କ୍ରାଇମ

ଶିକ୍ଷୟତ୍ରୀ ସାଜି ଚଲାଉଥିଲେ deha ବେପାର, ମାଡି ବସିଲା ପୋଲିସ, ଆଉ ତା’ପରେ ଯାହା ହେଲା ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପାଠ ପଢାଇବାକୁ କହି ସଜାଇଦେଲେ dehaଜୀବୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ଗତ ସେପ୍ଟେମ୍ବର 15 ତାରିଖରେ ମୟୂରଭଞ୍ଜ ଜିଲ୍ଲା ବେତନଦୀ ଅଞ୍ଚଳର ଜଣେ ଯୁବତୀ ବାରିପଦା ଷ୍ଟେସନରେ ତାଙ୍କର କେତେକ ସାଙ୍ଗ ଙ୍କ ସହିତ କଥା ହୋଇଥିଲେ, ହଠାତ ଚୁମୁକି ନାମକ ଜଣେ ମହିଳା ଆସି ସେଠାରେ ପହଞ୍ଚିଥିଲେ । ଯୁବତୀ ଙ୍କ ସାଙ୍ଗମାନେ ଗଲାପରେ ଚୁମୁକି ଯୁବତୀଙ୍କ ସହିତ କଥାବାର୍ତ୍ତା କରିଥିଲେ ।

କାରଣ ଯୁବତୀ ଜଣକ ପାଠ ପଢିବାକୁ ଚାହୁଁଥିବା ବେଳେ ଘର ଲୋକେ ବିରୋଧ କରୁଥିଲେ ଏହାର ଫାଇଦା ଉଠାଇ ମହିଳା ଜଣକ ତାଙ୍କୁ ଭୁବନେଶ୍ୱରରେ ପାଠ ପଢାଇବା କହି ଯୁବତୀଙ୍କୁ ବିଶ୍ଵାସ ଦେଇଥିଲେ । ଏହାପରେ ଚୁମୁକି ଶରତ ନାମକ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ସହଯୋଗରେ ଯୁବତୀଙ୍କୁ ବାଲୁଗାଁ ନେଇ ପୁନ୍ନର୍ବାର ଚୁମୁକି ବାଲେଶ୍ଵର ଫେରି ଆସିଥିଲେ । ପରେ ଶରତ ବାଲୁ ଗାଁ ରୁ ଯୁବତୀ ଙ୍କୁ ବାଣପୁରା ନେଇ ଟୁନା ଦାସ ଙ୍କ ଘରେ ଛାଡିଥିଲେ ।

ସେଠାରେ ତାଙ୍କୁ ଧମକ ଚମକ ଦେଖାଇ deha ବ୍ୟାପାର କରିବାକୁ ବାଧ୍ୟ କରିଥିଲେ । ପ୍ରଥମ ଦିନ ଜଣେ ଗ୍ରାହକ ଆସି ଯୁବତୀ ଙ୍କୁ ଦୁ-ଷ୍କ-ର୍ମ କରିଥିଲା । ଯୁବତୀ ଜଣଙ୍କ ଅକ୍ଟୋବର ମାସରେ କୌଶଳ କ୍ରମେ ସେଠାରୁ ଖସି ଆସି ବାଲୁଗାଁ ଷ୍ଟେସନ ଏବଂ ସେଠାରୁ ଟ୍ରେନରେ ବାଲେଶ୍ଵର ପଳାଇ ଆସିଥିଲେ । ପରେ ବାଲେଶ୍ଵରରୁ ବାରିପଦା ଆସିବା ସମୟରେ ସହଦେବ ଖୁଣ୍ଟା ପୋଲିସ ତାଙ୍କୁ ଉଦ୍ଧାର କରିଥିଲା ।

ଘଟଣା ସମ୍ପର୍କରେ ଜାଣିବା ପରେ ବାଲେଶ୍ଵର ପୋଲିସ ସେତେ ଗୁରୁତ୍ଵ ଦେଇନଥିଲା । ମୟୁରଭଞ୍ଜ ଏସ୍ପି ଋଷିକେଶ ଙ୍କ ନିର୍ଦ୍ଧେଶ ପରେ ବାରିପଦା ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲା ଯୁବତୀ ଉଦ୍ଧାର ହେବାର ଦୁଇମାସ ପରେ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ଏକ ଟିମ ବାଣପୁର ଯାଇ ଟୁନା ଦାସ ଏବଂ ତାଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ଦାସ ଙ୍କୁ ଗିରଫ କରିଛି ।

ଗିରଫ ହୋଇଥିବା ଅଭିଯୁକ୍ତ ଜଣେ ହାଇ ସ୍କୁଲ ଶିକ୍ଷକ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ ନିଜ ଭାଇ ଙ୍କ ସହଯୋଗରେ ବହୁ ବର୍ଷ ପୂର୍ବରୁ deha ବ୍ୟାପାର ଚଳାଇ ଆସୁଥିଲେ, ସେପଟେ ଡ୍ରାଇଭର ସହ ଗିରଫ ହୋଇ ବାଲେଶ୍ଵର ଜେଲ ରେ ଥିବାବେଳେ ଅଧିକ ତଦନ୍ତ ପାଇଁ ବାରିପଦା ପୋଲିସ ତାଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି । ଅନ୍ୟ ପଟରେ ମଧ୍ୟସ୍ଥି ଚୁମୁକିକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ପିଲାଙ୍କ ଭବିଷ୍ୟତ ଗଢିବା ଦାଇତ୍ଵ ଶିକ୍ଷକ ତଥା ଶିକ୍ଷୟତ୍ରୀ ମାନଙ୍କର, ଯାହା ଉପରେ ଭାରୋଷା କରି ଅଭିଭାବକ ମାନେ ପିଲା ମାନଙ୍କୁ ସ୍କୁଲ କୁ ଛାଡୁଛନ୍ତି । ମାତ୍ର ଯଦି ଶିକ୍ଷୟତ୍ରୀ ପିଲାଙ୍କ ସହିତ ଖେଳିବେ ତେବେ କାହା ଉପରେ ଭରୋଷା କରିବେ ଛାତ୍ରଛାତ୍ରୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button