ଭୁଲ ରେ ବି କେବେ ବିଛା ମାରନ୍ତୁ ନାହିଁ, ନଚେତ ବଂଶ ବୁଡିଯିବ… ଏହା ସହ ଆହୁରି କିଛି ବଛା ବଛା ଆଜିର ଅନୁଚିନ୍ତା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜୀବନକୁ ସରଳ ସରସ ସୁନ୍ଦର କରିବା ପାଇଁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କର ନୀତିଦିନିଆ ଜୀବନରେ କାମରେ ଆସିବ । ୧- ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପରେ ନିହାତି ସ୍ନାନ କରିବ ଉଚିତ । ପରାଗ ବା ଗ୍ରହଣ ଲାଗିଥିବା ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ । ଖାଦ୍ୟ ଖାଇବା ସଂପୂର୍ଣ୍ଣ ନିଷେଧ ।
୨- ଯଦି କୌଣସି କାରଣରୁ ଶନି ଆପଣଙ୍କ ପ୍ରତି କ୍ଷତିକାରକ ମନେ କରୁଥାନ୍ତି ମାନେ ରଖନ୍ତୁ ବାଦୀ ଅଁଳା ଚେର ନିଜ ପାଖରେ ରଖିବା ସହ କଳା ଘୋଡାର ନାଲ ଆଙ୍ଗୁଳିରେ ମୁଦି କରି ପିନ୍ଧାନ୍ତୁ, କାଉକୁ ଖାଇବାକୁ ଦିଅନ୍ତୁ ଓ ଶନିଙ୍କ ସନିଶ୍ଚରାୟ ମନ୍ତ୍ର ଜପ କରନ୍ତୁ ।
୩- ଆଜିକାଲି ଅନେକ ଲୋକ ମେଦ ବହୁଳତାର ଶିକାର ହେଉଛନ୍ତି । ଏହାର ପ୍ରତିକାର ପାଇଁ ରାତିରେ ଶୋଇବା ପୂର୍ବରୁ ଜୀରା ନେଇ ଗୋଟେ ଗ୍ଳାସ ପାଣିରେ ପକାଇ ରଖନ୍ତୁ । ସକାଳୁ ଜୀରା ଛାଣି ଗୋଟେ ମାସ ଯାଏଁ ଏହାର ସେବନ କରନ୍ତୁ ।
୪- ଲୋକମାନେ ଅଧିକାଂଶ ଲୋକ ଖାଇବା ପରେ ହାତ ଚାଟନ୍ତି । କିନ୍ତୁ ଆଗ ପଟ ହାତ ଚାଟିବେ କିନ୍ତୁ କେବେ ବି ପଛ ପଟ ହାତ ଚାଟିବେ ନାହି । ନଖ କାଟିବା ସମୟରେ ଘରେ କାଟିବେ ନାହି ବାହାରେ କାଟିବା ଉଚିତ ।
୫- ବାପା-ମା ଙ୍କ ଆଗରେ କେବେ ମିଛ କୁହନ୍ତି ନାହି । ଯଦି ଜରୁରୀ କଥା ଥାଏ ତେବେ ସତ ଦୁଇ ପକ୍ଷରେ କୁହନ୍ତୁ ନାହି । କାରଣ ନାରିଙ୍କ ପେଟରେ କଥା ରୁହେ ନାହି ।
୬- ଘରେ ବର୍ଷା ଦିନରେ ବସିବା ବେଳେ ବିଛା ଦେଖିଥିବେ । ମନେ ରଖିବେ ବିଛା କେବେ ମାରିବେ ନାହି । କାରଣ ବିଛା ତା ବାପା-ମା ଙ୍କର ଗୋଟେ ସନ୍ତାନ ହୁଏ । ବିଛା ମାରିଲେ ବଂଶ ବୁଡିଯାଏ । ଯାତ୍ରା କରିବା ସମୟରେ ବିଛା ବାହାରିଲେ ଶୁଭ ହୁଏ । ଘରେ ବିଛା ଦେଖିଲେ ୮ ଦିନ ଭିତରେ ଇଚ୍ଛା ପୂରଣ ହୋଇଥାଏ ହେବାକୁ ଯାଉଛି ।
୭- ଯୌବନ କେବେ ଚିର ନୁହେଁ ଏହା ସତ । କିନ୍ତୁ ଯୌବନକୁ ଅଧିକ ରଖିବା ପାଇଁ ପ୍ରତେକ ଦିନ ଗାଜର, ଯେତେ ପ୍ରକାରର କୋଳି, ପ୍ରତେକ ଦିନ ହଳଦୀ ପାଣି ସେବନ କରନ୍ତୁ । ଯୌବନ ୪୦ ବର୍ଷରେ ସଋ ଯାଉଥିଲେ ୧୦ ବର୍ଷ ବଢିଯିବ ।
୮- ସକାଳୁ ଉଠିବା ପରେ କେବେ ବି ନିଜ ମୁହଁ ଆଇନାରେ ଦେଖିବା ଉଚିତ ନୁହେଁ। ନିଜର ଛାଇକୁ କେବେ ଚାହିଁବେ ନାହି । ପ୍ରଥମେ ଠାକୁରଙ୍କ ଦର୍ଶନ କରି ନିଜ ମୁହଁ ଦେଖନ୍ତୁ ।
୯- ଯେତେ ଶ୍ଵାସ ରୋଗୀ ଅଛନ୍ତି କିଛି ଲେମ୍ବୁ ଆଣି ଏହାର ରସ କାଚ ଜାର ରେ ଭର୍ତ୍ତି କରନ୍ତୁ ଯେମିତି ଅଧ ଜାର ରେ ହେବ । ଗୋଟେ ଦେଶୀ କୁକୁଡା ଅଣ୍ଡା ଆଣି ଲେମ୍ବୁ ରସରେ ବୁଡାଇବେ । ୧୫ ଦିନ ଏହାକୁ ଛାଡି ଦେବା ପରେ ପ୍ରତେକ ଦିନ ସେଥିରୁ ୧୫ ଦିନ ଯାଏଁ ଏକ ଚାମଚ ଲେଖାଏଁ ଖାଆନ୍ତୁ ।