ଓଡିଶା

୨ ଦିନ ପରେ ଥିଲା ପୁଅର ବାହାଘର କିନ୍ତୁ ଭାବିପତ୍ନି କଲା ଏମିତି ମେସେଜ ଯାହାକୁ ପଢିକି ପୁଅ ଉଠାଇଲା ଭୟଙ୍କର କଦମ…

କହିଥାନ୍ତି କି ବାହାଘର ଜୀବନର ସବୁଠୁ ଖାସ୍ ବନ୍ଧନ ହୋଇଥାଏ ଆଉ ଏହି ବନ୍ଧନରେ ବାନ୍ଧି ହବା ବାଲା ସବୁ ବ୍ୟକ୍ତି ବହୁତ ସ୍ଵପ୍ନ ସଜେଇଥାନ୍ତି । ସେଇଠି ନିର୍ବନ୍ଧ ଆଉ ବାହାଘର ର ମଝିରେ ଯେଉଁ ସମୟ ହେଇଥାଏ ସେ ବହୁତ ହିଁ ଖାସ୍ ହୋଇଥାଏ ସମସ୍ତେ ସେଇ ସମୟକୁ ଭଲରେ ବଞ୍ଚିବାକୁ ଚାହିଁଥାନ୍ତି ସେଇ ସମୟ ପୁରା ଜୀବନ ପାଇଁ ମନେରହି ଯାଇଥାଏ । କିନ୍ତୁ ଆଜି ଯେଉଁ ରହସ୍ୟ ଆଗକୁ ଆସିଛି ତାକୁ ଶୁଣିକି ଆପଣ ଆଶ୍ଚର୍ଯ୍ୟ ରହିଯିବେ ।

ସଂସାରରେ ଏମିତି ହିଁ କେଉଁ ବାହାଘର ହୋଇଥିବ ଯାହାର ପରିଣାମ ଏତେ ଖରାପ୍ ହୋଇଥିବ ।

ଯେମିତିକି ଏହି ଘଟଣା ଇନ୍ଦୋର ର ଅଟେ, ଏଠି ଦିଜଣଙ୍କ ସମ୍ପର୍କ ନିର୍ଦ୍ଧାରିତ ହୋଇଯାଇଥିଲା, ପୁଅ ଏହି ସମ୍ବନ୍ଧ ରେ ବହୁତ୍ ଖୁସି ଥିଲା କିନ୍ତୁ ହଟାତ ତାର ଭାବିପତ୍ନି ତାକୁ କିଛି ଏମିତି ମେସେଜ କରିଦେଲା ଯେଉଁଥି ପାଇଁ ସିଏ ପୁରା ଭାଙ୍ଗି ପଡ଼ିଲା । କହି ଦଉଛୁ କି ବାହାଘରର ସବୁ ଠିକ୍ ଠାକ୍ ହୋଇସାରିଥିଲା ଆଉ ମାତ୍ର ଦୁଇଦିନ ବାକିଥିଲା, ସେତିକି ବେଳେ ଭାବିପତ୍ନି ସେଇ ପିଲାକୁ ଏମିତି କିଛି ମେସେଜ କଲା କି ପିଲାର ହୋସଉଡିଗଲା । ସେହି ପିଲାଟି ଡାକ୍ତର ଥିଲା ତାପରେବି ସେଇ ମେସେଜ ପଢ଼ିବା ସାଙ୍ଗେ ସଙ୍ଗେ ସେ ନିଜର ହୋସ ହରେଇଲା, ଆଉ ଭାବିପତ୍ନୀର ଏହି ବେବଫା ରେ ଦୁଃଖୀ ଡକ୍ଟର ବିଶ ପିଇକି ମୃତ୍ୟୁ କୁ ନିଜର କଲା ।

ଏହି ଘଟଣା ପରେ ୬ ମାସ ଯାଏ ପୋଲିସ୍ ଏହି ବିଷୟରେ ଛାନ ଵିନ କଲା, ପରେ ପୋଲିସ ଭାବିପତ୍ନୀ କୁ ଆତ୍ମହତ୍ୟା କରିବା ପାଇଁଁ ଉଶକେଇ ଥିବାର ଦୋଷୀ କହି କେସ କରିଲେ । ମୃତକର ବାପା ର କହିବା କଥାକି ୧୮ ମାର୍ଚ୍ଚ ତାଙ୍କ ପୁଅ ବିଶ ଖାଇଥିଲା । ୨୦ ମାର୍ଚ୍ଚରେ ହସ୍ପିଟାଲ୍ ରେ ତାର ମୃତ୍ୟୁ ହୋଇଯାଇଥିଲା ସିଏ ଗୋଟେ ଘରୋଇ ହସ୍ପିଟାଲରେ ଡକ୍ଟର ଥିଲା, ଏମିତିକି ତା ବାପାଙ୍କର ନିଜର କ୍ଲିନିକ୍ ଥିଲା ।

ମୂତକ ହିତେଶର ନିର୍ବନ୍ଧ ଭୋପାଳ ରେ ରହିଥିବା ତାର ପୁରୁଣା ସାଙ୍ଗ ଯୁହି ସାଙ୍ଗରେ ହୋଇଥିଲା । ବାହାଘର ର କିଛି ଦିନ ପରେ ଜୁହି ହିତେଶ କୁ ଗୋଟେ ମେସେଜ କଲା, ଯେଉଁଥିରେ ସିଏ ଗୋଟେ ଅନ୍ୟ ପୁଅ ସାଙ୍ଗରେ ବାହା ହବା ବିଷୟରେ ଲେଖିଥିଲା । ସିଏ ତା ସାଙ୍ଗରେ ବାହା ହୋଇଥିବା ଫଟୋ ବି ପୋଷ୍ଟ କରିଥିଲା । ତାର ଏହି ମେସେଜ ପଢି ସିଏ ପୁରା ଭାଙ୍ଗି ଯାଇଥିଲା ଆଉ ତା ପରେ ସେଇ ଏମିତି ବଡ଼ କଦମ ଉଠାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button