ଜୀବନଶୈଳୀ

ଭେଣ୍ଡିଆ ପୁଅକୁ ବିଷ ଦେଇଦେଲା ସାବତ ମା’, କାରଣ ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ! ଦେଖନ୍ତୁ କଣ କହୁଛନ୍ତି ସମ୍ପର୍କୀୟ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ମାଆ ପୁଅ ପାଇଁ ହୋଇଥାଏ ସାହା ଭରସା କିନ୍ତୁ ଆଜି ସେହି ମାଆ ସାଜିଲା ପିଶାଚି । ଭେଣ୍ଡା ପୁଅକୁ ଟଙ୍କା ଲୋଭରେ ମା-ରି-ଦେ-ଲା ମାଆ । ଖବର ଅନୁଯାୟୀ ବାପାର ଦିତୀୟ ସ୍ତ୍ରୀ ତଥା ମୃତ ଯୁବକଙ୍କୁ ତାଙ୍କ ସାବତ ମାଆ ବି-ଷ ଦେଇ ମା-ରିଥିବାର ଘଟଣା ତାଙ୍କ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭେଣ୍ଡିଆ ପୁଅର ଜୀବନ ନେଲା ସାବତ ମାଆ ଏଥିରେ ସହଯୋଗ କଲା ବାପା । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁଠି ଏବଂ କାହିଁକି ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ସୂଚନା ମୁତାବିକ ଏଭଳି ଏକ ଘଟଣା ଆସି ପହଞ୍ଚିଛି ଦଶପଳା ଥାନା ଶିମିଳିସାହି ଗ୍ରାମରୁ । ମୃତ ଯୁବକଙ୍କ ନାମ ହେଉଛି ବିଜୟ । ବିଜୟଙ୍କ ମାଆ ମରିଯିବା ପରେ ତାନନ୍କା ବାପା ତାଙ୍କ ପାଖ ଗ୍ରାମର ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ତେବେ ବିଜୟଙ୍କର ଆଉ ଏକ ସାନ ଭାଇ ମଧ୍ୟ ଥିଲେ କିନ୍ତୁ ସେ ବେଶି ଦିନ ବଞ୍ଚି ନଥିଲେ । ବିଜୟ ଏବଂ ତାଙ୍କ ସାନ ଭାଇ ଜନ୍ମ ସମୟରୁ ହିଁ ବିକଳାଙ୍ଗ ଥିଲେ ।

ତେବେ ବିଜୟଙ୍କ ବାପା ଦିତୀୟ ବିବାହ କରିବା ପରେ ତାଙ୍କ ସାବତ ମାଆ ତାଙ୍କ ଉପରେ ଅ-ତ୍ୟା-ଚା-ର କରୁଥିଲେ । ସେହି ଅ-ତ୍ୟା-ଚା-ର ସହି ବିଜୟ ବଡ ହେବା ପରେ ଘରେ ନିଜର ବିବାହ କରାଇବା ପାଇଁ କହିଥିଲେ । କାରଣ ବିଜୟଙ୍କୁ ୩୫ ବର୍ଷ ହୋଇଥିଲା । ବିଜୟକୁ ବିବାହ କରାଇବା ପାଇଁ ତନ୍ନକା ସାବତ ମାଆ ରାଜି ନଥିଲେ ଭାବୁଥିଲେ କାଳେ ସେ ସମ୍ପତ୍ତିରେ ଭାଗ ନେଇଯିବେ ବୋଲି ।

ଏହି କାରଣ ପାଇଁ ବିଜୟଙ୍କ ସାବତ ମାଆ ତାଙ୍କୁ ବହୁତ ମାରପିଟ କରନ୍ତି ଖାଇବା ପାଇଁ ବି ଦିଅନ୍ତି ନାହିଁ । ତେଣୁ ବିଜୟ ତାଙ୍କ ଘର ପାଖରେ ଥିବା ମାମୁ ଘରେ ଯାଇ ଖାଆନ୍ତି । ସ୍ଥାନୀୟ ଲୋକଙ୍କ କହିବ ଅନୁଯାୟୀ ଘଟଣା ଘଟିବା ପୂର୍ବଦିନ ବିଜୟଙ୍କୁ ତାଙ୍କ ବାପା ଏବଂ ସାବତ ମାଆ ତାଙ୍କ ବିବାହ ନ କରାଇବା ପାଇଁ ତାଙ୍କୁ ଖୁବ ମା-ରିଥିଲେ । ସେହି ମାଡ ଭିତରେ ଗୋଟିଏ ପ୍ରହାର ତାଙ୍କ ମୁଣ୍ଡରେ ବାଜିଥିଲା ଯାହା ଫଳରେ ତାଙ୍କ ମୃ-ତ୍ୟୁ ହୋଇଥିଲା ।

ତାହାକୁ ଲୁଚାଇବା ପାଇଁ ଯାଇ ସାବତ ମାଆ କୁଆଡେ ବିଜୟଙ୍କ ମୁଣ୍ଡ ପାଖରେ ବି-ଷ ଗୋଳାଇ ରଖିଦେଇଥିଲା । ଏହି କଥାକୁ କିନ୍ତୁ ସାବତ ମାଆ ଖଣ୍ଡନ କରୁଛନ୍ତି । କହିଛନ୍ତି ମୁଁ କ୍କେବେ ବିଜୟକୁ ମା-ରି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button