Smart LED Tv ସହିତ ଅନେକ ଇଲେକଟ୍ରୋନିକ୍ସ ପ୍ରଡ଼କ୍ଟ ଉପରେ ମିଳୁଛି ଭାରି ଛାଡ଼, ଅଫର୍ସ ଶେଷ ହେବା ପୂର୍ବରୁ ଶୀଘ୍ର କିଣନ୍ତୁ
ଭାରତରେ ଫେଷ୍ଟିଭ ସିଜିନ ଆରମ୍ଭ ହୋଇଗଲାଣି। ଏହି ସିଜିନକୁ ଥାଏ ସମସ୍ତଙ୍କ ଅପେକ୍ଷା। ଏମିତିରେ ସବୁ ପ୍ରଡକ୍ଟ ଉପରେ ଭାରି ଛାଡ଼ ମିଳୁଛି। ଗ୍ରାହକ ଏହି ଅଫରରେ ହୋମ ଆପ୍ଲିଏନସାନ୍ସ ଉପରେ ବଢ଼ିଆ ଡିଲ୍ସ ମିଳୁଛି। ଏମିତିରେ ଆଜି ଆମେ ଆପଣଙ୍କୁ ଏହି ଅଫରରେ ଶସ୍ତା ପ୍ର୍ରଡକ୍ଟ ସମ୍ପର୍କରେ କହିବୁ ।
ଫ୍ଲିପକାର୍ଟରେ ଶାରଦୀୟ ନବରାତ୍ରୀ ଉପଲକ୍ଷେ ସେଲ ଆରମ୍ଭ ହୋଇସାରିଛି। ଯେଉଁଥିରେ ପ୍ରତିଦିନ ହଜାର ହଜାର ଗ୍ରାହକ ଫାଇଦା ଉଠାଇପାରିବେ। ଏହାସହ ପ୍ରଡକ୍ଟ କିଣିବା ପରେ ଭାରି ଛାଡ଼ ମଧ୍ୟ ପାଇପାରିବେ। ଏହି ସେଲରେ ସ୍ମାର୍ଟଫୋନ ଓ ଲାପଟପ ସହିତ ଅନ୍ୟ ପ୍ରଡକ୍ଟ ଉପରେ ବଢ଼ିଆ ଡିସକାଉଣ୍ଟ ଅଫର ଦିଆଯାଇଛି। ଯଦି ଆପଣ ବି ନିଜ ଘର ପାଇଁ ହୋମ ଆପ୍ଲିଏସାନ୍ସ କିଣିବାକୁ ଚାହୁଁଛନ୍ତି ତେବେ ଏହି ଅଫରର ଫାଇଦା ନିଶ୍ଚୟ ଉଠାନ୍ତୁ। ଆଜି ଆମେ ଆପଣଙ୍କୁ ଏହି ପ୍ରଡ଼କ୍ଟ ଉପରେ ମିଳୁଥିବା ଭାରି ଛାଡ଼ ସମ୍ପର୍କରେ କହିବୁ।
Haier 258 L Frost Free Double Door 3 Star Convertible Refrigerator :
ଫ୍ଲିପକାର୍ଟରେ ଏହି ରେଫ୍ରିଜରେଟରର ଦାମ ୩୯୬୦୦ ଟଙ୍କା ଅଛି। କିନ୍ତୁ ଗ୍ରାହକ ଏହାକୁ ୪୦% ହାରରେ ଡିସକାଉଣ୍ଟ ଅଫର ପାଇପାରିବେ। ଯାହାପରେ ଏହାକୁ ଆପଣ ମାତ୍ର ୨୩୪୯୦ ଟଙ୍କାରେ କିଣିପାରିବେ। ଏହା ୨୫୮ଲିଟର କ୍ଷମତାର ରେଫ୍ରିଜରେଟର ଅଛି ଯେଉଁଥିରେ ଆପଣଙ୍କୁ ଡବଲ ଡୋର ମିଳିବ। ଖାସ କଥା ହେଉଛି ଏଥିରେ ଗ୍ରାହକଙ୍କୁ ଆଣ୍ଟିବ୍ୟାକ୍ଟେରିଆଲ ଗାସ୍କେଟ , ବୋତଲ କାର୍ଡ ସହିତ ଫ୍ରିଜଡ ଚୋନ ଓ ଟଫ ଆଣ୍ଡ ଗ୍ଲାସ ଶେଳ୍ଵ ଦେଖିବାକୁ ମିଳିବ। ଯାହାଦ୍ୱାରା ଏହି ମଡ଼େଲ ୟୁନିକ ଓ ସ୍ପେଶିୟାଲ ହୋଇଛି। ଏହି ରେଫ୍ରିଜରେଟର ରେ ଟର୍ବୋ ଆଇ ସିଂର ଫିଚର ମିଳୁଛି। ଯାହା ସାହାଯ୍ୟରେ ଆପଣ ଏହାକୁ ୪୯ ମିନିଟରେ ବଢ଼ିଆ କ୍ୱାଲିଟି ର ଆଇସକ୍ୟୁବ ପାଇପାରିବେ।
Mi 5A cm( 32inch) HD Ready LED Smart Android TV with Dolby Audio:
ଫ୍ଲିପକାର୍ଟରେ ଏହି ସ୍ମାର୍ଟ ଟିଭିର ଦାମ ୨୪୯୯୯ ଟଙ୍କା ରହିଛି। କିନ୍ତୁ ଏଥିରେ ୫୦% ଡିସକାଉଣ୍ଟ ରହିଛି। ଯାହାପରେ ଏହାର ଦାମ ୧୨୪୯୯ ଟଙ୍କା ହୋଇଯିବ। ଏହା ୩୨ ଇଞ୍ଚର ଏଚଡି ରେଡି ଏଲଇଡି ସ୍ମାର୍ଟ ଆଣ୍ଡୟଏଡ ଟିଭି । ଯେଉଁଥିରେ ଆପଣଙ୍କୁ ଡଲବି ଅଡ଼ିଓ ଓ ବେଜଲ ଲେସ୍ ସ୍କ୍ରିନ ମିଳିବ। ଏଥିରେ ଆପଣ ବିବିଡ ପିକ୍ଚର ଇଞ୍ଜିନ ସହିତ ଗୁଗଲ, ୧ଜିବି ରାମ୍ ଓ ୮ ଜିବି ର ଷ୍ଟୋରେଜ ସହିତ ୨୦ ଓ୍ଵାଟ ର ଡଲବି ଅଡ଼ିଓ ସପୋର୍ଟ ପାଇବେ। ଏଥିରେ ସ୍ପିକର୍ସ ମଧ୍ୟ ଆପଣଙ୍କୁ ମିଳିବ।