ଜୀବନଶୈଳୀ

ବାହାଘର ସରୁ ସରୁ ସ୍ୱାମୀ ଆଗରେ ଅନ୍ୟ ସହ ନ୍ୟୁ-ଡ କଲରେ କଥାହେଲା ସ୍ତ୍ରୀ,ସ୍ୱାମୀ କାହାସହ କଥା ହଉଛ ପଚାରିବାରୁ,ସ୍ତ୍ରୀ ସ୍ୱାମୀଙ୍କ ସହ କଲା ଏମିତି

ଆପଣ ବିବାହକୁ ନେଇ ଅନେକ ଘଟଣା ଶୁଣିଥିବେ କିନ୍ତୁ ଆଜି ଆମେ ଯେଉଁ ବିବାହିତ ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛି ତାଙ୍କ କାହାଣୀ ଟିକେ ଅଲଗା। ତେବେ ଚାଲନ୍ତୁ ଜାଣିବା ସେହି ବିବାହିତ ଦମ୍ପତିଙ୍କ ବିଷୟରେ ,ତାଙ୍କ ଜୀବନରେ କଣ ଘଟିଥିଲା।

ଇଏ ଏଭଳି ଜଣେ ବିବାହିତ ଦମ୍ପତିଙ୍କ କଥା ଯାହାଙ୍କର ବାହାଘର ସରିବା ମାତ୍ରେ,ରାତ୍ରିରେ ଶୟନ କକ୍ଷରେ ବର ଏବଂ ବଧୁ ସୋଇଥିଲେ ଏବଂ ଏହି ସମୟରେ ବଧୁଙ୍କ ପାଖକୁ ନ୍ୟୁ-ଡ କଲ ଆସିଥିଲା ଏବଂ ସ୍ୱାମୀ ସ୍ତ୍ରୀଙ୍କୁ ପଚାରିବାରୁ ସ୍ତ୍ରୀ କ୍ଷ-ମା ମାଗିଥିଲେ କିନ୍ତୁ 24 ଘଣ୍ଟା ନପୁରୁ ଏହି ଘ-ଟ-ଣା ପୋ-ଲି-ସି ପାଖରେ ପହଞ୍ଚିଥିଲା। ପୁଅର କହିବା କଥା ଯେ ତାଙ୍କ ସ୍ତ୍ରୀ ସେ ଶୋଇବା ସମୟରେ ତାଙ୍କ ଭିଣେଇ ଏବଂ ତାଙ୍କ ଭଉଣୀଙ୍କ ସହ ଭିଡ଼ିଓ କଲରେ କଥା ହଉଥିଲେ। କିନ୍ତୁ କଥା ହେଉଥିବା ସମୟରେ ସେ ତାଙ୍କ ଦେହରୁ ସମସ୍ତ ବସ୍ତ୍ର କାଢି ଦେଇଥିଲେ।

ରାତିରେ ବର ବଧୁଙ୍କୁ ଏହି ବିଷୟରେ ପଚାରିବାରୁ,ବଧୁ ରାଗିଯାଇ ସକାଳେ ଲିଙ୍ଗରାଜ ମନ୍ଦିରକୁ ଯିବାକୁ କହିଥିଲେ। କିନ୍ତୁ ଭଗବାନଙ୍କ ଦର୍ଶନ କରିବା ବାହାନାରେ। ବଧୁ ତାଙ୍କ ଘର ଲୋକଙ୍କୁ ଡାକି ବର ଙ୍କୁ ନି-ଧୁ-ମ ମା-ଡ଼ ମା-ରିଥିଲେ,ଏବଂ ବର ଘର ଲୋକଙ୍କୁ ଧମକ ଭରା କଲ ମଧ୍ୟ ବଧୁ ଘର ଲୋକ କରିଥିଲେ।

ପୋ-ଲି-ସ ପାଖରେ ଏହି ଘ-ଟ-ଣା ପହଞ୍ଚିଥିଲା ଏବଂ ପୁଅ ଘର ଲୋକ ଅଭି-ଯୋଗ କରିଛନ୍ତି ଯେ,ଝିଅ ସୁନାରୁପା ଏବଂ ଟଙ୍କା ନେଇ ପଳେଇଛି। ବର ଘର ଲୋକ ସବୁ ଟଙ୍କା ଦେଇ ବାହାଘର କରିଥିଲେ କିନ୍ତୁ ବାହାଘରର 24 ଘଣ୍ଟା ଭିତରେ ଝିଅ ତାହାର ଅସଲି ରୂପ ଦେଖାଇଲା। ଯେଉଁ ଝିଅକୁ ଭଲ ଭାବି ବାହାଘର କରିଥିଲେ ଏବଂ ସବୁ ଟଙ୍କା ଖର୍ଚ୍ଚ କରିଥିଲେ ସେ ତାହାର ଅସଲି ରୂପ ଦେଖାଇ ଦେଇଥିବାରୁ ସେଥିପାଇଁ ପୁଅ ଘର ଲୋକ ଏବେ ପୋ-ଲି-ସ ପାଖରେ ନା-ୟ ମାଗୁଛନ୍ତି। ଏବଂ କେବେ ପୋ-ଲି-ସ ଝିଅକୁ ଗି-ର-ଫ କରିବା ସେ ଆଶାରେ ପୁଅ ଘର ଲୋକ ଅନେଇ ବସିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button