ମନୋରଞ୍ଜନ

ନିଜ ଅନସ୍କ୍ରିନ ଭଉଣୀଙ୍କୁ ହିଁ ପ୍ରେମ କରି ବସିଲେ TV ର ଏହି 5 ଜଣ Actor, ନମ୍ବର 3 ତ କରିନେଲେ ବିବାହ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଟିଭି ସିରିଏଲ ରେ ଭାଇ ଭଉଣୀ ଭୂମିକା ରେ ଅଭିନୟ କରୁଥିବା ବେଳେ ରିଅଲ ଲାଇଫ ରେ ପରସ୍ପର ଙ୍କୁ ଭଲ ପାଆନ୍ତି । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ଭଳି ବର୍ତ୍ତମାନ ସମୟରେ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ମଧ୍ୟ ଚର୍ଚ୍ଚା ରେ ରହିଛି । ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର କେତେକ ପ୍ରସିଦ୍ଧ କଳାକାର ବଲିଉଡ ଇଣ୍ଡଷ୍ଟ୍ରୀ ର କଳାକାର ମାନଙ୍କ ଠାରୁ ମଧ୍ୟ ନିଜ ସିରିଏଲ ରେ ଅଧିକ ଚାର୍ଜ ନେଉଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀ ଭଳି ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର କଳାକାର ଙ୍କ ଲଭ ଆଫେୟାର ସମ୍ବନ୍ଧରେ ପ୍ରାୟ ସମୟ ଚର୍ଚ୍ଚା ରେ ଆସିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର ସେହି ପ୍ରସିଦ୍ଧ କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସିରିଏଲ ରେ ଭାଇ ଏବଂ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରୁଥିବା ବେଳେ ରିଅଲ ଲାଇଫ ରେ ପରସ୍ପର ଙ୍କ ସହିତ ରିଲେସନ ରେ ରହିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଯୋଡି ଟି ହେଉଛି, ‘ରୋହନ ମେହେରା’ ଏବଂ ‘କାଞ୍ଚି ସିଂ’ । ଷ୍ଟାର ପ୍ଲସ ରେ ପ୍ରସାରିତ ପପୁଳାର ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା’ ରେ ଏହି ଦୁଇ ଯୋଡି ପରସ୍ପର ଭାଇ ଏବଂ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଯୋଡି ଙ୍କୁ ରିଅଲ ଲାଇଫ ରେ ପରସ୍ପର ଙ୍କ ସହିତ ଡେଟ କରିବାର ଦେଖିବାକୁ ମିଳିଥିଲା । ଯେଉଁ କାରଣ ରୁ ଏହି ଯୋଡ଼ି ଙ୍କୁ ସିରିଏଲ ରୁ ବାହାର କରିଦିଆ ଯାଇଥିଲା ।

୨. ବନ୍ଧୁଗଣ ଦ୍ଵିତୀୟ ଯୋଡି ଟି ହେଉଛି, ଅଭିନେତ୍ରୀ ‘ଅଦିତି ଭାଟିଆ’ ଏବଂ ଅଭିନେତା ‘ଅଭିଷେକ ବର୍ମା’ । ଏହି ଦୁଇ ଯୋଡି ଟିଭି ସିରିଏଲ ‘ୟେ ହେ ମୋହବତେ’ ରେ ରୁହି ଏବଂ ଆଦିତ୍ୟ ଙ୍କ ଚରିତ୍ରରେ ଭାଇ ଏବଂ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ । କିନ୍ତୁ ରିଅଲ ଲାଇଫ ରେ ଏହି ଯୋଡି ସିରିଏଲ ରେ କାମ କରିବା ସହ ପରସ୍ପରକୁ ଡେଟ କରୁଛନ୍ତି ।

୩. ବନ୍ଧୁଗଣ ତୃତୀୟ ଯୋଡ଼ି ଟି ହେଉଛି, ‘ରୀଙ୍କୁ’ ଏବଂ ‘କିରନ’ । ଏହି ଯୋଡ଼ି ଟିଭି ର ଲୋକପ୍ରିୟ ଧାରାବାହିକ କାହାନୀ ‘ଘର ଘର କି’ ରେ ଭାଇ ଓ ଭଉଣୀ ଭୂମିକା ରେ ଅଭିନୟ କରିଥିଲେ । ଏହି ସିରିଏଲ ର ସୁ-ଟିଂ ସମୟରେ ଉଭୟ ଙ୍କ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ହୋଇଯାଇଥିଲା ଏବଂ ଉଭୟ ପରସ୍ପର ଙ୍କୁ ୨୦୦୧ ମସିହାରେ ବିବାହ ମଧ୍ୟ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଯୋଡ଼ି ଙ୍କ ମଧ୍ୟରେ ଛାଡ଼ପତ୍ର ମଧ୍ୟ ହୋଇଯାଇଥିଲା ।

୪. ବନ୍ଧୁଗଣ ଚତୁର୍ଥ ଯୋଡ଼ି ଟି ହେଉଛି, ‘ଦୀପିକା କକ୍କଡ଼’ ଏବଂ ‘ସୋହେବ’ । ଏହି ଯୋଡ଼ି ଙ୍କୁ ଏକାଠି ଲୋକପ୍ରିୟ ଧାରବହିକ ‘ସସୁରାଲ ସିମର କା’ ରେ ଦେଖିବାକୁ ମିଳିଥିଲା । ଏହି ସିରିଏଲ ର ସୁ-ଟିଂ ସେଟ ରେ ଏହି ଯୋଡ଼ି ଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଯାଇଥିଲା ଏବଂ ଉଭୟ ପରସ୍ପର କୁ ଭଲ ପାଇଥିଲେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଯୋଡ଼ି ସିରିଏଲ ‘କୋଇ ଲୌଟ କେ ଆୟା ହେ’ ରେ ଭାଇ ଓ ଭଉଣୀ ଭୂମିକା ରେ ଅଭିନୟ କରିଥିଲେ । ପରେ ଏହି ଯୋଡ଼ି ୨୦୧୮ ମସିହାରେ ପରସ୍ପର କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ଏହି ଯୋଡ଼ି ଖୁସି ର ସହିତ ନିଜର ବୈବାହିକ ଜୀବନ ଅତିବାହିତ କରୁଛନ୍ତି ।

୫. ନୀରଜ ମିଲ୍ବାନୀ ଓ ଚାରୁ ଓଶପା- ଚାରୁ ‘ମେରେ ଅଙ୍ଗନେ ପେ’ ସୋରେ କାମ କରିଥିଲେ ଓ ସେହି ସୋରେ ତାଙ୍କ ଭାଇର ଭୂମିକା କରିଥିଲେ ନୀରଜ ମିଲ୍ବାନୀ । ଅସଲ ଜୀବନରେ ଚାରୁ ନୀରଜଙ୍କୁ ପ୍ରେମ କରି ବସିଥିଲେ । ଏହି ଦୁଇଜଣଙ୍କ ଯୋଡି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ହେଲେ ଏହି ଦୁଇଜଣଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହି ନଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button