GK QUESTIONS – ଏମିତି କଣ ଶବ୍ଦ ଅଛି ଯାହାକୁ ସିଧା ଲେଖିଲେ ଝିଅର ନାଁ ଓ ଓଲଟା ଲେଖିଲେ ଫିଲ୍ମର ନାଁ ଆସିଥାଏ ?

ଆଜି ଆମେ ଆପଣ ମାନଙ୍କ ପାଇଁ ପୁଣି ଥରେ କିଛି ଜିକେ ପ୍ରଶ୍ନ ନେଇ ଆସିଛୁ । ଯାହା ବିଷୟରେ ଆପଣ ନିଜର ବହିରେ ପଢିଥିବେ । କିନ୍ତୁ ଯେତେବେଳେ ଏହି ସବୁ ପ୍ରଶ୍ନ ସାମ୍ନାକୁ ଆସିଥାଏ ସେହି ସମୟରେ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଜାଣି ନ ଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ସବୁ ପ୍ରଶ୍ନ ଉତ୍ତର ନେଇ ଆସିଛୁ । ଯାହାକୁ କୌଣସି ନାଁ କୌଣସି ପରୀକ୍ଷାରେ ପଡିପାରେ । ତେବେ ଆପଣ ସେହି ସମୟରେ ଉତ୍ତର ଦେଇ ପାରିବେ ।
୧- ଏମିତି କେଉଁ କାର ଅଛି ଯାହାର ଛକ ନାହି କି ଇଞ୍ଜିନ ନାହି କିନ୍ତୁ ତାହା ଚାଲିଥାଏ ?
ଉତ୍ତର- ସରକାର
୨- ଏମିତି କେଉଁ ପ୍ରାଣି ଅଛି ଯାହାକୁ ଦୁଇ ଗୁଣା ଦେଖାଯାଏ ?
ଉତ୍ତର- ହାତୀ
୩- ଏମିତି କେଉଁ ପ୍ରାଣୀ ଯିଏ ଛୁଆ ଜନ୍ମ କରିବା ପରେ ମରିଯାଏ ?
ଉତ୍ତର- ବିଛା
୪- ଗୋଟେ ଛେଳିର ୩ଟି ଗୋଡ ତ ୧୧ଟି ଛେଳିର କେତେ ଗୋଡ ହେବ ?
ଉତ୍ତର- ୪୩ଟି
୫- ମାନା କି ଲଡକି ୧୮ ବର୍ଷ କି ହେ ତ ତାର ବାପାଙ୍କ ନାମ କଣ ?
ଉତ୍ତର- ମାନା
୬- ଏମିତି କେଉଁ ଖାଦ୍ୟ ଅଛି ଯାହାକୁ ପୁରା ଦୁନିଆ ଖାଇଥାଏ କିନ୍ତୁ ଏହାକୁ ବ୍ରେକଫାଷ୍ଟ ପୂର୍ବରୁ ଖାଇ ହେବ ନାହି ?
ଉତ୍ତର- ଲଞ୍ଚ ବା ଡିନର
୭- ଏମିତି କଣ ଜିନିଷ ଯାହା ବୁଢାକୁ ଯବାନ ଓ ଯବାନକୁ ବୁଢା କରିଥାଏ ?
ଉତ୍ତର- ବୟସ
୮- ମୟୁର ଏକ ପକ୍ଷୀ ଯିଏ ଅଣ୍ଡା ଦିଏ ନାହି ତ କେମିତି ତାର ଛୁଆ ହୋଇଥାଏ ?
ଉତ୍ତର- ମୋରଣୀ ଜନ୍ମ କରିଥାଏ
୯- A B ର ପିତା ଅଟେ କିନ୍ତୁ B A ର ପୁଅ ନୁହେଁ ତ କୁହ ଏମିତି କେମିତି ସମ୍ଭବ ?
ଉତ୍ତର- କାରଣ B A ଝିଅ ଅଟେ
୧୦- ମୁଁ ହଳଦିଆ ମୋର ଛୁଆ କଳା ମତେ ଛାଡି ମୋ ଛୁଆକାଉ ଖାଏ ?
ଉତ୍ତର- ଗୁଜୁରାତି
୧୧- ଗୋଟେ ହାତୀ ପାଣିରେ ବୁଡି ଗଲେ କେମିତି ବାହରକୁ ଆସିବ ?
ଉତ୍ତର- ଓଦା ହୋଇ
୧୨- ଏମିତି କେଉଁ ପ୍ରାଣୀ ଅଛି ଯିଏ ଜନ୍ମ ହେବ ପରେ ୧ଇଞ୍ଚ ଓ ବଡ ହେଲା ପରେ ୫ଫିଟ ଲମ୍ବା ହୋଇଥାଏ ?
ଉତ୍ତର- କଙ୍ଗାରୁ
୧୩- କେଉଁ ପକ୍ଷୀ ଛୁଆ ଜନ୍ମ କରିବା ପରେ କ୍ଷୀର ପିଆଇଥାଏ ?
ଉତ୍ତର- ଚମଗାଦଡ
୧୪- କେଉଁ ପ୍ରାଣୀ ସପ୍ତାହେ ଯାଏଁ ପାଣି ପିଏ ନାହି ?
ଉତ୍ତର- ଓଟ
୧୫- ଦୁନିଆର କେଉଁ ଜୀବ ଯାହାର ୩ଟି ଆଖି ଅଛି ?
ଉତ୍ତର- ଟିଟୋରା ନାମକ ଜୀବ
୧୬- ଇଂଦ୍ରଧନୁ ମଝିରେ କେଉଁ ରଙ୍ଗ ଥାଏ ?
ଉତ୍ତର- ହଳଦିଆ
୧୭- ଦେଶରେ ସବୁଠାରୁ ଛୋଟ ଦେଶ କଣ ?
ଉତ୍ତର- ବେଟିକନ ସହର
୧୮- ଭାରତରେ ନିର୍ମିତ ପ୍ରଥମ କମ୍ପୁଟରର ନାମ କଣ ?
ଉତ୍ତର- ଟାଇଫ୍ରେକ
୧୯- ଖିରୀକି ଇଂରାଜୀରେ କଣ କୁହାଯାଏ ?
ଉତ୍ତର- ରାଇସ ଫୁଡିଙ୍ଗ
୨୦- ଏମିତି କଣ ଶବ୍ଦ ଅଛି ଯାହାକୁ ସିଧା ଲେଖିଲେ ଝିଅର ନାଁ ଓ ଓଲଟା ଲେଖିଲେ ଫିଲ୍ମର ନାଁ ଆସିଥାଏ ?
ଉତ୍ତର- ମଧୁ ଓ ଧୁମ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।