ମନୋରଞ୍ଜନ

TV ସିରିଏଲ ର 4 ଜଣ ଫେମସ ଅଭିନେତ୍ରୀ ଯିଏ କୋଟି କୋଟି ଟଙ୍କାର ଅଫରକୁ ଠୋକର ମାରି ଦିଅନ୍ତି କିନ୍ତୁ କେବେ ବି ଦିଅନ୍ତି ନାହିଁ କିସିଙ୍ଗ ସୀନ, ନମ୍ବର 1 ଙ୍କ ପାଇଁ ତ ସମସ୍ତେ ଦିବାନା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ ଯେଉଁ ଅଭିନେତ୍ରୀ ମାନେ କେବେବି ନିଜ ସିରିଏଲ ରେ କିସିଙ୍ଗ ସିନ କରି ନାହାନ୍ତି।
ବନ୍ଧୁଗଣ ବର୍ତ୍ତମାନ ସମୟରେ ବଲିଉଡ ହେଉ ଅଥବା ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ସବୁଠାରେ କିସିଙ୍ଗ ସିନ କୁ ବହୁତ ମାତ୍ରା ରେ ଗୁରୁତ୍ୱ ଦିଆ ଯାଉଅଛି। ଦର୍ଶକ ମାନେ ସିରିଏଲ ରେ କିସିଙ୍ଗ ସିନ କୁ ବହୁତ ମାତ୍ରା ରେ ଡିମାଣ୍ଡ କରୁଥିବାର ମଧ୍ୟ ଦେଖିବାକୁ ମିଳେ ଏବଂ କିଛି ଅଭିନେତ୍ରୀ ଏଭଳି ଅଛନ୍ତି ଯେଉଁମାନେ ନିଜ ସୋ ର ଟି.ଆର. ପି. ବଢ଼ାଇବା ନିମନ୍ତେ ଏବଂ ଲାଇମ ଲାଇଟ ରେ ରହିବା ପାଇଁ କିସିଙ୍ଗ ସିନ କରିବାକୁ ଆଦୋୖ ଆପତ୍ତି କରିନଥାନ୍ତି।

କିନ୍ତୁ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କିସିଙ୍ଗ ସିନ କରି ନାହାନ୍ତି ଏବଂ ତାଙ୍କୁ ଅଫର ଆସିଲେ ମଧ୍ୟ ସେହି ଅଭିନେତ୍ରୀ ମାନେ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଥାନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ କେବେବି କୌଣସି ସିରିଏଲ ରେ କିସିଙ୍ଗ ସିନ କରି ନାହାନ୍ତି। ତେବେ ବନ୍ଧୁଗୁଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଲିଷ୍ଟ ରେ ପ୍ରଥମେ ଯେଉଁ ଅଭିନେତ୍ରୀ ଆସୁଛନ୍ତି ସେ ହେଉଛନ୍ତି, ‘ଦୃଷ୍ଟି ଧାମି’। ଏହି ଅଭିନେତ୍ରୀ ଜଣକ ନିଜ ଜୀବନ ରେ ବହୁତ ସଫଳ ସିରିଏଲ ରେ କାମ କରି ସାରିଛନ୍ତି। ଦୃଷ୍ଟି ଙ୍କୁ ଏକ ସିରିଏଲ ରେ କିସିଙ୍ଗ ସିନ କରିବାର ଅଫର ପ୍ରଦାନ କରା ଯାଇଥିଲା ଏବଂ ଏଥି ପାଇଁ ବହୁତ ଭଲ ରକମ ମଧ୍ୟ ପ୍ରଦାନ କରାଯିବାର ମଧ୍ୟ ଅଫର ଆସିଥିଲା। କିନ୍ତୁ ଅଭିନେତ୍ରୀ ଦୃଷ୍ଟି ଧାମି ଏହି ସିନ କରିବାକୁ ସମ୍ପୂର୍ଣ୍ଣ ଭାବରେ ମନା କରି ଦେଇଥିଲେ। ସେ କହିଥିଲେ ତାଙ୍କ ଫ୍ୟାମିଲି ଙ୍କୁ ସେ ବହୁତ କଷ୍ଟ ରେ ଆକ୍ଟିଂଗ ପାଇଁ ରାଜି କରାଇଥିଲେ ଏବଂ ବର୍ତ୍ତମାନ ସେ ଏଭଳି କୌଣସି କାମ କରିବାକୁ ଚାହଁନ୍ତି ନାହିଁ ଯାହା ଦ୍ୱାରା ତାଙ୍କ ଫ୍ୟାମିଲି ଦୁଃଖିତ ହୁଅନ୍ତୁ।

