ବନ୍ଧୁଗଣ ଦିନକୁ ଦିନ ଭାରତରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସବୁଠାରୁ ଅଧିକ ଜନସଂଖ୍ୟା ଥିବା ରାଷ୍ଟ୍ର ଚୀନ କୁ ପଛରେ ପକାଇ ଭାରତ ଅଧିକ ଜନସଂଖ୍ୟା ଥିବା ରାସ୍ତା ହେବାକୁ ଯାଉଛି । କିନ୍ତୁ ବିଶ୍ଵ ରେ ଏପରି ଏକ ରାଷ୍ଟ୍ର ରହିଛି ଯାହାକୁ ଦେଶର ସବୁଠାରୁ ଛୋଟ ରାଷ୍ଟ୍ର ବୋଲି କୁହାଯାଇଛି । ଏହି ଦେଶର ଜନସଂଖ୍ୟା ମାତ୍ର 27 ଜଣ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଦେଶର ନାମ କଣ, ଏହା କେଉଁଠି ରହିଛି ଓ ଏଠାରେ ଲୋକେ କେମିତି ଜୀବନଯାପନ କରନ୍ତି । by TaboolaSponsored Links You May Like Your Finger Shape Says a Lot About Your Personality, Read Now Tips and Tricks ବିଶ୍ଵ ର ସବୁଠାରୁ ଛୋଟ ରାଷ୍ଟ୍ର କୁହା ଯାଉଥିବା ଦେଶର ନାମ ହେଉଛି ସିଲ୍ୟାଣ୍ଡ ବା ଏହାକୁ ମାଇକ୍ରୋ ନେସନ କୁହା ଯାଇଥାଏ । ଏହି ଦେଶ ଇଂଲଣ୍ଡ ର ସଫଲ ବ୍ରିଜ ଠାରୁ 10 କିଣି ଦୂର ରେ ଅବସ୍ଥିତ ଅଟେ । ସବୁଠାରୁ ବଡ କଥା ହେଉଛି ଏହି ଦେଶ କୌଣସି ଟାପୁ ଉପରେ ଗଢି ଉଠି ନାହି । ସମୁଦ୍ର ମଝିରେ ମାତ୍ର 2ଟି ପିଲାର ଉପରେ ଏହି ଦେଶ ଛିଡା ହୋଇଛି । ତୃତୀୟ ବିଶ୍ଵଯୁଦ୍ଧ ସମୟରେ ବ୍ରିଟେନ ଏହି ଦେଶକୁ ଗଢିଥିଲା ଆଉ ପରେ ଏହି ସ୍ଥାନକୁ ଖାଲି କରି ଦେଇଥିଲା । ସେବେ ଠାରୁ ନେଇ ଏବେ ଯାଏଁ ଏହି ଦେଶ ଉପରେ ଅଲଗା ଅଲଗା ଲୋକଙ୍କର କବଜା ରହି ଆସିଛି । 13 ବର୍ଷ ପୂର୍ବେ ଅକ୍ଟୋବର 9 ତାରିଖ 2012 ମସିହାରେ ରୟ ବ୍ରେଟଶ ନାମ ଜଣେ ବ୍ୟକ୍ତି ନିଜକୁ ଏଠିକାର ପ୍ରିନ୍ସ ଭାବେ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ପରେ ମାଇକ୍ରୋ ନେସନ ଉପରେ ତାଙ୍କ ପୁଅ ମାଇକେଲ ର ଶାସନ ଚାଲି ଆସିଛି । ଏହି ଦେଶକୁ ସ୍ଵତନ୍ତ୍ର ଦେଶ ଭାବେ ମାନ୍ୟତା ମିଳି ନାହି । ଏବେ ବି ଏହି ଦେଶ ଅନ୍ୟ ଏକ ଦେଶର ଅଂସ ଭାବେ ଜଣା ଯାଉଛି । ଏହି ଦେଶର ଆକାର ମାତ୍ର 250 ମିଟର । ଆପଣ ଭାବୁଥିବେ ଏଠାରେ କେମିତି ପଇସା ଆସୁଛି ଆଉ ଏଠିକାର ଲୋକେ କେମିତି ବାସ କରନ୍ତି ଆସନ୍ତୁ ଜାଣିବା । ସି-ଲ୍ୟାଣ୍ଡ ବା ମାଇକ୍ରୋ ନେସନ ମାତ୍ର 50 ମିଟର ସ୍ଥାନରେ ଗଢି ଉଠିଛି । ତେଣୁ ଏଠିକାର ଲୋକଙ୍କର ଜୀବିକା ନିର୍ବାହ କରିବା ପାଇଁ କୌଣସି ସଂସାଧର ନାହି । ସୋସିଆଲ ମିଡିଆରେ ଏହି ଦେଶ ସମ୍ପର୍କିତ ଏହି ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ନଜରକୁ ଆସିଥିଲା ଏହି ଦେଶ । ସୋସିଆଲ ମିଡିଆରେ ଏହି ଦେଶ ବିଷୟରେ ସାମ୍ନା କୁ ଆସିବା ପରେ ଆପେ ଆପେ ଏହି ଦେଶକୁ ଫଣ୍ଡ ମିଳିବା ଆରମ୍ଭ ହୋଇଥିଲା । ଯାହା ଦ୍ଵାରା ସେଠାରେ ରହୁଥିବା ଲୋକଙ୍କ ସ୍ଥିତିରେ ସୁଧାର ଆସିଥିଲା । କେବଳ ଏତିକି ନୁହେଁ ଭିଡିଓ ଭାଇରାଲ ହେବା ପରେ ଅନ୍ୟ ଦେଶରୁ ପର୍ଯ୍ୟଟକ ମାନେ ଆସିବାକୁ ଲାଗିଲେ । ଏଠାକୁ ଦେଖିବାକୁ ଅନ୍ୟ ଦେଶରେ ଲୋକେ ଆସୁଥିବା ବେଳେ ଏଠାରେ ରୋଜଗାରର ପନ୍ଥା ବି ବୃଦ୍ଧି ପାଇଛି ।

ଯେଉଁ ମାନେ କହୁଥିଲେ ଅନୁଭବଙ୍କ ରାଜନୈତିକ କ୍ୟାରିୟର ଖତମ ସେମାନେ ଏ ଦୃଶ୍ୟକୁ ଟିକେ ଭଲକି ଦେଖି ନିଅନ୍ତୁ । ଯେଉଁ ମାନେ କହୁଥିଲେ ସାଂସଦ ଅନୁଭବ ମହାନ୍ତି ଆଉ ରାଜନୀତିରେ ତିଷ୍ଠି ପାରିବେ ନାହି ସେମାନେ ଏ ଦୃଶ୍ୟକୁ ଭଲରେ ଦେଖନ୍ତୁ । ଯେଉଁ ମାନେ କହୁଥିଲେ ପାରିବାରିକ ବିବାଦରେ ଛନ୍ଦି ହେବା ପରେ ଅନୁଭବ ପୁରା ଖତମ ହୋଇଗଲେ ସେମାନେ ଏ ଦୃଶ୍ୟକୁ ଭଲରେ ଦେଖନ୍ତୁ ।
ହଁ ଦର୍ଶକ ବନ୍ଧୁ ଏ ଦୃଶ୍ୟ ହେଉଛି ବଜେଟ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦ ମାନଙ୍କୁ ଗୁରୁ ମନ୍ତ୍ର ଦେଉଛନ୍ତି ଦଳର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏ କଥା ବି ନବୀନ ପଟ୍ଟନାୟକଙ୍କୁ ନେଇ ଜାଣନ୍ତି କି ସେ ଯାହାଙ୍କୁ ଭଲ ପାଆନ୍ତି ନାହି ତାଙ୍କୁ କେବେ ସାମ୍ନା କରନ୍ତି ନାହି କି ତାଙ୍କ ପାଇଁ ଦୁଆର ସବୁବେଳେ ବନ୍ଦ ହୋଇ ଯାଇଥାଏ ।
