କ୍ରାଇମ

ସୋର: ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା ଉଦ୍ୟମ ଘଟଣା, ସ୍ବାମୀକୁ ଗିରଫ କଲା ପୋଲିସ।

କିଛିଦିନ ତଳେ ସୋର ମ୍ୟୁନିସିପାଲଟି ପାର ମହଲାରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ। ସ୍ତ୍ରୀ ବେବି ଖାତୁନକୁ ମାରିସାରିବା ପରେ ସ୍ବାମୀ ସେକ ମଣ୍ଟୁ ନିଜ ବେକ କାଟିଥିଲା।  ସେକ୍ ମଣ୍ଟୁକୁ ଗରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲା ସୋର ପୋଲିସ। ଏହି ହତ୍ୟାକାଣ୍ଡ ପାରିବାରିକ କଳହକୁ କେନ୍ଦ୍ର କରି ହୋଇଥିବା ଜଣା ପଡିଥିଲା। ଏବେ ସେକ ମାଣ୍ଟୁ ସୁସ୍ଥ ହେବା ପରେ ପୋଲିସ ତାକୁ ଗିରଫ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button