ମନୋରଞ୍ଜନ

Viratଙ୍କୁ ଲିପ୍ କିସ କଲେ ଯୁବତୀ, ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଇଛି Video

ନମସ୍କାର ବନ୍ଧୁଗଣ, ସମସ୍ତଙ୍କ ସାମ୍ନାରେ ଜଣେ ଯୁବତୀ ଲାଜ ନକରି ନିଜର ଅତି ପ୍ରିୟ କ୍ରିକେଟର ବିରାଟ କୋହଲି ଯାହାଙ୍କର ସେ ସବୁଠାରୁ ବଡ ଫ୍ୟାନ ଅଟନ୍ତି ତାଙ୍କୁ ସାମ୍ନାରେ ଦେଖି ନିଜର ଖୁସି ରୋକିପାରିଲେ ନାହିଁ । ଆଉ ତାଙ୍କୁ ସାମ୍ନାରେ ଦେଖି କରି ଦେଲେ ଲିପ କିସ । ଏହି ଘଟଣା ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ସ୍ରୋତ ପଲଟି ଯାଇଛି । ଯୁବତୀଙ୍କର ଏହି ନଟଖଟ ପାଗଳପଣ ପରେ କଣ ରହିଛି ସମସ୍ତଙ୍କ ପ୍ରତିକ୍ରିୟା ଆଉ ବିଳମ୍ବ ନକରି ଆସନ୍ତୁ ଜାଣିବା ।

ଖବର ଅନୁଯାୟୀ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓରେ ଦେଖିବା ପାଇଁ ମିଳୁଛି କି ଜଣେ ଯୁବତୀ ସିଧା ସଳଖ ଭାବରେ ସର୍ବ ସମ୍ମୁଖରେ ଲାଜ ନ କରି ବିରାଟଙ୍କୁ କରୁଛନ୍ତି ଲିପ କିସ । ତେବେ ପ୍ରକୃତ ଘଟଣା ଟି ହେଉଛି ବିରାଟଙ୍କର ଏକ ମହମରେ ପ୍ରସ୍ତୁତ ଷ୍ଟାଚ୍ୟୁକୁ ଯୁବତୀ ଜଣଙ୍କ କରିଛନ୍ତି ଲିପ କିସ ।

ଯାହା ସମ୍ପୂର୍ଣ ବାସ୍ତବ ଲାଗୁଛି । କାରଣ ସେହି ଯୁବତୀ ଜଣଙ୍କ ବିରାଟଙ୍କ ଷ୍ଟାଚ୍ୟୁକୁ କିସ କରିବା ପରେ ପ୍ରେମ ଭରା ଚାହାଣିରେ ମଧ୍ୟ ଚାହୁଁଛନ୍ତି ଯାହା ସମସ୍ତଙ୍କୁ ବାସ୍ତବରେ ଘଟିବା ଭଳି ଲାଗୁଛି । ଯୁବତୀ ଜଣଙ୍କ ବିରାଟଙ୍କ ଷ୍ଟାଚ୍ୟୁ ସହ ଏହିଭଳି ହରକତ କରୁଥିବା ବେଳେ କେହି ଜଣେ ତାଙ୍କର ସେହି ମୁହୂର୍ତ୍ତର ଭିଡିଓ କୁ ଫୋନରେ ରେକର୍ଡ କରିଦେଇଥିଲେ । ଆଉ ତାହାକୁ ଟ୍ଵିଟରରେ ପୋଷ୍ଟ କରିଦେଇଥିଲେ ॥

ଏହି ଭିଡିଓ ଟ୍ଵିଟରରେ ପୋଷ୍ଟ ହେବା ପରେ ଦର୍ଶକ ମାନଙ୍କୁ ଏତେ ପସନ୍ଦ ଆସିଥିଲା କି ତାହା କିଛି ଘଣ୍ଟା ମଧ୍ୟରେ 8 ଲକ୍ଷରୁ ଅଧିକ ଲୋକ ଦେଖିବା ସହ ୫୦୦୦ ହଜାରରୁ ଅଧିକ ଦର୍ଶକ ଲାଇକ ମଧ୍ୟ କରିଛନ୍ତି । ସେହିଭଳି ଭିଡିଓରେ ୩୮୦ରୁ ଅଧିକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି । ବିରାଟଙ୍କୁ ନେଇ କିଛି ଦର୍ଶକ ବହୁତ ମଜାଦାର କମେଣ୍ଟ ଦେଇଥିବା ସହ ଅନୁଷ୍କାଙ୍କୁ କିଛି ଜଣ ଟ୍ୟାଗ କରି ଏହା କହିଛନ୍ତି କି ଆପଣ କଣ କହିବାକୁ ଚାହୁଁଛନ୍ତି ଏହା ସମ୍ପର୍କରେ ।ଯୁବତୀ ଜଣଙ୍କୁ ଦେଖିଲେ ସତରେ ଲାଗୁଥିଲା କି ସେ ବିରାଟଙ୍କର ଦିୱାନି ଅଟନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button