗୁଁ ଆପଣଙ୍କ ପ୍ରେମ ରେ ଅସୁବିଧା ଆସିପାରେ ।

୨- ଦ୍ଵିତୀୟ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ଜୀଵନ ସାଥୀ ଆପଣଙ୍କୁ ନିଜ ଜୀଵନ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି । ତେବେ ସେ ଆପଣଙ୍କ ପାଇଁ କିଛି ବି କରି ପାରିବେ । ଆପଣଙ୍କ ଖୁସି ପାଇଁ ସେ ସମସ୍ତଙ୍କ ସହ ଲଢ଼ି ପାରିବେ । ଆପଣ ଦୁଇ ଜଣ ବହୁତ ଭଲ ବନ୍ଧୁ ମଧ୍ୟ । ତେବେ ଆପଣ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି । ତେବେ ଆପଣଙ୍କ ଲଭ ଷ୍ଟୋରୀ ସଲମାନ ଖାନ ଙ୍କ ତେରେ ନାମ ସିନେମା ଭଳି ରହିବ । ତେବେ ଆପଣ ଦୁଇ ଜଣ ପରସ୍ପର ପରିପୁରକ ଅଟନ୍ତି ।

୩- ଯଦି ଆପଣ ତୃତୀୟ ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କ ର ବିବାହ ଆରେଞ୍ଜ ମ୍ୟାରେଜ ରହିବ ତେବେ ଆପଣଙ୍କ ପାର୍ଟନର ଯିଏ ରହିବ ସିଏ ଆପଣଙ୍କ ସହ ସବୁ ପରିସ୍ଥିତି ରେ ସବୁ କ୍ଷେତ୍ରରେ ଆପଣଙ୍କ ସହ ରହିବେ । ତେବେ ଆପଣଙ୍କ ପ୍ରେମ ଜୀଵନ ବିବାହ ସିନେମା ଭଳି ରହିବ । ତେବେ ଯେପରି ସେହି ସିନେମା ରେ ଦୁଇ ଜଣ ନିଜ ପରିବାର ସହମତି ରେ ବିବାହ କରିବେ ଏବଂ ସେହିଥିରେ ସେ ଦୁଇ ଜଣ ଭଲ ପାଇ ବସି ଯାଇଥିଲେ ତେବେ ସେହି ପରି ଆପଣଙ୍କ ଜୀବନରେ ମଧ୍ୟ ସେହି ଭଳି ଘଟଣା ଘଟିବ । ତେବେ ଆପଣ ଦୁଇ ଜଣ ପରସ୍ପର ପରି ପୁରକ ଭାବରେ ରହିବେ ।

୪- ଯଦି ଆପଣ ଚତୁର୍ଥ ନମ୍ବର କୁ ବାଛିଛନ୍ତି ତେବେ ଆପଣଙ୍କ ଜୀଵନ ସାଥି ଆପଣଙ୍କ ର ସମ୍ପୂର୍ଣ୍ଣ ଅଲଗା ରହିବ । ତେବେ ସେ ସବୁବେଳେ ଆପଣଙ୍କ ସହ ରହିବେ କିନ୍ତୁ ସେ ଟିକେ ଗମ୍ଭୀର ସ୍ଵଭାବ ର ବ୍ୟକ୍ତି ଏବଂ ଆପଣଙ୍କୁ ସେ ସବୁ କ୍ଷେତ୍ରରେ ସାହାଯ୍ୟ ଏବଂ ସହଯୋଗ କରିବେ । ତେବେ ଆପଣଙ୍କୁ ସବୁବେଳେ ବହୁତ ଭଲ ପାଆନ୍ତି ଏବଂ ବହୁତ ଭଲ ପାଆନ୍ତି । ତେବେ ଆପଣଙ୍କ ଲଭ ଷ୍ଟୋରି ଏକ ଭିଲେନ ସିନେମା ଭଳି ରହିବ । ତେବେ ଆପଣ ନିଜ ଜୀଵନ ସାଥୀ ଙ୍କ ସହ ସବୁବେଳେ ଖୁସିରେ ରହିବେ ।

୫- ଯଦି ଆପଣ ପଞ୍ଚମ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ଭଲ ପାଇବା ର ବହୁତ ଅଭାବ ରହିଛି । ତେବେ ଆପଣ ନିଜ ଜୀଵନ ର ଏକୁଟିଆ ପଣ କୁ ଦୁର କରିବାକୁ ଏକ ସାଥୀ ଟିଏ ଦରକାର ତେଣୁ ଆପଣ ବେଳେବେଳେ ଭୁଲ ଜୀଵନ ସାଥୀ ଟିଏ ବାଛିଛନ୍ତି । ତେବେ ଆପଣଙ୍କ ଜୀଵନ ର ଲଭ ଷ୍ଟୋରି ସିନେମା ଜବ ଉଇ ମିଟ କରିନା କପୁର ଙ୍କ ସିନେମା ଭଳି ରହିବ । ତେବେ କିନ୍ତୁ ଆପଣଙ୍କ ଜୀବନରେ ଜଣେ ଏଭଳି ବ୍ୟକ୍ତି ଆସିବେ ଯିଏ କି ଆପଣଙ୍କୁ ରାଣୀ କରି ରଖିବେ । ତେବେ ଆପଣ ମଧ୍ୟ ତାଙ୍କ ସହ ବହୁତ ଖୁସିରେ ରହିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button