୨. ବନ୍ଧୁଗଣ ଦ୍ଵିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘କୃତିକା ସେଙ୍ଗର’। ବନ୍ଧୁଗଣ କୃତିକା ସେଙ୍ଗର ଙ୍କୁ ସ୍ୱୟଂ କିସିଙ୍ଗ ସିନ କରିବା ଆଦୋୖ ପସନ୍ଦ ନୁହେଁ। ତେଣୁ ସେ କିସିଙ୍ଗ ସିନ କରିବାର ଅଫର ଆସିଲେ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟଖାନ କରି ଦିଅନ୍ତି। ଏହା ସହିତ ଅନ୍ୟ ଏକ ମୁଖ୍ୟ କାରଣ ମଧ୍ୟ ରହିଛି ଯାହା ହେଉଛି, କୃତିକା ଙ୍କ ସ୍ୱାମୀ ନିକେତନ ମଧ୍ୟ ଅନସ୍କ୍ରିନ କିସିଙ୍ଗ ସିନ କୁ ପସନ୍ଦ କରନ୍ତି ନାହିଁ। କୃତିକା ନିଜ ସ୍ୱାମୀ ଙ୍କୁ ବହୁତ ସମ୍ମାନ କରନ୍ତି।ତେଣୁ ସେ କେବେବି ନିଜର କୌଣସି ସିରିଏଲ ରେ କିସିଙ୍ଗ ସିନ କରି ନାହାନ୍ତି।

୩. ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଦୀପିକା କକ୍କଡ଼’। ବନ୍ଧୁଗଣ ଦୀପିକାଙ୍କୁ ଅନସ୍କ୍ରିନ ସବୁବେଳେ ଶାନ୍ତ ଏବଂ ସରଳ ସ୍ଵଭାଵ ରେ ଦେଖିବାକୁ ମିଳିଥାଏ। ଦୀପିକା ଅନସ୍କ୍ରିନ ଯେପରି ଅଟନ୍ତି ଅଫସ୍କ୍ରିନ ମଧ୍ୟ ସେ ଶାନ୍ତ ସ୍ଵଭାଵ ର ଅଟନ୍ତି ଏବଂ ସର୍ବଦା ସାଧସିଧା ଜୀଵନ ବଂଚିବା ପସନ୍ଦ କରନ୍ତି। ତାଙ୍କର ଏହି ଖାସ ଗୁଣ ତାଙ୍କ ଫାନ୍ସ ମାନେ ବହୁତ ମାତ୍ରା ରେ ପସନ୍ଦ କରନ୍ତି। ତେଣୁ ଦୀପିକା କିସିଙ୍ଗ ସିନ ଦେଇ ତାଙ୍କ ଇମେଜ କୁ ଖରାପ କରିବାକୁ ଆଦୋୖ ଚାହାନ୍ତି ନାହିଁ। ଏହି କାରଣ ରୁ ଦୀପିକା ବର୍ତ୍ତମାନ ପର୍ଯ୍ୟନ୍ତ ନିଜର କୌଣସି ସିରିଏଲ ରେ କିସିଙ୍ଗ ସିନ କରି ନାହାନ୍ତି।

୪. ବନ୍ଧୁଗଣ ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ସନାୟା ଇରାନୀ’। ଏହି ଅଭିନେତ୍ରୀ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀରେ ୯ ବର୍ଷ ଧରି ଅଭିନୟ କରି ଆସୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜର କୌଣସି ସିରିଏଲ ରେ କିସିଙ୍ଗ ସିନ କରି ନାହାନ୍ତି। କୌଣସି ଏକ ସିରିଏଲ ରେ ତାଙ୍କୁ କିସିଙ୍ଗ ସିନ ର ଅଫର ଆସିଥିଲା କିନ୍ତୁ ସେ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। କାରଣ ସେ ଏହି ସିନ ରେ ନିଜକୁ କମ୍ଫରଟେବଲ ଫିଲ କରନ୍ତି ନାହିଁ। ଏହି କାରଣରୁ ସନାୟା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସିରିଏଲ ରେ କିସିଙ୍ଗ ସିନ କରି ନାହାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button