ମନୋରଞ୍ଜନ

Ramcharan ଓ Mahesh Babu ଙ୍କ ସହିତ South ର ଏହି 6 ଜଣ ହୀରୋ ନିଜ ସ୍ତ୍ରୀ ଙ୍କୁ ରଖନ୍ତି ରାଣୀ ପରି, ନିଜ ସ୍ତ୍ରୀଙ୍କ ପାଇଁ କିଛି ବି କରି ପାରନ୍ତି

ବନ୍ଧୁଗଣ ସାଉଥ ର ପ୍ରାୟତଃ ଅଭିନେତା ବିବାହିତ। ଏବଂ ନିଜ ଜୀବନ ସାଥି ଙ୍କ ସହ ଖୁସି ରେ ସଂସାର କରୁଛନ୍ତି।ଏବଂ ନିଜ ସ୍ତ୍ରୀ ଙ୍କୁ ସେ ବହୁତ ଭଲ ପାଆନ୍ତି ଓ ସମ୍ମାନ ମଧ୍ୟ ଦେଇଥାନ୍ତି। ଏବଂ ସାଉଥ ର କିଛି ଅଭିନେତା ଏପରି ଅଛନ୍ତି ଯିଏ ନିଜ ସ୍ତ୍ରୀ ପାଇଁ ଏକ ସବୁଠୁ ଭଲ ସ୍ୱାମୀ। ଏବଂ ଏହି ଅଭିନେତା ମାନେ ନିଜ ସ୍ତ୍ରୀ ଙ୍କୁ ରାଣୀ କରି ରଖିଥାନ୍ତି। ତେବେ ଚାଲନ୍ତୁ ଆଜି ଜାଣିନେବା ସେହି ଅଭିନେତା ଙ୍କ ବିଷୟରେ ଯିଏ ନିଜ ସ୍ତ୍ରୀ ଙ୍କୁ ରାଣୀ କରି ରଖିଥାନ୍ତି।

୧- ପ୍ରଥମ ଅଭିନେତା ହେଉଛନ୍ତି ଜୁନିୟର ଏନ ଟି ଆର। ସେ ୨୦୧୧ ରେ ଲକ୍ଷ୍ମୀ ପ୍ରଣାଥି ଙ୍କ ସହ ବିବାହ କରିଥିଲେ। ତାଙ୍କ ବିବାହ କୁ ନଅ ବର୍ଷ ଉପରକୁ ହୋଇ ଗଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ସେ ନିଜ ସ୍ତ୍ରୀ ଙ୍କର କେବେ ବି ମନରେ ଦୁଃଖ ଦେଇ ନାହାନ୍ତି। ଏବଂ ସବୁବେଳେ ତାଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି। ଏବଂ ସମସ୍ତ ଇଚ୍ଛା କୁ ସେ ପୂରଣ କରିଥାନ୍ତି ଏବଂ ତାଙ୍କୁ ରାଣୀ ଭଳି ରଖିଛନ୍ତି।

୨- ଦ୍ଵିତୀୟ ଅଭିନେତା ହେଉଛନ୍ତି ପବନ କଲ୍ୟାଣ। ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ଆନା ଲେଜବନା ଙ୍କ ସହ ବହୁତ ଖୁସି ରେ ଅଛନ୍ତି। ସେ ନିଜ ସ୍ତ୍ରୀ ଙ୍କର ସବୁ ଇଚ୍ଛା କୁ ପୂର୍ଣ କରିବା ପାଇଁ ସର୍ଵଦା ପ୍ରସ୍ତୁତ ରହିଥାନ୍ତି। ଏମାନ ଙ୍କର ବିବାହ ୨୦୨୩ରେ ହୋଇଥିଲା। ପବନ ନିଜ ପତ୍ନୀ ଙ୍କ ସବୁ କଥା କୁ ମାନିଥାନ୍ତି।

