ମନୋରଞ୍ଜନ

ଟଙ୍କା ପାଇଁ ରାଧିକା ଅନନ୍ତଙ୍କୁ ବିବାହ କରୁଛନ୍ତି ବୋଲି ଉଡୁଥିଲା ରାଧିକାଙ୍କ ମଜାକ, ଏହାର ଜବାବ ଦେଲେ Nita Ambani… ଦେଖନ୍ତୁ କଣ କହୁଛଣିତ

ନମସ୍କାର ବନ୍ଧୁଗଣ, ପଇସା କୁ ଥିଲେ ମଣିଷ ନିଜ ଲୋକଙ୍କୁ ବି ଭୁଲିଯାଏ ଏହା ଆପଣ ମାନେ ବି ଜାଣିଥିବେ । କିନ୍ତୁ ଆଜିର ଦୁନିଆରେ ଓ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁ ମାନେ ପଇସା ଅପେକ୍ଷା ନିଜ ଲୋକଙ୍କୁ ଅଧିକ ଗୁରୁତ୍ଵ ଦେଇଛନ୍ତି । ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ମୁକେଶ ଅମ୍ବାନୀ ଙ୍କ ପୂ ଅନନ୍ତ ଅମ୍ବାନୀ ଙ୍କ ଭାବି ସ୍ତ୍ରୀ ରାଧିକା ମରଚାଣ୍ଟ ।

ହଁ ଦର୍ଶକ ବନ୍ଧୁ ଏହି କଥା ଟି ଆପଣଙ୍କୁ ଚକିତ କରିପାରେ କିନ୍ତୁ ଏହା ସତ କଥା । ପଇସା ଥିଲେ ସବୁ କିଛି ସମଭାବ ଏମିତି କିଛି ସ୍ସିଆଲ ମିଡିଆରେ ରାଧିକା ଙ୍କୁ ଟ୍ରୋଲ କରୁଥିଲେ କିଛି ୟୁଜର୍ସ ମାନେ । କାରଣ କିଛି ଦିନ ପୂର୍ବ ରୁ ଅନନ୍ତ ଅମ୍ବାନୀ ଙ୍କ ସହ ରାଧିକା ମରଚାନ୍ଟ ଙ୍କର ଏନଗେଜମେଣ୍ଟ ହୋଇଥିଲା । ଦୁହେଁ ଦୁହିଙ୍କୁ ମୁଦି ପିନ୍ଧାଇ ଥିଲେ । ଯାହାର କିଛି ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ ହୋଇଥିଲା ।

ତେବେ କମେଣ୍ଟ ରେ କିଛି ଲୋକ ଅନନ୍ତ ଙ୍କ ମୋଟାପା କୁ ନେଇ ରାଧିକା ଙ୍କୁ ଟ୍ରୋଲ କରିଥିଲେ । ଏମିତିକି ଏହି ଦୁଇ ଜଣଙ୍କ ଯୋଡି କୁ ନେଇ କିଛି ମିମିକିରି ମଧ୍ୟ ସୋସିଆଲ ମିଡିଆରେ କରିବାର ନଜର ଆସିଥିଲା । ତେବେ ଅନନ୍ତ ଓ ରାଧିକା ଉଭୟ ପିଲା ଦିନର ବନ୍ଧୁ ହୋଇଥିବା ବେଳେ ଉଭୟ ରିଲେସନ ରେ ଥିଲେ ।

ଆଉ ଯେତେବେଳେ ଅନନ୍ତ ଅମ୍ବାନୀ ଙ୍କ ଓଜନ ବଢିବାରେ ଲାଗିଥିଲା ସେତେବେଳେ ତାଙ୍କ ସହ ରାଧିକା ଥିଲେ । କାରଣ ଅନନ୍ତ ଙ୍କ ମୋଟାପା ରାଧିକା ଙ୍କ ଉପରେ କିଛି ବି ଫରକ ପକାଇ ନ ଥିଲା । ଏହା ଛଡା ରାଧିକା ମରଚାଣ୍ଟ ଅନନ୍ତ ଆମ୍ବାନୀ ଙ୍କୁ ପଇସା ପାଇଁ ବିବାହ କରୁ ନାହାନ୍ତି କାରଣ ସେ ନିଜେ ମଧ୍ୟ କୋଟି କୋଟି ଟଙ୍କାର ମାଲିକିଆଣୀ ଅଟନ୍ତି ।

ରାଧିକା ମରଚାଣ୍ଟ ହେଉଛନ୍ତି ବିଜନେସ ମ୍ୟାନ ବିରେନ ମରଚାଣ୍ଟ ଓ ସାରା ମରଚାଣ୍ଟ ଙ୍କ ଝିଅ । ତେବେ ଏଠାରେ ରସ୍ନ ଉଠୁଛି ଯଦି ରାଧିକା ଓ ଅନନ୍ତ ଦୁହେଁ ଦୁହିଙ୍କୁ ନେଇ ଖୁସି ଅକନ୍ତି ଉଭୟଙ୍କର କିଛି ବି ସମସ୍ଯା ନାହି ତେବେ ତାଙ୍କର ବ୍ୟକ୍ତିଗତ ମାମଲାରେ ଅନ୍ୟ କେହି କମେଣ୍ଟ କରିବାର ଅଧିକାର କେଉଁଠୁ ଆସିଲା ?

ଅନନ୍ତ ଅମ୍ବାନୀ ଙ୍କ ଓଜନ ବୃଦ୍ଧି ର ମୁଖ୍ୟ କାରଣ ହେଉଛି ସେ ସିଭିୟର ଆଜମା ରୋଗରେ ପୀଡିତ ଅଛନ୍ତି । ଅନନ୍ତ 2016 ରେ ଓଜନ ହ୍ରାସ କରାଇ ଥିଲେ । କିନ୍ତୁ ପରେ ତାଙ୍କର ଓଜନ ପୁଣି ଥରେ ବଢି ଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button