କ୍ରାଇମ

କନ୍ଧମାଳରେ ୯ ବର୍ଷର ନାବାଳିକାକୁ ଦୁଷ୍ମର୍ମ ପରେ ହତ୍ଯା

ଜଣେ ନଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ତାକୁ ଏକ ନାଳରେ ଫୋପାଡି ଦିଆଯାଇଥିବା କୁହାଯାଇଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଂଚଳରେ ଏହି ଘଟଣା ଘଟିଛି ।ଗତକାଲି ଅପରାହ୍ନରେ ଶିଶୁଟି ନିଖୋଜ ଥିଲା । ସଂଧ୍ୟାରେ ମିଳିଥିଲା ନାବାଳିକାର ମୃତ ଦେହ । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button