୩- ତୃତୀୟ ଅଭିନେତା ହେଉଛନ୍ତି ଅଲଲୁ ଅର୍ଜୁନ। ଅଲଲୁ ଅର୍ଜୁନ ସାଉଥ ର ଜଣେ ପରିଚିତ ଓ ଲୋକପ୍ରିୟ ଅଭିନେତା। ତାଙ୍କ ପତ୍ନୀ ଙ୍କ ନାମ ହେଉଛି ସ୍ନେହା ରେଡ୍ଡୀ। ଏମାନେ ୨୦୧୧ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅର୍ଜୁନ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କର ଛୋଟ ବଡ଼ ସବୁ ଇଚ୍ଛା କୁ ସେ ପୂରଣ କରିଥାନ୍ତି। ଏବଂ ସେ ତାଙ୍କୁ ରାଣୀ ଭଳି ରଖିଛନ୍ତି।

୪- ଚତୁର୍ଥ ଅଭିନେତା ହେଉଛନ୍ତି ମହେଶ ବାବୁ। ମହେଶ ବାବୁ ସାଉଥ ର ଜଣେ ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତା। ତାଙ୍କର ପତ୍ନୀ ଙ୍କ ନାମ ହେଉଛି ନମ୍ରତା ଶିରୋଧକର। ଯିଏ ନିଜେ ମଧ୍ୟ ଜଣେ ଅଭିନେତ୍ରୀ। ମହେଶ ଓ ନମ୍ରତା ୨୦୦୫ ରେ ବିବାହ କରିଥିଲେ। ମହେଶ ନିଜ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ର ବହୁତ ଯତ୍ନ ମଧ୍ୟ ନିଅନ୍ତି। ଏବଂ ତାଙ୍କୁ ରାଣୀ ଭଳି ରଖିଥାନ୍ତି

୫- ପଞ୍ଚମ ଅଭିନେତା ହେଉଛନ୍ତି ଯଶ। କେଜିଏଫ ର ରକି ନିଜର ଅଭିନୟ ରେ ସମସ୍ତ ଙ୍କୁ ପାଗଳ ବନେଇଥିଲେ। ଯଶ ଙ୍କ ପତ୍ନୀ ଙ୍କ ନାମ ହେଉଛି ରାଧିକା ପଣ୍ଡିତ। ସେମାନେ୨୦୧୬ ରେ ବିବାହ କରିଥିଲେ। ରାଧିକା ନିଜେ ମଧ୍ୟ ଜଣେ ପରିଚିତ ଅଭିନେତ୍ରୀ। ସେ ତାଙ୍କ ସ୍ତ୍ରୀ ଙ୍କର ସମସ୍ତ କଥାକୁ ମାନିଥାନ୍ତି। ଏବଂ ସବୁ ଇଚ୍ଛା କୁ ଖୁସି ଖୁସି ପୂରଣ କରିଥାନ୍ତି। ଯଶ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କୁ ରାଣୀ ଭଳି ରଖିଥାନ୍ତି।

୬- ଷଷ୍ଠ ଅଭିନେତା ହେଉଛନ୍ତି ରାମ ଚରଣ। ରାମ ଚରଣ ସାଉଥ ର ସୁପରଷ୍ଟାର ଚିରଞ୍ଜିବି ଙ୍କ ପୁତ୍ର। ରାମ ଚରଣ ସାଉଥ ର ଜଣେ ସଫଳ ଅଭିନେତା। ତାଙ୍କ ପତ୍ନୀ ଙ୍କ ନାଁ ହେଉଛି ଉପାସନା କାମିନେନି। ରାମ ଚରଣ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି ଓ ସବୁ ଇଚ୍ଛା କୁ ପୂରଣ କରିଥାନ୍ତି। ସେ ଯେବେ ବି ଯୁଆଡେ ବି ଯିବା ପାଇଁ କହିଲେ ସେ ତାଙ୍କୁ ସେହିଠିକି ନେଇ ଯାଆନ୍ତି। ରାମ ଚରଣ ନିଜ ପତ୍ନୀ ଉପାସନା ଙ୍କୁ ରାଣୀ କରି ରଖିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button