ମନୋରଞ୍ଜନ

Madhumita Ratha କହିଲେ “ସେ ଲେଡି ପୁରା ନେ-କେଡ଼ ହେଇ ଠିଆ ହେଇ ଯାଇଥିଲା ..ଏଠି ଗରିବ ମାଈପ ସମସ୍ତଙ୍କର ଶାଳୀ, ମଉକା ମିଳିଲା ମାତ୍ରେ..’

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଜଗତରେ ଅଶ-ଳିଳ ନୃତ୍ୟ କୁ ନେଇ କିଛି ଏଭଳି କହିଛନ୍ତି ସମାଜସେବୀ ‘ମଧୁରିମା ରଥ’ । ସେ କହିଛନ୍ତି ଯେ ବର୍ତ୍ତମାନ ଯେଉଁସବୁ ଡ୍ୟାନ୍ସ ଚାଲିଛି ମଡନ ଡ୍ୟାନ୍ସ ତାହା ସମୁଦାୟ ୪ ରୁ ୫ ବର୍ଷ ହେବ ଚାଲିଛି । ଆଗରୁ ଅପେରାରେ ଯାତ୍ରାପାଟିରେ ଏହିସବୁ ଡ୍ୟାନ୍ସ ହେଉନଥିଲା, ସେତେବେଳେ କମେଡି ହେଉଥିଲା ଏବଂ ଗୃପ ଡ୍ୟାନ୍ସ ହେଉଥିଲା । ମାତ୍ର ଇଣ୍ଡିଭିଜୁଆଲ ଏହି ପ୍ରକାରର ଡ୍ୟାନ୍ସ ଗୁଡିକ ଆଦୌ ହେଉନଥିଲା ।

ବର୍ତ୍ତମାନ ପ୍ରଯୋଜକ ଏବଂ ଡାଇରେକ୍ଟର ମାନେ ଯାହା କରୁଛନ୍ତି ତାଙ୍କୁ ଆଣି ଯେଉଁ ଗେଟଅପ ଦେଉଛନ୍ତି ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ସେ ଯେଉଁ ଗେଟଅପରେ ନାଚୁଛନ୍ତି ତାହା ଯୁବପିଢି ଙ୍କୁ ଆକର୍ଷିତ କରିବା ନିମନ୍ତେ ଏହି ଡ୍ୟାନ୍ସର ମାନଙ୍କୁ ମଗାଉଛନ୍ତି ବର୍ତ୍ତମାନ ୮୦ ପ୍ରତିଶତ ଲୋକେ ଅପେରା ଦେଖିବାକୁ ଯାଉଛନ୍ତି, ଛୋଟ ଛୁଆ ଏବଂ ବୟସ୍କ ବ୍ୟକ୍ତି ମାନେ ମଧ୍ୟ ଯାଉଛନ୍ତି ।

ତେବେ ଯେଉଁ ମହିଳା ଚପଲ ଫୋପାଡିଥିଲେ, ସେ କହିଲେ ଯେ ସେ କେବେ ଏଭଳି ଡ୍ୟାନ୍ସ ଦେଖିନଥିଲେ ଏବଂ ତାଙ୍କ ସହିତ ତାଙ୍କ ଛୁଆ ଥିଲେ । ଏଣୁ ଏହି ଅଶ-ଳିଳ ଡ୍ୟାନ୍ସ ଦେଖିଲା ପରେ ସେ ଏକ ପ୍ରତିକ୍ରିୟା ଦେଇ ଷ୍ଟେଜରେ ଯାଇ ନାଚ ବନ୍ଦ କରିଛନ୍ତି । ମାତ୍ର ପ୍ରଯୋଜକ ଏବଂ ଡାଇରେକ୍ଟର ମାନେ ପଇସା ପାଇଁ ଯଦି ଏହିଭଳି ଡ୍ୟାନ୍ସ କରାଉଥିବେ ତେବେ ଏହା ସଂପୂର୍ଣ୍ଣ ଭାବରେ ଭୁଲ ଅଟେ ।

କାରଣ ଯୁବପିଢି ମାନେ ଆକର୍ଷିତ ହେଉଛନ୍ତି ସତ କେଉଁଠି ନା କେଉଁଠି ଏହିଭଳି କରିବା ଉଚିତ ନୁହେଁ । ମାତ୍ର ସେହି ଡ୍ୟାନ୍ସ ରେ ମଧ୍ୟ ଉଚିତ ଭାବରେ ପ୍ରଦର୍ଶନ ହୋଇପାରିଥାନ୍ତା କିନ୍ତୁ ପୋଷାକ ପିନ୍ଧିବାର ଗୋଟିଏ ଶୈଳୀ ରହିଛି । ଆଉ ସେହି ଡ୍ୟାନ୍ସର କହିଛନ୍ତି ଯେ ମୁଁ ବହୁତ ଗରିବ ଏହିଭଳି ଭାବରେ ନାଚି ପଇସା ରୋଜଗାର କରିଲେ ମୋ ଘର ଚଳିବ । ମାତ୍ର ଚଳିବା ନିମନ୍ତେ କେବଳ ନେକେଡ଼ ବସ୍ତ୍ର ପିନ୍ଧି ନାଚିଲେ ତାହା ହେବନାହିଁ ।

କେତେ କାମ ଅଛି ତାହା କରିହେବ ଯେମିତି କି ସିଲେଇ, ପାର୍ଲରରେ ମଧ୍ୟ କାମ କରିପାରିବେ, ଆଜିଭଳି ଦିନରେ ଝିଅମାନେ ବହୁତ ବିଜନେସ କରି ମଧ୍ୟ ଚଳୁଛନ୍ତି ତେବେ ଖାଲି ଏହିଭଳି ଖରାପ ଡ୍ରେସ ପିନ୍ଧି ପଇସା ରୋଜଗାର କରିବା ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ରବୀନ୍ଦ୍ର ମଣ୍ଡପ ରେ ମଧ୍ୟ ଏହିଭଳି ଏକ ଯୁବତୀ ସମ୍ପୂର୍ଣ୍ଣ ନେକେଡ଼ ହୋଇ ଛିଡା ହୋଇଯାଇଥିଲା ।

ଏହାପରେ ବିବାଦ ଲାଗି ବହୁତ କିଛି ହୋଇଥିଲା । ତେବେ ଆମେ ଯେହେତୁ ସମାଜରେ ଚଳୁଛେ ଏଣୁ ସମସ୍ତଙ୍କୁ ନେଇ ତଥା ନିଜ ମାନସନ୍ନମାନ କୁ ନେଇ ଚଳିବା ଉଚିତ । ତେବେ ବନ୍ଧୁଗଣ ଏହିଭଳି କିଛି ମନ୍ତବ୍ୟ ଦେଇଛନ୍ତି ସମାଜସେବୀ ମଧୁରିମା ରଥ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button