ମନୋରଞ୍ଜନ

ରିଅଲ ଲାଇଫରେ ମାଆ ହୋଇ ସାରିଛନ୍ତି ଟିଭି ସିରିଏଲ ର ଏହି ଫେମସ ଅଭିନେତ୍ରୀମାନେ, ନମ୍ବର 2 ଙ୍କୁ ଦେଖିଲେ ଆପଣ ବିଶ୍ଵାସ ବି କରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ରିଅଲ ଲାଇଫ ରେ ମାଆ ହୋଇ ସାରିଛନ୍ତି। ବନ୍ଧୁଗଣ ଆପଣ ମାନେ ତ ପ୍ରାୟ ଟିଭି ସିରିଆଲ ଦେଖିଥିବେ। ଏହି ଟିଭି ସିରିଆଲ ରେ ଅଭିନୟ କରିଥିବା କେତେକ ଅଭିନେତ୍ରୀ ନିଜର ଅଭିନୟ ଜରିଆରେ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ଅଭିନୟ ସହିତ ନିଜ ସୁନ୍ଦରତା ମାଧ୍ୟମରେ ମଧ୍ୟ ଦର୍ଶକ ମାନଙ୍କ ମନକୁ ମୋହିତ କରିଛନ୍ତି। ଏହି ଅଭିନେତ୍ରୀ ଙ୍କ ଫାନ ମାନେ ପରଦାରେ ତାଙ୍କ ଅଭିନୟ ର ଦିୱାନା ହୋଇ ଯାଇଛନ୍ତି।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ କିଛି ଏଭଳି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ରିଅଲ ଲାଇଫରେ ମାଆ ହୋଇସାରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା ଯେ, ଏମାନଙ୍କ ସୁନ୍ଦରତା କୁ ଦେଖିଲେ କେହିବି ବିଶ୍ୱାସ କରି ପାରିବେ ନାହିଁ ଯେ, ଏହି ଅଭିନେତ୍ରୀ ମାନେ ମାଆ ହୋଇ ସାରିଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ନିଶା ରାୱଲ’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ମାଧ୍ୟମରେ ବହୁତ ମାତ୍ରା ରେ ଲୋକପ୍ରିୟତା ହାସଲ କରିଛନ୍ତି।ଏହି ଅଭିନେତ୍ରୀ ଜଣକ ଟିଭି ସିରିଆଲ ‘ମେ ଲଷ୍ମୀ ଟେରେ ଆଙ୍ଗନ କି’ ରେ ସୌମ୍ୟା ଦିୱାନ ନାମକ ଚରିତ୍ର ରେ ଅଭିନୟ କରି ଅନେକ ମାତ୍ରା ରେ ଲୋକପ୍ରିୟତା ହାସଲ କରିଥିଲେ। ଏହି ଅଭିନେତ୍ରୀ ଜଣକ ଟିଭି ଅଭିନେତା କରନ ମେହେରା ଙ୍କୁ ବିବାହ କରିଛନ୍ତି। ବନ୍ଧୁଗଣ ଅଭିନେତ୍ରୀ ନିଶା ରାୱଲ ରିଅଲ ଲାଇଫରେ ମାଆ ହୋଇ ସାରିଛନ୍ତି ଏବଂ ତାଙ୍କ ପୁଅ ଙ୍କ ନାମ କାଭିସ ମେହେରା ଅଟେ। ଗତ ବର୍ଷ କାଭିସ ୩ ବର୍ଷ ବୟସ ର ହୋଇ ଯାଇଥିଲେ।ନିଶା ରାୱଲ ଙ୍କୁ ଦେଖିଲେ ଲାଗି ନଥାଏ ଯେ, ତାଙ୍କର ୩ବର୍ଷ ବୟସର ଜଣେ ପୁଅ ଅଛନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ପରିଧି ଶର୍ମା’। ବନ୍ଧୁଗଣ ଅଭିନେତ୍ରୀ ପରିଧି ଶର୍ମା ଙ୍କ ସୁନ୍ଦରତା ରେ ପ୍ରାୟ ଦର୍ଶକ ମୋହିତ ହୋଇଯାନ୍ତି। ଏହି ଅଭିନେତ୍ରୀ ଙ୍କୁ ଟିଭି ସିରିଆଲ ‘ଯୋଦ୍ଧା ଅକବର’ ରୁ ପ୍ରସିଦ୍ଧି ମିଳିଥିଲା। ତାଙ୍କୁ ସିରିଆଲ ‘ତେରେ ମେରେ ସପନେ’ ରେ ମୀରା ନାମକ ଚରିତ୍ର ରେ ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀ ୨୦୧୧ ମସିହାରେ ଜଣେ ବିଜନେସ ମ୍ୟାନ ତନ୍ମୟ ସକ୍ସେନା ଙ୍କୁ ବିବାହ କରିଥିଲେ। ପରିଧି ବିବାହର ୪ ବର୍ଷ ପରେ ମାଆ ହୋଇଥିଲେ।

କିନ୍ତୁ ଏହି ଖବର ସେ ମିଡିଆ ରେ ପ୍ରକାଶ କରିନଥିଲେ। ଏହି ଖବର ତାଙ୍କର ଜଣେ ଫାନ ଙ୍କ ଦ୍ଵାରା ପ୍ରସାରିତ ହୋଇଥିଲା। ପରିଧି ଙ୍କୁ ତାଙ୍କର ଜଣେ ଫାନ ଏକ ମନ୍ଦିର ରେ ଦେଖିଥିଲେ ଏବଂ ତାଙ୍କ ସହ ସେଲଫି ନେଇଥିଲେ ଏବଂ ତାକୁ ସୋସିଆଲ ମିଡିଆ ରେ ଭାଇରାଲ କରି ଦେଇଥିଲେ। ଏହି ଜରିଆରେ ତାଙ୍କ ମାଆ ହେବାର ଖବର ମିଡିଆ ରେ ପ୍ରକାଶିତ ହୋଇଯାଇଥିଲା।ଅଭିନେତ୍ରୀ ପରିଧି ଶର୍ମା ୩୨ ବର୍ଷ ବୟସର ଅଟନ୍ତି ଏବଂ ତାଙ୍କୁ ଦେଖିଲେ ପ୍ରତୀତ ହୋଇନଥାଏ ଯେ, ସେ ଜଣେ ଛୁଆ ର ମାଆ ହୋଇ ସାରିଛନ୍ତି।

୩. ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଦୀପିକା ସିଂ’। ବନ୍ଧୁଗଣ ଟିଭି ସିରିଆଲ ‘ଦିଆ ଔର ବାତି’ ରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଦୀପିକା ସିଂ ଟିଭି ନିର୍ଦେଶକ ରୋହିତ ରାଜ ଗୋୟଲ ଙ୍କୁ ୨୦୧୪ ମସିହାରେ ବିବାହ କରିଥିଲେ। ୨୦୧୭ ମସିହାରେ ସେ ଏକ ପୁଅ ସନ୍ତାନ କୁ ଜନ୍ମ ଦେଇଥିଲେ। ଦୀପିକା ଙ୍କ ପୁଅ ଦେଖିବାକୁ ବହିତ କ୍ୟୁଟ ଏବଂ ସୁନ୍ଦର। ବହୁତ କମ ବୟସରେ ହିଁ ଦୀପିକା ଫ୍ୟାସନ ପ୍ଲାନିଂ କରି ନେଇଥିଲେ।ବର୍ତ୍ତମାନ ସେ ନିଜର ବୈବାହିକ ଜୀବନ ରେ ବହୁତ ଖୁସି ରେ ଅଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button