ମନୋରଞ୍ଜନ

ବହୁତ ସୁନ୍ଦର ଦେଖା ଯାଆନ୍ତି ସିଆଇଡ଼ି ସିରିଏଲ ର ଅଭିନେତା ମାନଙ୍କ ରିଅଲ ଲାଇଫ ପତ୍ନୀ ମାନେ, ଦେଖିଲେ ଆପଣଙ୍କ ନିଦ ହଜିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଟିଭି ସିରିଏଲ ସି.ଆଇ.ଡି ର ଅଭିନେତା ମାନଙ୍କ ରିଅଲ ଲାଇଫ ଜୀବନସାଥୀ ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ସୋନି ଟିଭି ରେ ପ୍ରସାରିତ ଧାରାବାହିକ ସି. ଆଇ.ଡି ଅନେକ ମାତ୍ରା ରେ ଲୋପ୍ରିୟତା ହାସଲ କରିଛି ଏବଂ ଏହି ସିରିଏଲ ପ୍ରାୟତଃ ଦର୍ଶକ ମାନେ ଦେଖିବାକୁ ଖୁବ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଏହି ସିରିଏଲ ଟିଭି ରେ ପ୍ରସାରିତ ହେଉ ନାହିଁ ସତ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ସିରିଏଲ ପାଇଁ ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।

ତେବେ ବନ୍ଧୁଗଣ ଏହି ସିରିଏଲ ରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ର ରିଅଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ ଆଜି ଆମେ ଆପଣଂକୁ କହିବୁ। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅଭିନେତା ଜଣକ ହେଉଛନ୍ତି ‘ହୃଷିକେଶ ପାଣ୍ଡେ’। ଏହି ଅଭିନେତା ଜଣକ ସି.ଆଇ.ଡି ସିରିଏଲ ରେ ୬ ବର୍ଷ ଧରି କାମ କରିଥିଲେ। ଏହି ସିରିଏଲ ରେ ସେ ଇନ୍ସପେକ୍ଟର ସଚ୍ଚିନ ଙ୍କ ଭୂମିକା ରେ ଅଭିନୟ କରିଥିଲେ। ଏହି ଅଭିନେତା ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ନାମ ହେଉଛି ‘ତ୍ରିସା ପାଣ୍ଡେ’ ଅଟେ। ତ୍ରିସା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ ଅଭିନେତା ଜଣକ ହେଉଛନ୍ତି, ‘ଦୟାନନ୍ଦ ସେଟ୍ଟୀ’।ଏହି ଅଭିନେତା ଜଣକ ସିରିଏଲ ସି.ଆଇ.ଡି ରେ ଇନ୍ସପେକ୍ଟର ଦୟା ର ଭୂମିକା ରେ ଅଭିନୟ କରିଥିଲେ। ଏହି ଅଭିନେତା ଜଣକ ଏହି ସିରିଏଲ ସମେତ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି।ବନ୍ଧୁଗଣ ଏହି ଅଭିନେତା ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ନାମ ‘ସ୍ମିତା ସେଟ୍ଟୀ’ ଅଟେ। ସ୍ମିତା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।

୩. ବନ୍ଧୁଗଣ ତୃତୀୟ ଅଭିନେତା ଜଣକ ହେଉଛନ୍ତି, ‘ଆଦିତ୍ୟ ଶ୍ରୀବାସ୍ତବ’। ଏହି ଅଭିନେତା ସିରିଏଲ ସି.ଆଇ.ଡି ରେ ଆରମ୍ଭ ରୁ ଅଭିନୟ କରି ଆସୁଛନ୍ତି। ଏହି ଅଭିନେତା ସି.ଆଇ.ଡି ରେ ଅଭିଜିତ ନାମକ ଭୂମିକା ରେ ଅଭିନୟ କରିଥିଲେ। ବନ୍ଧୁଗଣ ଏହି ଅଭିନେତା ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ନାମ ‘ମାନସୀ’ ଅଟେ ଏବଂ ସେ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଅଟନ୍ତି।

୪. ବନ୍ଧୁଗଣ ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଶ୍ରଦ୍ଧା ମୁସଲେ’। ବନ୍ଧୁଗଣ ଶ୍ରଦ୍ଧା କେବଳ ଜଣେ ଅଭିନେତ୍ରୀ ହିଁ ନୁହେଁ ଏହା ସହିତ ସେ ଜଣେ ମଡେଲର ମଧ୍ୟ ଅଟନ୍ତି। ଶ୍ରଦ୍ଧା ସି.ଆଇ.ଡି ସିରିଏଲ ରେ ଡାକ୍ତର ତାରିକା ଙ୍କ ଭୂମିକା ରେ ଅଭିନୟ କରିଥିଲେ। ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ନାମ ‘ଦୀପକ ଟୋମର’ ଅଟେ।

ତେବେ ବନ୍ଧୁଗଣ ଏହା ଥିଲା ସୋନି ଟିଭି ରେ ପ୍ରସାରିତ ଧାରାବାହିକ ସି.ଆଇ.ଡି ରେ ଅଭିନୟ କରିଥିବା ଅଭିନେତା ଏବଂ ଅଭିନେତ୍ରୀ ଙ୍କ ରିଅଲ ଲାଇଫ ପାର୍ଟନର ଙ୍କ ସମ୍ବନ୍ଧରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button