ଆଉ ଆଜି ଯେବେ ବଜେଟ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦ ମାନଙ୍କୁ ନବୀନ ଗୁରୁ ମନ୍ତ୍ର ଦେଉଛନ୍ତି ଠିକ ସେତିକି ବେଳେ ପ୍ରଥମ ଧାଡିର ଆଗରେ ବସିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏବେ ଏଥିରୁ ସ୍ପଷ୍ଟ ଭାବେ ବୁଝି ହେଉଛି କି ସନସଦ ଅନୁଭବ ମହାନ୍ତି କୁ ଏବେ ବି ଭଲ ପାଆନ୍ତି ଦଳର ସୁପ୍ରିମ ନବୀନ ପଟ୍ଟନାୟକ । କାରଣ ଦଳ କେତେବେଳେ କେଉଁ ଦାୟିତ୍ଵ ଦେବ ଅନୁଭବ ମହାନ୍ତିଙ୍କୁ ତାହା ଦଳ ନିସ୍ପତି ନେବ ।
ଆଉ ଦଳ ଯେଉଁ ନିସ୍ପତି ନେଇଛି ସେ କାର୍ଯ୍ୟ କରିଛନ୍ତି ଅନୁଭବ । ଦଳ ଯେଉଁଠି ଅନୁଭବ ଙ୍କୁ ଅନୁଭବ କରିଛି ଠିକ ସେତିକି ବେଳେ ଅନୁଭବ ମହାନ୍ତି ସେଠାରେ ଅଛନ୍ତି । ଆଉ ଯେବେ ଷ୍ଟାର ପ୍ରଚାର ତାଲିକାରୁ ନାମ ବାଦ ପଡିଲା ଆଉ ଯେବେ ଅନୁଭବ ପାରିବାରିକ ମାମଲାରେ ଛନ୍ଦି ହୋଇପଡିଲେ ବିରୋଧୀ ତ ଅନେକ କଥା କହିଲେ । କିନ୍ତୁ ସତ କଣ ଦୃଶ୍ୟରୂ ଜଣା ହେଉଛି ।
ଆଜିର ଓଡିଶାର ସ୍ଵାର୍ଥ ପାଇଁ ଦଳୀୟ ସାଂସଦ ମାନଙ୍କୁ ନବୀନ ଦେଉଛନ୍ତି ଗୁରୁ ମନ୍ତ୍ର । ଆଉ ଉଶ୍ଚାର୍ଗୀକୃତ ଲୋକ ସେବା କଲ୍ୟାଣ ପାଇଁ ଦେଉଛନ୍ତି ଆହ୍ଵାନ । ଆଉ ମିଥ୍ୟା ଅପପ୍ରଚାରକାରୀଙ୍କୁ ମୁହଁ ତୋଡ ଜବାବ ଦେବା ପାଇଁ ଦେଉଛନ୍ତି ସାଶ ନବୀନ ପଟ୍ଟନାୟକ । ଏଣିକି ଦିଲ୍ଲୀ ଦରବାରରେ ଦାବି ନୁହେଁ ଶାଣିତ ହେବ ରାଜ୍ୟର ଅଧିକାରର ଲଢେଇ । ଏଥିପାଇଁ ଦଳୀୟ ସାଂସଦ ମାନଙ୍କୁ ଇବାନ ଦେଉଛନ୍ତି ଗୁରୁ ମନ୍ତ୍ର ।
ସାଢେ 4 କୋଟି ଓଡିଆ ଙ୍କ ଦାବି ପୂରଣ ନ ହେବା ଯାଏଁ ବିଜୁ ଜନତା ଦଳ ସଂଗ୍ରାମ ଜାରି ରଖିବ । ସାଧାରଣ ଲୋକଙ୍କ ସହ ଜଡିତ ପ୍ରତେକ ସମସ୍ୟାର ସମାଧାନ କରିବା ଲାଗି ବିଜେଡି ସାଂସଦ ମାନେ ଏବେ ଲଢେଇ କରିବେ । ନିଜ ଅଧିକାର ପାଇଁ ସ୍ଵରକୁ ଆହୁରି ଶାଣିତ କରିବା ପାଇଁ ନବୀନ ଦେଇଛନ୍ତି ଗୁରୁ ମନ୍ତ୍ର ।
ଆଉ ଯେଉଁଠି ଉପସ୍ଥିତ ଅଛନ୍ତି କେନ୍ଦ୍ରାପଡା ସନସର ତଥା ସୁପର ଷ୍ଟାର ଅନୁଭବ ମହାନ୍ତି । ଅନୁଭବଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ ବନ୍ଦ ହୋଇଯାଇଛି ।