ଓଡିଶା

ଓଡିଆ ଜୋକ୍ସ: ସାନ୍ତା ଡାକ୍ତରକୁ- ଯେତେବେଳେ ମୁଁ ନିଜ ସ୍ତ୍ରୀ କୁ Kiss କରୁଛି ତ ବହୁତ ଗନ୍ଧ ଛାଡୁଛି,ଡାକ୍ତର-କିନ୍ତୁ ଯେତେବେଳେ ମୁଁ କରିଥିଲି ତ

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଜୋକ୍ସକୁ ପଢି ନିଜେ ହସନ୍ତୁ ଓ ଏହାକୁ ନିଜ ପରିବାରକୁ ଶୁଣାଇ ସେମାନଙ୍କୁ ମଧ୍ୟ ହସାନ୍ତୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ବିଷୟରେ ।

୧ ଦିନେ ସ୍ତ୍ରୀ ନିଜ ଆଙ୍ଗୁଳି ଦ୍ଵାରା ଇସାରା ଦେଇ ସ୍ଵାମୀକୁ ଡାକିଲା

ସ୍ଵାମୀ- କଣ ହେଲା କୁହ ?

ସ୍ତ୍ରୀ- ନାଇ ମ… ମୁ କେବଳ ମୋ ଆଙ୍ଗୁଳିର ପାୱାରକୁ ଚେକ୍ କରୁଥିଲି ।

୨. କବିତା ଭାଉଜ ସବୁଦିନ ଯୋଗ କରିବା ପରେ ନିଜ ଓଜନ ମାପନ୍ତି ।

ସବୁବେଳେ ତାଙ୍କ ଓଜନ ୬୮ କିଲୋ ରହିଥାଏ,ହେଲେ ଆଜି ସେ ଚଷମା ପିନ୍ଧି ନିଜ ଓଜନ ମାପି ଦେଖିଲେ ୮୮ କିଲୋ ବଢିଯାଇଛି ।

ଏହା ଦେଖି କବିତା ଭାଉଜ କହିଲେ- ହେ ପ୍ରଭୁ ଚଷମାର ଓଜନ ୨୦ କିଲୋ ।

୩. ଦିନେ ଧୂତରାଷ୍ଟ୍ର ଗାନ୍ଧାରୀଙ୍କ ସହ କଥା ହେଉଥିଲେ

ଧୂତରାଷ୍ଟ୍ର- ମୁ ବହୁତ ଖୁସି ଅଛି ପ୍ରିଏ, ତମେ ମତେ ୧୦୦ଟି ପୁତ୍ର ଦେଲ ।

ଗାନ୍ଧାରୀ- ଏହା ସମ୍ଭବ ନଥିଲା ସ୍ଵାମୀ ଯଦି ଆପଣ ଅନ୍ଧ ନହୋଇ ଥାନ୍ତେ ।

ଧୂତରାଷ୍ଟ୍ର- କଣ ହେଲା ? ତା ହେଲେ କଣ ଏମାନେ ମୋର ପୁତ୍ର ନୁହନ୍ତି, ତା ହେଲେ କାହାର ?

ଗାନ୍ଧାରୀ- କେଜାଣି ? ମୁ ବି ତ ଆଖିରେ ପଟି ବାନ୍ଧିଛି ।

୪. ପ୍ରେମୀ- କଣ ତମେ ଜାଣିଛ ସଙ୍ଗୀତରେ ଏତେ ଶକ୍ତି ଥାଏ ଯାହା ଦ୍ଵାରା ପାଣିକୁ ମଧ୍ୟ ଗରମ କରିହୁଏ ।

ପ୍ରେମିକା- ହଁ ଜାଣିଛି, ଯଦି ତମ ଗୀତ ଶୁଣି ମୋର ରକ୍ତ ଗରମ ହେଇଯାଉଛି ତା ହେଲେ ପାଣି କାହିଁକି ହେବ ନାହିଁ ।

୫. ସାନ୍ତା- ଭାଇ ତୁ ଜୁଆ ଖେଳିବା ଛାଡିଦେ ।

ବାନ୍ତା- କାହିଁକି ତୋ ବୋପା ପଇସାରେ ଖେଳୁଛି କି ମୁ ?

ସାନ୍ତା- ଭାଇ ଏହା ଖରାପ ଅଭ୍ଯାସ ଅଟେ… ଏଥିରେ ତୁ ଆଜି ଜିତିବୁ ତ କାଲି ହାରିବୁ, ପୁଣି ପରଦିନ ଜିତିବୁ ପୁଣି ତା ପରଦିନ ହାରିବୁ ।

ବାନ୍ତା- ମୁ ବୁଝିଗଲି ଭାଇ ତା ହେଲେ ଏବେଠାରୁ ମୁ ଗୋଟେ ଦିନ ଛାଡି ଖେଳି ଜିତିବି ।

୬. ଶିକ୍ଷକ- ପିଲାମାନେ ଯଦି ସଚା ମନରେ ତମେ ଭଗବାନଙ୍କୁ ପ୍ରାର୍ଥନା କରିବ ତା ହେଲେ ତମେ ନିଶ୍ଚୟ ସଫଳ ହେବ ।

ଛାତ୍ର- ନାହିଁ ସାର ଯଦି  ଏମିତି ହୋଇଥାନ୍ତା ତା ହେଲେ ଆପଣ ବର୍ତ୍ତମାନ ମୋର ଶଶୁର ହୋଇଥାନ୍ତେ ।

୭. ଦିନେ ସ୍ଵାମୀ ନିଜ ସ୍ତ୍ରୀ ସହ ଏକ ସୁନ୍ଦର ବଗିଚାରେ ବୁଲୁ ଥିଲା, ସେହି ସମୟରେ ଏକ ଦୁଷ୍ଟ ପିଲା ଆସି ପହଞ୍ଚିଲା

ପିଲାଟି- ଅଙ୍କଲ ଆପଣ କାଲି ଯେଉଁ ଆଣ୍ଟିଙ୍କ ସହ ଏଠି ବୁଲୁଥିଲେ ସେ ଏହି ଆଣ୍ଟିଙ୍କ ଠାରୁ ଅଧିକ ସୁନ୍ଦର ଥିଲେ

ଏହା ପର ଠାରୁ ଚାରିଦିନ ହେବ ଖାଲି ପେଟରେ ସ୍ଵାମୀ ସେହି ବଗିଚାରେ ବୁଲୁଥିବା ପିଲାକୁ ପ୍ରାଣ ବିକଳରେ ଖୋଜି ବୁଲୁଛି

୮. ସାନ୍ତା ଡାକ୍ତରକୁ- ଯେତେବେଳେ ମୁଁ ନିଜ ସ୍ତ୍ରୀ କୁ Kiss କରୁଛି ତ ବହୁତ ଗନ୍ଧ ଛାଡୁଛି

ଡାକ୍ତର- ନା, ଏମିତି ତ ନୁହେଁ

ସାନ୍ତା- ସ୍ତ୍ରୀ ମୋର, ମତେ ଜଣା ଅଛି ଗନ୍ଧ ଛାଡୁଛି…

ଡାକ୍ତର- କିନ୍ତୁ ଯେତେବେଳେ ମୁଁ କରିଥିଲି ତ

ଲିପଷ୍ଟିକ ର ବାସ୍ନା ଆସୁଥିଲା…!!!

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button