କ୍ରାଇମ

‘ଭଉଣୀ ବାହାଘରକୁ ଡାକି ସେଇ ବେଦୀରେ ମୋତେ ବାହା ହେଲା, ମୋ ସହ ଶୋଇଲା ପରେ ମତେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଘଟଣା ଟି ହେଉଛି ଯେ ବଡ ଭଉଣୀ ବାହାଘରକୁ ଅତିଥି ଭାବରେ ଡାକି ସାନ ଭଉଣୀ ବିବାହ କରିଲେ ଯୁବକଙ୍କୁ । ବର୍ତ୍ତମାନ ବିବାହର ୬ ମାସ ପରେ ଛାଡପତ୍ର ମାଗୁଛନ୍ତି ମହିଳା । ହାଇଦ୍ରାବାଦରେ କମରଦା ଜଳଦା ଅଞ୍ଚଳର ମିଥୁନ ରାଉତ ନାମକ ଯୁବକ ହୋଟେଲ କରି ନିଜର ବ୍ୟବସାୟ ଚଳାଇ ଆସୁଥିଲେ ।

ତେବେ ୨୦୨୦ ରେ ଭଦ୍ରକ ଅଞ୍ଚଳର ନଳାଙ୍ଗ ଗ୍ରାମର ଯୁବତୀ ପ୍ରମିଳା ସାହୁ ଘରୁ ପଳାଇ ଯାଇ ହାଇଦ୍ରାବାଦ ହୋଟେଲରେ ସେହି ଯୁବକ ଙ୍କ ପାଖରେ ପହଁଞ୍ଚିଥିଲେ ଏବଂ ତାଙ୍କୁ କାମରେ ଲଗାଇବା ପାଇଁ ଅନୁରୋଧ କରିଥିଲେ । ଏହାପରେ ମିଥୁନ ଏହି ବାବଦରେ ଯୁବତୀ ଙ୍କ ପରିବାର ସହିତ କଥାବାର୍ତ୍ତା ହୋଇ କାମରେ ରଖିଥିଲେ । ପ୍ରାୟ ଦୁଇ ବର୍ଷ କାମ କରି ମିଥୁନ ଙ୍କ ବିଶ୍ଵାସ ଭାଜନ ହୋଇପାରିଥିଲେ ଯୁବତୀ ।

ଦିନେ ହଠାତ ପ୍ରମିଳା ଙ୍କ ବଡ ଭଉଣୀଙ୍କ ବାହାଘର ପାଇଁ ପାଞ୍ଚ ଲକ୍ଷ ଟଙ୍କା ଦରକାର ନେଇ ତାଙ୍କ ପରିବାର ମିଥୁନ ଙ୍କ ସହିତ କଥା ହୋଇଥିଲେ । ପ୍ରମିଳା କାମ କରି ସମସ୍ତ ପଇସା ସୁଝିଦେବେ ବୋଲି ଏକ ଏଗ୍ରୀମେଣ୍ଟ ମଧ୍ୟ ହୋଇଥିଲା । ଏହାପରେ ମିଥୁନ ଏଗ୍ରୀମେଣ୍ଟ ମୁତାବକ ୫ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ମିଥୁନ ଙ୍କୁ ବଡ ଭଉଣୀ ଙ୍କ ବାହାଘରକୁ ଆମନ୍ତ୍ରଣ ମଧ୍ୟ କରିଥିଲେ ।

ବିବାହ ଦିନ ଭଦ୍ରକରେ ପହଞ୍ଚିଥିଲେ ମିଥୁନ ସେଠାରେ ପହଞ୍ଚିଲା ବେଳକୁ ବଡ ଭଉଣୀ ସହିତ ସାନ ଭଉଣୀ ବିବାହ ବେସରେ ମଧ୍ୟ ବସିଥିଲେ । ସେଠାରେ ମିଥୁନ ଙ୍କୁ ଜବରଦସ୍ତ ବିବାହ କରିଥିଲେ ପ୍ରମିଳା । ଏହା ସହିତ କୋର୍ଟ ପେପରରେ ଦସ୍ତଖତ ମଧ୍ୟ କରିଥିଲେ । ବିବାହ ସରିବା ପରେ ଉଭୟ ମିଥୁନ ଏବଂ ପ୍ରମିଳା ହାଇଦ୍ରାବାଦରେ ରହୁଥିଲେ,

ମାତ୍ର କିଛି ଦିନ ବିତିଲାପରେ ମହିଳା ଜଣଙ୍କ ହାଇଦ୍ରାବାଦ ରୁ ଭଦ୍ରକ ପଳାଇ ଆସି ପାଞ୍ଚଲକ୍ଷ ଦେବେନାହିଁ ବୋଲି ମନା କରିବା ସହିତ ଅଧିକ ଅର୍ଥ ଦେଇ ଛାଡପତ୍ର ଦେବାକୁ ଫୋନ ମାଧ୍ୟମରେ ମିଥୁନ ଙ୍କୁ କହିଥିଲେ । ମିଥୁନ ରାଜି ନ ହେବାରୁ ପ୍ରମିଳା ଉଭୟଙ୍କର ଗୁପ୍ତ ଭି-ଡି-ଓ ଭା-ଇ-ରା-ଲ କରି ବ୍ଲାକମେଲିଂ କରିଛନ୍ତି ମିଥୁନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button