ଓଡିଶା

ସାମ୍ବାଦିକ ପ୍ରତାପ ପୃଷ୍ଟିଙ୍କ ଚିଠି ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର : ବେଆଇନ ବାଲିଘାଟ ଗଣ୍ଡରେ ବୁଡି ଜଣେ ୩ବର୍ଷୀୟଶି ଶୁପୁତ୍ର ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବାଟ ଘଣାକୁ ନେଇ ସାମ୍ବାଦିକ ପ୍ରତାପ ପୃଷ୍ଟି ଲେଖିଥିବା ଚିଠିର ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି ।

ରାଜ୍ୟ ଇସ୍ପାତ ଓ ଖଣି ଉପଶାସନ ସଚିବ ରାଜେଶକୁ ମାର ନାୟକ ଚିଠି ନଂ-୧୨୨୯୯ରେ ୬ନଂ ୱାର୍ଡର ସୁନୀଲ ଦାସଙ୍କ ଏକମାତ୍ର ୩ବର୍ଷୀୟ ଶିଶୁପୁତ୍ର ମାନସ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀର ବେଆଇନ ବାଲିଘାଟ ଗଣ୍ଡରେ ବୁଡି ମୃତ୍ୟୁ ବରଣ କରିଥିଲା।

ସମ୍ବେଦନଶୀଳ ଘଟଣାକୁ ନେଇ ସାମ୍ବାଦିକ କର୍ମୀ ପ୍ରତାପ ପୃଷ୍ଟି ବ୍ରାହ୍ମଣୀ ନଦୀରେ ବେଆଇନ ଭାବେ ଚାଲିଥିବା ଉକ୍ତ ବାଲିଘାଟକୁ ବନ୍ଦ କରିବା,ଶିଶୁପୁତ୍ର ମୃତ୍ୟୁ ଘଟଣା।

ବାଲିଘାଟ ମାଫିଆଙ୍କ ପ୍ରତି ଲଘୁ ଖଣିଜ ପଦାର୍ଥ ନିର୍ଦ୍ଦେଶକ ଓ ଯାଜପୁର ଜିଲ୍ଲାପାଳଙ୍କୁ ଉକ୍ତ ଘଟଣାର ତୁରନ୍ତ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥ‌ିବା ଜଣାପଡିଛି ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button