କ୍ରାଇମ

ବାଲେଶ୍ୱର ପରିଖିରେ ଆଲ୍ଲାହାବାଦ ବ୍ୟାଙ୍କ ଲୁଟିଲେ ଲୁଟେରା

ବ୍ୟାଙ୍କ ଲୁଟ୍। ସଦର ଥାନା ପରିଖିରେ ଥିବା ଆଲ୍ଲାହାବାଦ ବ୍ୟାଙ୍କରୁ ଲୁଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗ୍ୟାସ କଟରରେ ସଟର କାଟି ଲୁଟ କରିଛନ୍ତି ଲୁଟେରା। ଆଜି ସକାଳୁ ଖବର ପାଇ ପୋଲିସ ଓ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ କେତେ ପରିମାଣର ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନାହିଁ। ବ୍ୟାଙ୍କ ଲୁଟ ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଲୁଟେରାଙ୍କୁ ଖୁବ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button