ନାଲି ଲଙ୍କାର ଏହି ଉପାୟ ଶତୃଙ୍କୁ ଆପଣଙ୍କ ଗୋଡ ତଳେ ପଡିବା ପାଇଁ ବାଧ୍ୟ କରିଦେବ, ବାସ ଚୁପଚାପ ପୋତି ଦିଅନ୍ତୁ ଏଇଠି ଏବଂ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ଯେଭଳି ମିତ୍ର ରହିଥାନ୍ତି । ସେହିଭଳି ଆପଣ ଯେତେ ଭଲ ହେଲେ ମଧ୍ୟ କେହି ନା କେହି ଆପଣଙ୍କ ଶତ୍ରୁ ଥାନ୍ତି । ବେଳେବେଳେ ସେହି ଶତୃ ଆପଣଙ୍କୁ ଅନେକ ଖାଲରେ ପକାନ୍ତି ଅନେକ ହଇରାଣ ମଧ୍ୟ କରନ୍ତି । ତେବେ ଆପଣ ନାଲି ଲଙ୍କା ସହ କରନ୍ତୁ ଏହି ଉପାୟ ଶତ୍ରୁ ନିଜେ ଆପଣଙ୍କ ଗୋଡ ତଳେ ପଡି କ୍ଷମା ମାଗିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।
ଆପଣଙ୍କୁ ଏହି ନାଲି ଲଙ୍କାର ଉପାୟ ମଙ୍ଗବାର ଏବଂ ଶନିବାର ଦିନ କରିବାକୁ ହେବ । ଆପଣ ରାତି ହୋଇଯିବା ପରେ ଆପଣଙ୍କ ଘରର ଆଖ ପାଖରେ ଗୋଟିଏ ଛୋଟ ଗାତଟିଏ ଖୋଳିବେ । ଲଙ୍କାର ଡେମ୍ଫ ଛିଡା ହୋଇନଥିବା ସିଧା ଏବଂ ସୁନ୍ଦର ଲଙ୍କା 5ଟି ଆପଣଙ୍କ ହାତରେ ଧରି ଆପଣଙ୍କ ଶତ୍ରୁଙ୍କ ନାମକୁ ନେବେ । ଶତୃଙ୍କ ନାମ ଆପଣ ବାରମ୍ବାର ଉଚ୍ଚାରଣ କରୁଥିବେ । ଏହାପରେ ଆପଣ ହାତରେ ଧରିଥିବା ଏହି ଲଙ୍କାଙ୍କୁ ଶତୃଙ୍କ ନାମ ଉଚ୍ଚାରଣ କରି ଖୋଳିଥିବା ଗାତରେ ପୋତିଦେବେ ।
ଆପଣଙ୍କୁ ଏହି ଉପାୟଟିକୁ ମଙ୍ଗବାର ଦିନ କିମ୍ବା ଶନିବାର ଦିନ ରାତିରେ କରିବା ଉଚିତ । କାରଣ ଆପଣ ଏହି ଦିନକୁ ଶତୃଙ୍କ ବିନାଶ ବାର ବୋଲି ମାନଯାଇଥାଏ । ତେଣୁ ଆପଣ ଏହିଦିନ ଏହି କାର୍ଯ୍ୟ କରିବା ଫଳରେ ଆପଣଙ୍କୁ କେବେ ମଧ୍ୟ ଶତୃଙ୍କ ଠାରୁ ହାର ମାନିବା ପାଇଁ ପଡିନଥାଏ ।ଆପଣ ସର୍ବଦା ତାଙ୍କ ଉପରେ ଜୟ ହାସଲ କରିଥାନ୍ତି । ଆପଣ ଯଦି ଏହି ଉପାୟଟିକୁ ଶନିବାର ଦିନ ରାତିରେ କରନ୍ତି ତେବେ ଏହା ବହୁତ ଅଧିକ ହିଁ ଫଳଦାୟୀ ହୋଇଥାଏ ।
ଯଦି ଆପଣଙ୍କ କାମରେ କୌଣସି ବାଧା ଉପୁଜି ଥାଏ ତେବେ ମଧ୍ୟ ଆପଣ ଏହି ଦିନ ଗୋଟିଏ ଛୋଟ ଉପାୟ ନିହାତି କରନ୍ତୁ । ଆପଣ ଏହି ଉପାୟଟିକୁ କରିବା ପାଇଁ ପ୍ରଥମେ ଶୁଖିଲା ନାଲି ଲଙ୍କାର 21ଟି ମଞ୍ଜି ବାହାର କରିଦେବେ । ଆପଣ ଗୋଟିଏ ଢାଳ ହେଉ କିମ୍ବା ଗୋଟିଏ ଗ୍ଳାସରେ ପାଣି ରଖି ସେଥିରେ ଏହି 21 ମଞ୍ଜିକୁ ଢାଳିଦେବେ ।
ଆପଣ ଏହି ଲଙ୍କା ମଞ୍ଜି ଭିଜା ପାଣିକୁ ରାତିସାରା ସେମିତି ହିଁ ରହିବା ପାଇଁ ଦେବେ । ଆପଣ ପରଦିନ ଭୋରୁ ଉଠିଯିବେ । ଏହାପରେ ଏହି ଲଙ୍କା ଭିଜା ପାଣିକୁ ଆପଣଙ୍କ ମୁଣ୍ଡ ଚାରିପଟେ 7ଥର ଆଣ୍ଟିକ୍ଳକ ଅନୁଯାୟୀ ବୁଲାଇବେ । ଏହାପରେ ଆପଣ ଏହି ପାଣିକୁ ନେଇ ବାହାରେ ଫୋପାଡି ଦେବେ । ଧ୍ୟାନ ରଖିବେ ଏହା କରୁଥିବାର ଯେଭଳି କେହି ଆପଣଙ୍କୁ ନ ଦେଖନ୍ତି । ଏହାପରେ ଆପଣ ସ୍ନାନ କରି ଆପଣଙ୍କ ଠାକୁର ଘରେ ନିଜେ ପୂଜା କରିବେ ।
ଆପଣ ଭଗବାନଙ୍କ ସାମ୍ନାରେ ଶତୃଙ୍କ ଠାରୁ ଦୂରେଇ ରଖିବାର ପ୍ରାଥନା କରନ୍ତୁ । ଏହା କରିବା ଫଳରେ ଆପଣଙ୍କର କୌଣସି କାମରେ ବାଧା ଆସିବ ନାହି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜାମ ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।