ମନୋରଞ୍ଜନ

Khandagiri ଯାତ୍ରାକୁ ନେଇ Rani Panda କହିଲେ ‘ମୁଁ ଖଣ୍ଡଗିରିରେ କଣ ଖୋଲି ଦେଲି ଯେ, ମତେ ଖଣ୍ଡଗିରି ମନା, ଯାହା ପଛପଟ ଖୋଲିଥିଲି, ଏବେ ଆଗପଟ ବି…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡା କହିଛନ୍ତି ଯେ ଖଣ୍ଡଗିରିରେ କି ବ୍ଳାଉଜ ଖୋଲିଥିଲି ଯେ ମତେ ପୁରା ଖଣ୍ଡଗିରୀ ବ୍ୟାନ କରିଦେଇଛନ୍ତି । ଗତ ୨ ବର୍ଷ ବନ୍ଦ ଥିଲା ମାତ୍ର ଏହା ପୂର୍ବରୁ ଯେଉଁ ବର୍ଷ ଯାତ୍ରା ହୋଇଥିଲା ସଚ୍ଚିଦାନନ୍ଦ ରେ ସେ ଥିଲେ ଏବଂ ତାଙ୍କୁ ମନା କରିଦେଇଥିଲେ କହିଥିଲେ ଯେ ରଣିପଣ୍ଡା ଅଛି ସେ ଅନୁଷ୍ଠାନ ଆସିବ ନାହିଁ । ରାଣୀ କହିଛନ୍ତି ଯେ ସେ ପ୍ରଶାସନର କେଉଁ ଚିତା କାଟିଦେଇଛନ୍ତି ଯେ କିଛି ଯାତ୍ରା ମାଲିକ ତଥା କିଛି ଯାତ୍ରା କଳାକାର କିଛି ଯାତ୍ରା ର ମ୍ୟାନେଜମେଣ୍ଟ ତାଙ୍କର କଣ କରିଛନ୍ତି ସେ ଜାଣିନାହାଁନ୍ତି ।

ମାତ୍ର ସେ କଣ କରିଛନ୍ତି ଅନୁଷ୍ଠାନ କରିଲେ ନାହିଁ କି ସେ କରିଲେ ନାହିଁ ସମୁଦାୟ ୨୦୦ ପରିବାରଙ୍କ ପେଟରେ ଲାତ ମରାଗଲା । ମାତ୍ର ଚଳିତବର୍ଷ ସେ ଆଦୌ କିଛି ଏଭଳି ଆଶା ରଖିବେ ନାହିଁ ଏବଂ ସେ ଏହି ଆଶା ରଖିବେ ଯେ ତାଙ୍କ ଅନୁଷ୍ଠାନ ସେହି ଜାଗାକୁ ଯାଉ ତାହାର ପ୍ରତିଭା ଦେଖାଉ, ରାଣୀପଣ୍ଡାକୁ ସୁଯୋଗ ଦେଖାଉ ତାହାର କଳାକାର ତଥା କଳାର କ୍ଵାଲିଟି ଟାଲେଣ୍ଟ ଦେଖାଇବା ପାଇଁ କାମ କାରିବାର ସୁଯୋଗ ମିଳୁ ।

ସବୁଠାରୁ ବଡ କଥା ହେଉଛି ଯେ ତାଙ୍କ ରିୟଲ ଲାଇଫ ଜୀବନକୁ ନେଇ ନାଟକ । ଖଣ୍ଡଗିରୀ ହେଉଛି ସବୁଠାରୁ ଏକ ବଡ ଜାଗା । ଯେତେ ଯାତ୍ରାପାଟି ପଡିଥାଏ ଖଣ୍ଡଗିରୀ ହେଉଛି ବହୁତ ବଡଜାଗା ସେଠାରେ ବହୁତ ବଡ ବଡ ଲୋକ ଆସିଥାନ୍ତି । ଏଣୁ ରାନୀ କହିଛନ୍ତି ଯେ ସେ ଆଶା କରିଛନ୍ତି ଯେ ସେହି ଜାଗାକୁ ଦର୍ଶକେ ଆସି ରାଣୀପଣ୍ଡାର ରିୟଲ ଲାଇଫ ଷ୍ଟୋରି ଦେଖି ଜାଆନ୍ତୁ ।

ସେଥିରେ ରାଣୀ ଅଭିନୟ କରିଛନ୍ତି ଏଣୁ ତାଙ୍କ ଅଭିନୟ କୁ ଦେଖିବା ପାଇଁ ଆସନ୍ତୁ । ମାତ୍ର ଏହାପରେ ମଧ୍ୟ ଯଦି ଯାତ୍ରା ସ୍ଵର୍ଣ୍ଣମନ୍ଦିର ରାଣୀପଣ୍ଡା କୁ ଖଣ୍ଡଗିରୀ ମନା, ଏହାପରେ ମୁଁ ଯାହା କରିବି କେହି ସମ୍ଭାଳି ପାରିବେ ନାହିଁ । ରାଣୀ କହିଛନ୍ତି ଯେ ସେ ଗୋଟିଏ କଳାକାର ଏବଂ ତାଙ୍କୁ କଣ ପାଇଁ ବ୍ୟାନ କରାଯାଇଅଛି ? ଏହି ଦୁନିଆରେ ବହୁତ ପ୍ରକାରର କଥା ହେଉଛି ମାତ୍ର ସେ ସବୁକୁ ତ ବ୍ୟାନ କରାଯାଉନାହିଁ । ତାଙ୍କୁ ତ ପ୍ରଶାସନ ବ୍ୟାନ କରୁ ନାହିଁ ।

ମାତ୍ର ଗୋଟିଏ କଳାକାର କୁ ବ୍ୟାନ କରିବାକୁ ସେମାନଙ୍କୁ ଅଧିକାର କିଏ ଦେଲା ? ରାଣୀ କହିଛନ୍ତି ଯେ ଯଦି ସେ ଦେଶଦ୍ରୋହୀ କାମ କରିଛି ତେବେ ମତେ ଜେଲରେ ପୁରାଇ ଦିଅ ମାତ୍ର ଏଭଳି କରିବାର ଅର୍ଥ କଣ ବୋଲି ପ୍ରଶ୍ନ ପଚାରିଛନ୍ତି ରାଣୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button