ମନୋରଞ୍ଜନ

ଯେଉଁ 4 ଟି ଫିଲ୍ମ କୁ କମଜୋର କହି Salman କରିବା ପାଇଁ କରିଦେଲେ ମନା, ସେହି ଫିଲ୍ମରେ ଅନ୍ୟ ଷ୍ଟାରମାନେ କରି ଦେଖାଇଲେ ଧମାଲ, 3 ନମ୍ବର ଫିଲ୍ମ ଥିଲା ସବୁଠୁ ଅଧିକ ଦମଦାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ସଳମାନ ଖାନ ।

ଆପଣ ମାନେ ସାମସ୍ତେ ସଲମାନଙ୍କର ବହୁତ ସୁପର ହିଟ ଫିଲ୍ମ ଗୁଡିକୁ ଦେଖିଥିବେ । ବର୍ତ୍ତମାନ ବଲିଉଡରେ ତିନୋଟି ଖାନ ତଥା ସଲମାନ, ଶାହରୁଖ ଓ ଅମିର ଖାନଙ୍କ ଫିଲ୍ମ ଗୁଡିକ ବହୁତ ଚର୍ଚାରେ ରହୁଛି । ଏହି ତିନି ଜଣ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି ।

ହେଲେ ବନ୍ଧୁଗଣ ସଲମାନ ଏପରି କିଛି ଫିଲ୍ମ ରହିଛି ଯାହାକୁ କରିବା ପାଇଁ ମନା କରିଛନ୍ତି । ଯାହାଫଳରେ ସେହି ଫିଲ୍ମ ଗୁଡିକୁ ଶାହରୁଖ ଓ ଅମିର କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ଫିଲ୍ମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ଫିଲ୍ମ ଗୁଡିକ ବିଷୟରେ ।


ବାଜିଗର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ବଲିଉଡର ସୁପର ହିଟ ଫିଲ୍ମ ବାଜିଗର । ଏହି ଫିଲ୍ମରେ ଶାହରୁଖ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ମିଡିଆ ରିଇପୋର୍ଟ୍ସ ଅନୁସାରେ ପ୍ରଥମେ ଏହି ଫିଲ୍ମଟି ସଲମାନ ଖାନଙ୍କୁ ଅଫର ହୋଇଥିଲା ହେଲେ ସଲମାନ ଏହି ଫିଲ୍ମ କରିବା ପାଇଁ ମନା କରିଦେଇଥିଲେ । ଯାହାଫଳରେ ଏହି ଫିଲ୍ମରେ ଶାହରୁଖଙ୍କୁ ନିଆଯାଇଥିଲା ।


ଦିଲ ବାଲେ ଦୁଲହନିଆ ଲେ ଯାଏଙ୍ଗେ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ବଲିଉଡର ସୁପର ହିଟ ଫିଲ୍ମ ‘ଦିଲ ବାଲେ ଦୁଲହନିଆ ଲେ ଯାଏଙ୍ଗେ’ । ଏହି ଫିଲ୍ମଟି ୧୯୯୫ ମସିହାରେ ରିଲିଜ ହୋଇଥିଲା ଓ ଏହି ଫିଲ୍ମଟି ସେହି ସମୟରତେ ସୁପର ହିଟ ମଧ୍ୟ ହୋଇଥିଲା  । ଏହି ଫିଲ୍ମରେ ଶାହରୁଖ ଓ କାଜୋଲଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ଏହି ଫିଲ୍ମଟି ପ୍ରଥମେ ସଲମାନ ଖାନଙ୍କୁ ଅଫର ହୋଇଥିଲା କିନ୍ତୁ କିଛି କାରଣ ହେତୁ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ ।

ଗଜନି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ବଲିଉଡର ଉପର ହିଟ ଫିଲ୍ମ ‘ଗଜନି’ । ବନ୍ଧୁଗଣ ଏହି ଫିଲ୍ମଟି ବହୁତ ଲୋକପ୍ରିୟତା ହାସଲ କରିଥିଲା । କାରଣ ଏହି ଫିଲ୍ମରେ ଅମିର ଖାନ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ । ହେଲେ ଏହି ଫିଲ୍ମଟି ମଧ୍ୟ ପ୍ରଥମେ ସଲମାନ ଖାନଙ୍କୁ ଅଫର ହୋଇଥିଲା । କିନ୍ତୁ କିଛି କାରଣ ହେତୁ ସଲମାନ ଏହି ଫିଲ୍ମ କରିବାକୁ ମନା କରିଥିଲେ ଓ ଅମିରଙ୍କୁ ଏହି ଫିଲ୍ମ କରିବା ପାଇଁ କହିଥିଲେ ।

କଲ୍ ହୋ ନା ହୋ

କଲ୍ ହୋ ନା ହୋ- ଏକ ମଲ୍ଟିଷ୍ଟାର ଫିଲ୍ମ ଥିଲା । ଏହି ଫିଲ୍ମ ସଲମାନଙ୍କୁ ମଧ୍ୟ ଅଫର କରାଯାଇଥିଲା, କିନ୍ତୁ ସଲମାନ ଏହି ଫିଲ୍ମରେ ଶାହାରୁଖଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ସଲମାନ ମନା କରିବା ପରେ ଅଭିନେତା ସେଫ ଅଲି ଖାନ ଏହି ଫିଲ୍ମରେ ଅଭିନୟ କରିଥିଲେ। ପରେ ସେଫଙ୍କୁ ତାଙ୍କ ଚରିତ୍ର ପାଇଁ ଅନେକ ପୁରସ୍କାର ମଧ୍ୟ ମିଳିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button