ନୀତି

ସକାଳୁ ଉଠିଲା ପରେ ଭୁଲେରେ ମଧ୍ୟ ଦେଖନ୍ତୁ ନାହିଁ ଏହି ଜିନିଷ, ଦାଣ୍ଡର ଭିକାରୀ ହୋଇଯିବେ- Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ, ସକାଳୁ ଉଠିଲା ପରେ କେଉଁ ଜିନିଷ କୁ ଦେଖିଲେ ସେହି ଦିନଟି ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଆପଣ ଏଥି ନିମନ୍ତେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଯେ, ତାର ପ୍ରତିଦିନ ଭଲରେ କଟୁ ଏବଂ ଶୁଭଦାୟକ ହେଉ। କିନ୍ତୁ ଶାସ୍ତ୍ର ଅନୁସାରେ କିଛି ଏଭଳି ଜିନିଷ ରହିଛି ଯାହାକୁ ସକାଳେ ଉଠିବା ପରେ ଦେଖିବା ଦ୍ୱାରା ଦିନ ଟି ଅତ୍ୟନ୍ତ ଅଶୁଭ ହୋଇଥାଏ।ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ସମ୍ବନ୍ଧୀୟ ତଥ୍ୟ ସମ୍ବନ୍ଧରେ ଜଣାଇବୁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

୧. ବନ୍ଧୁଗଣ ଯଦି ସକାଳୁ ଉଠିବା ପରେ ଆପଣ କୌଣସି ଗର୍ବୀ ଝିଅ ଅଥବା ଚରିତ୍ର ହୀନ ଝିଅ କୁ ଦେଖୁଛନ୍ତି ତେବେ ବନ୍ଧୁଗଣ ଆପଣଙ୍କ ଦିନ ଅତ୍ୟନ୍ତ ଭାରୀ ହେବ ଏବଂ ଆପଣଙ୍କ ଦିନ ଭଲରେ ଅତିବାହିତ ହେବ ନାହିଁ। ମନ ଅସ୍ଥିର ରହିବ ଏବଂ କୌଣସି ଶୁଭ କାର୍ଯ୍ୟ ମଧ୍ୟ ଅଶୁଭ ରେ ପରିଣତ ହୋଇପାରେ। ତେଣୁ ବନ୍ଧୁଗଣ ଯେତେ ଦୂର ସମ୍ଭବ ଚେଷ୍ଟା କରନ୍ତୁ ଏହି ଜିନିଷ ଠାରୁ ଦୂରରେ ରହିବାକୁ।

୨. ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ଭଙ୍ଗା ଦର୍ପଣ କୁ ଅଶୁଭ ବୋଲି କୁହାଯାଏ। ତେଣୁ ଆପଣ ଯଦି ଘରେ ଭଙ୍ଗା ଦର୍ପଣ ରଖୁଛନ୍ତି କିମ୍ବା ସକାଳୁ ଉଠି ଭଙ୍ଗା ଦର୍ପଣ ଦେଖୁଛନ୍ତି ତେବେ ବନ୍ଧୁଗଣ ଜାଣି ରଖନ୍ତୁ ଯେ, ଆପଣଙ୍କ କୌଣସି କାର୍ଯ୍ୟ ସଫଳ ହେବ ନାହିଁ ଏବଂ ଦିନ ଟି ଅଶୁଭ ହେବ। ତେଣୁ ଚେଷ୍ଟା କରନ୍ତୁ ଘରେ ଭଙ୍ଗା ଦର୍ପଣ ନ ରଖିବାକୁ।

୩. ବନ୍ଧୁଗଣ ସମସ୍ତଙ୍କ ଘରେ ଚପଲ ଏବଂ ଜୋତା ତ ନିଶ୍ଚିତ ଭାବରେ ଥିବ। କିନ୍ତୁ ବନ୍ଧୁଗଣ ଯଦି ସକାଳେ ଉଠିବା ପରେ ଆପଣ ଘର ସାମ୍ନା ରେ ଜୋତା ବା ଚପଲ କୁ ଏପଟ ସେପଟ ହୋଇ ପଡ଼ିଥିବାର ଦେଖୁଛନ୍ତି ତେବେ ଦିନ ସାରା ଆପଣଙ୍କ ସମସ୍ତ କାର୍ଯ୍ୟ ବିଘ୍ନ ରେ କଟିବ ଏବଂ ଆପଣଂକ ଦିନଟି ଅଶୁଭ ହେବ। ତେଣୁ ସବୁବେଳେ ଘରେ ଜୋତା ଏବଂ ଚପଲକୁ ସାଇତି କରି ରଖନ୍ତୁ।

୪. ବନ୍ଧୁଗଣ ସକାଳେ ଉଠିବା ପରେ ପ୍ରଥମେ କୌଣସି ଖାଲି ଜିନିଷ କୁ ଦେଖନ୍ତୁ ନାହିଁ ଯେପରି ଖାଲି ବାଲ୍ଟି ଅଥବା ଖାଲି ପର୍ସ। ବନ୍ଧୁଗଣ ଖାଲି ଜିନିଷ ଦେଖିବା ଦ୍ଵାରା ଆପଣଙ୍କ ଦିନ ଅଶୁଭ ରେ କଟିଥାଏ ଏବଂ କୌଣସି କାର୍ଯ୍ୟ ସଫଳ ହୋଇନଥାଏ। କିନ୍ତୁ ବନ୍ଧୁଗଣ ଯଦି ଆପଣ କୌଣସି ପୂର୍ଣ ଜିନିଷ ଦେଖୁଛନ୍ତି ଯେପରି ପର୍ସ ରେ ପଇସା ଅଥବା ବାଲ୍ଟି ରେ ପାଣି ତେବେ ଆପଣଂକ ଦିନ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଆପଣଙ୍କ ସମସ୍ତ କାର୍ଯ୍ୟ ମଧ୍ୟ ପୂର୍ଣ ହୋଇଥାଏ।

୫. ବନ୍ଧୁଗଣ ଆପଣ ଯଦି ସକାଳୁ ଉଠିବା ପରେ କୌଣସି ସ୍ଥାନରୁ କଳି ଝଗଡ଼ା ଶୁଣିବାକୁ ପାଉଛନ୍ତି ଅଥବା ଆପଣଙ୍କ ଘରେ କଳି ଝଗଡ଼ା ହେଉଛି ତେବେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହାଦ୍ବାରା ଆପଣଙ୍କ ଦିନ ଅଶୁଭ ଦାୟକ ହୋଇଥାଏ ଏବଂ କୌଣସି କାର୍ଯ୍ୟରେ ଆପଣ ସଫଳତା ଲାଭ କରିପାରନ୍ତି ନାହିଁ। ତେଣୁ ବନ୍ଧୁଗଣ ଯେତେ ଦୂର ସମ୍ଭବ ଚେଷ୍ଟା କରନ୍ତୁ ଯେପରି ଘରେ କୌଣସି ସଦସ୍ୟଙ୍କ ମଧ୍ୟରେ କଳି ଝଗଡ଼ା ନ ହେଉ।ନଚେତ ଆପଣଙ୍କ ପୁରା ଦିନ ଖରାପ ରେ ଅତିବାହିତ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button