ବିଚାର

Vastu Tips- ଧନ ବୃଦ୍ଧି କରୁଥିବା ଫୁଲ, କରନ୍ତୁ ଏହି ଉପାୟ ଆଊ ଦେଖନ୍ତୁ ଚମତ୍କାର !

ଅପରାଜିତା ଏକ ସୁନ୍ଦର ଫୁଲ ଅଟେ । ଏହା ଆମ ବାଡି ବଗିଚା ରେ ସବୁ ଆଦୀ ଦେଖିବା ପାଇଁ ଯାଉଛେ ଯାହା ଦ୍ଵାରା ଆମେ ଏହାକୁ ଏକ ସାଧାରଣ ଫୁଲ ଭାବି ଥାଉ । ମାତ୍ର ଆପଣ କଣ ଜାଣି ଛନ୍ତି କି ଆମେ ଆମ ପାଖରେ ଥିବା ଅନେକ ଗଛ କଥା ବିଷୟରେ ଜାଣି ପାରି ନଥାଉ । ଅପରାଜିତା ଫୁଲର ନାମ ଏହି ଭଳି ହୋଇଛି ଏହାର ମାନେ ହେଉଛି ଯିଏ କେବେହେଲେ ପରାଜିତ ହୋଇ ନଥାଏ । ଏହାର ମାନେ ନୀଳକଣ୍ଠ ମଦଗୀ ହୋଇ ଥାଏ ।

ଯାହା ଦ୍ଵାରା ଏହା ଭଗବାନ ଶିବଙ୍କର ମଧ୍ୟ ପ୍ରିୟ ଅଟେ । ଏହା ସହ ଏହା ମା ଦୂର୍ଗା ଙ୍କ ନାମ ଅଟେ ମଧ୍ୟ । ଏହା ଆମ ଦେଶର ସବୁ ଜାଗାରେ ଦେଖିବା ପାଇଁ ମିଳିଥାଏ । ଏହା କାଶ୍ମୀର ଠାରୁ କନ୍ୟା କୁମାରୀ ଯାଏ ଦେଖିବା ପାଇଁ ମିଳିଥାଏ । ମାତ୍ର ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଏହାକୁ ଏକ ସାଧାରଣ ଫୁଲ ଭାବିଥାଉ ।

ଏହା କେବଳ ଦୂର୍ଗା କିମ୍ବା ଶିବଙ୍କ ପ୍ରିୟ ହୋଇ ନଥାଏ ଗଣେଶ ଙ୍କ ପ୍ରିୟ ହୋଇଥାନ୍ତି । ଏହା କାର୍ତ୍ତିକ ଭଗବାନ ଙ୍କ ପ୍ରିୟ ଅଟେ । ଏହି ଫୁଲ କୁ ଆମେ ଲଗାଇବା ଦ୍ଵାରା ଘରେ ଧନ ବଢିଥାଏ । ଏହାକୁ ସଂସ୍କୃତ ରେ ବିଷ୍ଣୁ ପ୍ରିୟା ମଧ୍ୟ କୁହା ଯାଇଥାଏ । ଏହାକୁ ଆମେ ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କୁ arpan ଅକରିବା ଦ୍ଵାରା ଘରେ ଥିବା ଅସାନ୍ତି ସବୁ ବେଳେ ଦୂର ହୋଇଯାଇ ଥାଏ ।

ଏଣୁ ଘରେ ଆମେ ଏହି ଫୁଲ ଦ୍ଵାରା କଣ କରିବା ଦ୍ଵାରା ଆମେ ବହୁତ ଲାଭ ବାନ ହେବା । ଆପଣ ଏହାକୁ ଘରେ ଲଗାଇଲେ ନଜର ଦୋଷ ମଧ୍ୟ କଟି ଯାଇଥାଏ । ଏହାକୁ ଆପଣ ଏକ ଫୁଲର ହାର କରିକି ହନୁମାନ ଜି ଙ୍କୁ  ଚଢାଇ ଏହାକୁ ଆପଣ ନିଜ ଘରର ମୁଖ୍ୟ ଦ୍ଵାରରେ ଲଗାଇ ଦିଅନ୍ତୁ ଦେଖିବେ ଆପଣଙ୍କ ଘରେ ଥିବା ଖରାପ ଶକ୍ତିମାନ ଦୂର ହୋଇଯିବ ।

ଆପଣ ଯଦି ଧାର କରଜ ରେ ବୁଡି ଯାଇ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହି ଫୁଲ 5 ଟି  ନେଇକି ସୋମବାର ଦିନ ଭଗବାନ ଶିବ ଙ୍କୁ ଅର୍ପଣ କରି ଦିଅନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ । ଆପଣ ଯାହାଭି ଧାର କରଜ କରିଥିବେ ଆପଣ ତାହା ମଧ୍ୟରୁ ଆପଣ ମୁକ୍ତ ହୋଇଯିବେ ।

ଏହି ଫୁଲ ଦ୍ଵାରା ଛୋଟ ପିଲାଙ୍କୁ ଝାଡିଲେ ସେମାନେ ଡରିବା ବନ୍ଦ କରି ଦେଇଥାନ୍ତି । ଆପଣ ଯଦି ଏହି ଫୁଲ କୁ ନିଜ ଇଷ୍ଟ ଦେବା ଦେବୀଙ୍କୁ ସବୁ ଦିନ ଅରପଣ କରିବେ ଆପଣ ଯାହା ଚାହିଁବେ ତାହା ଆପଣ ପାଇବେ । ଆପଣ ଏହାକୁ 5 ସପ୍ତାହ ଯାଏ କରନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ । ଯଦି ଆପଣ ନିଜ ମନ ପସନ୍ଦର ଚାକିରି ପାଇବା ପାଇଁ ଚାହୁଁ ଛନ୍ତି ତେବେ 11 ଟି ଫୁଲ ନେଇକି ମାତା ଦୂର୍ଗାଙ୍କୁ ଅର୍ପଣ କରନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ । ଖୁବ କମ ଦିନରେ ଆପଣ ନିଜ ପସନ୍ଦର ଚାକିରି ପାଇଯିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button