ଆପଣଙ୍କ ପତ୍ନୀ ଆପଣଙ୍କୁ ଏହି କଥା କେବେ ବି କୁହନ୍ତି ନାହିଁ- Jaya Kishori

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସ୍ତ୍ରୀ ମାନେ କେଉଁ କଥା ସ୍ବାମୀଙ୍କୁ କେବେ କୁହନ୍ତି ନାହି ସେହି ବିଷରେ କହିବାକୁ ଯାଉଛୁ । ପ୍ରତେକ ପୁରୁଷ ମହିଳା ଙ୍କ ଜୀବନରେ ଏମିତି ଏକ ସମୟ ଆସିଥାଏ ଯେବେ ଦୁହେଁ ପରସ୍ପରର ମନ କଥା କହିବାକୁ ପଛାଇ ଥାନ୍ତି । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ପାଇବା ଯେତିକି ରହିଥାଏ ତା ଠାରୁ ଅଧିକା କଳହ ମଧ୍ୟ ହୋଇଥାଏ । ପ୍ରତେକ ବ୍ୟକ୍ତି କାମ କରିବାକୁ ବାହାରକୁ ଯାଇଥାନ୍ତି । ଆଉ ଘରକୁ ଫେରିବା ପରେ ସ୍ତ୍ରୀ ପଚାରିଥାଏ ଆଜି କାମ କେମିତି ହେଲା, କାହା ସହ କଥା ହେଲା ଇତ୍ୟାଦି ଅନେକ କଥା ।
ଯଦି ସ୍ଵାମୀ ଘରକୁ ଡେରି ରେ ଆସିଥାଏ ତେବେ ସ୍ତ୍ରୀ ରାଗିବା ସ୍ଵାଭାବିକ କଥା ଅଟେ । କିନ୍ତୁ ଯଦି ସ୍ଵାମୀ ଘରକୁ ଜଲ୍ଦି ଆସିଥାଏ ତେବେ ସ୍ତ୍ରୀ ଏହି ସବୁ ପ୍ରଶ୍ନ ପଚାରି ଥାଏ ଯାହା ସାଧାରଣ ଅଟେ । ମହିଳା ମାନେ କିଛି କଥା ଭୁଲି ଯାଇଥାନ୍ତି କାମ ବ୍ୟସ୍ତ ରେ କିନ୍ତୁ ପୁରୁଷ ମାନେ କିଛି କଥା ମନେ ରଖିଥାନ୍ତି । ଅଧିକାଂଶ ମହିଳା ମାନଙ୍କର ଅଭ୍ୟାସ ଥାଏ କି ସ୍ଵାମୀ ଙ୍କୁ ଘରୁ ଆସିବା ପରେ ନାନାଦି ପ୍ରଶ୍ନ ପଚାରି ପାରେ । ତେବେ ଠାରେ ଭଗବାନ ଶିବ ଓ ମା ପାର୍ବତୀ ଙ୍କ ମଧ୍ୟରେ କଳହ ହୋଇଥିଲା ।
ମାତା ପାର୍ବତୀ ନିଜ କାମ ରେ ବ୍ୟସ୍ତ ଥିଲେ ଆଉ ମହାଦେବ ଆସି ତାଙ୍କୁ ଦେଖିଲେ ଆଉ କହିଲେ କି କାର୍ତ୍ତିକ ଗଣେଶ କୁଆଡେ ଯାଇଛନ୍ତି ? ଉତ୍ତର ରେ ମାତା ପାର୍ବତୀ କହିଲେ ଏଠି କେଉଁଠି ଥିବେ ଦୁଇ ପୁତ୍ର । ମାତା ପାର୍ବତୀ ଙ୍କ ଏଭଳି ଉତ୍ତର ଶୁଣିବା ପରେ ମାହଦେବ ଭାବିଲେ କି ମାତା ପାର୍ବତୀ ଙ୍କର କଣ ହୋଇଛି ? ହୋଇପାରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବ । ଏହା ଭାବି ମହାଦେବ ପୁଣି ଥରେ ମାତା ପାର୍ବତୀ ଙ୍କୁ ପ୍ରଶ୍ନ କରିଲେ କି ମାତା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ଅଛି ତ ? ଏହା ପରେ ମାତା କହିଲେ ମୋର ସ୍ୱାସ୍ଥ୍ୟ ସମୁର୍ଣ୍ଣ ସୁସ୍ଥ ଅଛି ।
ଏହା ଶୁଣିବା ପରେ ମହାଦେବ କହିଲେ ତେବେ ଆଜି ଭାଙ୍ଗ କାହିଁକି ମିଳି ନାହି ? ଯାହା ପରେ ମାତା ପାର୍ବତୀ ରାଗିଜାଇ ମହାଦେବ ଙ୍କୁ କିଛି ଉତ୍ତର ଦେଇଥିଲେ । ତେବେ ଏହି କଥାର ଅର୍ଥ ଏହା ହେଉଛି କି ଯଦି ସ୍ତ୍ରୀ କେବେ ସ୍ଵାମୀ ଉପରେ କାରଣରେ ହେଉ ବା ବିନା କାରଣରେ ରାଗି ଥାଏ ତେବେ ସ୍ଵାମୀ ଯାଇପାରେ ନାହି । ସ୍ତ୍ରୀ ସବୁବେଳେ ଇଚ୍ଛା କରିଥାଏ କି ସ୍ଵାମୀ ନିଜେ ବୁଝିବା ଦରକାର କି ତାଙ୍କ ସ୍ତ୍ରୀ ତାଙ୍କ ଉପରେ ରାଗିଛନ୍ତି ।
ତେବେ ପ୍ରତେକ ସ୍ତ୍ରୀ ମାନେ ନିଜ ସ୍ଵାମୀ ଙ୍କୁ କେବେ ବି କୁହନ୍ତି ନାହି କି ସେମାନେ ତାଙ୍କ ଉପରେ ରାଗିଛନ୍ତି । ତେଣୁ ପ୍ରତେକ ସ୍ଵାମୀ ମାନେ ନିଜ ସ୍ତ୍ରୀ କଣ ପାଇଁ ରାଗିଛନ୍ତି ବା ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଲେ ଜାଣିବେ କି ସେ ନିଶ୍ଚୟ କେଉଁ କାରଣ ପାଇଁ ରାଗିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।