Pintuଙ୍କୁ ଲିଭର ଦେବା ଲୋକ ବଞ୍ଚିବ ନା ମରିଯିବ ? ଦେଖନ୍ତୁ କଣ ହେବ ଡୋନରର ଅବସ୍ଥା

ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଲିଭର 80% ଖରାପ ହୋଇସାରିଛି । ଯେଉଁଥି ପାଇଁ ତାଙ୍କ ଖରାପ ଲିଭର କଢାଯାଇ ନୂଆ ଲିଭର ଟ୍ରାନ୍ସ ପ୍ଳାଣ୍ଟ ହେବ । ଯାହା ପାଇଁ ସବୁ ପ୍ରସ୍ତୁତ ରହିଛି । ଡୋନର ବି ପ୍ରସ୍ତୁତ ରହିଛନ୍ତି ଲିଭର ଦେବା ପାଇଁ ପିଣ୍ଟୁଙ୍କୁ । ହେଲେ ଲିଭର ଟ୍ରାନ୍ସ ପ୍ଲାଣ୍ଟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଲିଭର ଜଣେ ମୃ-ତ ନା ଜୀବିତ ବ୍ୟକ୍ତି ଦେବେ ।
ନିଜ ଦେହରୁ ଲିଭର ଦେଇଥିବା ବ୍ୟକ୍ତି ବଞ୍ଚିବେ ନା ମରିବେ ଏମିତି କିଛି ସାଧାରଣରେ ଉଙ୍କି ମା-ରିଛି । ତେବେ ଆମେ ଠାରେ କହି ରଖୁଛୁ ଯେ ପିଣ୍ଟୁ ଙ୍କୁ ଲିଭର ଦେବା ପରେ ଡୋନର ଙ୍କ ଅବସ୍ଥା କଣ ହେବ ? ଲିଭର ହେଉଛି ଆମ ଶରୀରର ଏମିତି ଏକ ଅଙ୍ଗ ଯାହା ମଧ୍ୟରେ ନିଜକୁ ନିଜେ ଗଢିବାର କ୍ଷମତା ରହିଥାଏ । ଠିକ ଯେମିତି ଏକ ଝିଟିପିଟିର ଲାଙ୍ଗୁଡ ।
ଆପଣମାନେ ଦେଖିଥିବେ ଝିଟପିଟି ର ଲାଙ୍ଗୁଡ ଚିଡିଗଲେ କିଛି ଦିନରେ ପୁଣି ନୂଆ ଲାଙ୍ଗୁଡ ହୋଇଥାଏ । ଲିଭର ମଧ୍ୟ ଠିକ ସେମିତି । ଲିଭର କୁ କଟା ହୋଇ ଅନ୍ୟ ଜଣେ ରୋଗୀଙ୍କୁ ଲାଗିବା ପରେ ପୁଣି ଥରେ ନୂଆ ହୁଏ । ତେବେ ପିଣ୍ଟୁ ଙ୍କ ଶରୀରରେ ଯେଉଁ ଲିଭର ଲାଗିବ ତାହା ଡୋନର ଙ୍କ ଲିଭରର ଅଧା ଅଂସ କଟା ହୋଇ ଆସି ପିଣ୍ଟୁଙ୍କ ଲିଭର ରେ ଲଗାଇବ । ଯାହା ପରେ କଟା ହୋଇଥିବା ଲିଭରଟି ପୁଣି ଥରେ ହେବ ।
ତେବେ ଆପଣ ଭାବୁଥିବେ ଲିଭର ଦେଇଥିବା ବ୍ୟକ୍ତି ଜଣକ ଜୀବିତ ନା ମୃ-ତ ? ତେବେ କହି ରଖୁଛୁ ଲିଭର ଦେଉଥିବା ବ୍ୟକ୍ତି ଜଣେ ବରେନ ଡେଡ ହୋଇଥିବା ଜରୁରୀ କିମ୍ବା ନିଜର କେହି ସମ୍ପର୍କୀୟ ହୋଇଥିବା ଦରକାର । ମୃ-ତ ବ୍ୟକ୍ତି ଲିଭର ଦାନ କରିପାରିବେ ନାହି । ଆମେ ଏଠାରେ କହିରଖୁଚୁ ଯେ ଯଦି ଜଣେ ସୁସ୍ଥ ଲୋକ ଲିଭର ଦାନ କରେ ତେବେ ତାର କିଛି କ୍ଷତି ହୁଏ ନାହି ।
କାରଣ ଲିଭର ହେଉଛି ଏମିତି ଏକ ଅଙ୍ଗ ଯାହା ନିଜକୁ ନିଜେ ତିଆରି କରିପାରେ । ଯଦି ଗୋଟେ ଲିଭର ରୁ ଅଧା କ-ଟା ହୋଇ ଆଉ ଜଣଙ୍କ ଦେହରେ ଆଗେ ତେବେ କ-ଟା ଯାଇଥିବା ଲିଭର ଟି ନିଜକୁ ପୂର୍ବ ଭଳି ତିଆରି କରିପାରେ । ଲିଭର ଦେଇଥିବା ଡୋନର ର କିଛି କ୍ଷତି ହୁଏ ନାହି । ଲିଭର ଡୋନର କରିବା ପୂର୍ବରୁ ବ୍ୟକ୍ତି ଜଣକ ଯେମିତି ସୁସ୍ଥ ଥାନ୍ତି ଠିକ ସେମିତି ଦୋନେଟ ପରେ ସୁସ୍ଥ ରହିବେ ।
କେବଳ ଡୋନରଙ୍କ ପେଟ ଉପରେ କଟା ଦାଗ ରହିଯାଏ । ସବୁଠାରୁ ବଡ କଥା ହେଉଛି ଲିଭର ଟି ଦୁଇ ତିନି ମାସ ଭିତରେ ତାର ପୂର୍ବ ଅବସ୍ଥାକୁ ଫେରି ଆସେ । ତେବେ ଲିଭର ଦେବାରେ ଗୋଟେ ନିୟମ ହେଉଛି ସେ ରୋଗୀଙ୍କ ସମ୍ପର୍କୀୟ ହୋଇଥିବା ଜରୁରୀ । କାରଣ ପଛରେ ଡୋନର ରୋଗୀଙ୍କୁ ବାଧ୍ୟ କରାଯାଇ ଲିଭର ଦିଆଯାଉଛି ବୋଲି ଅଭିଯୋଗ କରିବେ ନାହି