ମନୋରଞ୍ଜନ

ତେରେ ନାମ’ ଫିଲ୍ମର ଏହି ଭିକାରୁଣୀ ରିୟଲ ଲାଇଫ ରେ ଦେଖା ଯାଆନ୍ତି ଏତେ ବୋଲ୍ଡ ଆଉ ସୁନ୍ଦର ଦେଖିଲେ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଅଭିନେତା ସଲମାନ ଖାନଙ୍କ କେତେକ ସୁପର ହିଟ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ସଲମାନ ଖାନ ହେଉଛନ୍ତି ଜଣେ ଦିଗଜ ଅଭିନେତା ଯିଏ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଥିବେ । ସଲମାନ ନିଜ ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ସଲମାନଙ୍କ ସୁପର ହିଟ ଫିଲ୍ମ ‘ତେରେ ନାମ’ ନିଶ୍ଚୟ ଦେଖିଥିବେ । ଗୋଟେ ସମୟରେ ଏହି ଫିଲ୍ମଟି ବହୁତ ଚର୍ଚାରେ ଥିଲା ।

କାରଣ ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୁମୁକା ପଦର୍ଶନ କରିଥିଲେ । ବନ୍ଧୁଗଣ ଏହି ଫିଲ୍ମଟି ସାଉଥ ଫିଲ୍ମ ‘ସେତୁ’ର ରିମେକ ହୋଇଥିଲା ଯାହାକୁ ଦେଖିବା ପାଇଁ ଲୋକ ମାନେ ବହୁତ ପସନ୍ଦ କରିଥିଲେ ।

ବନ୍ଧୁଗଣ ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଫିଲ୍ମରେ ଏକ ପାଗଳି ଝିଅର ଭୂମିକା ଆପଣ ମାନେ ନିଶ୍ଚୟ ଦେଖିଥିବେ । ଫିଲ୍ମରେ ସଲମାନ ସେହି ପାଗଳି ଝିଅକୁ ଗୁଣ୍ଡା ମାନଙ୍କ ଠାରୁ ବଞ୍ଚାଇ ଥିବେ । ଏହି ଝିଅର ଭୂମିକାକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ ।

ବନ୍ଧୁଗଣ ଏହି ଝିଅର ଭୂମିକା ଫିଲ୍ମରେ ବହୁତ କମ ଥିଲେ ମଧ୍ୟ ଏହି ଝିଅଟି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଝିଅ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ । ବନ୍ଧୁଗଣ ସେହି ଅଭିନେତ୍ରୀଙ୍କ ରିଅଲ ନାମ ହେଉଛି ରାଧିକା ଚୌଧୁରୀ । ବନ୍ଧୁଗଣ ରାଧିକା ହେଉଛନ୍ତି ଜଣେ ସାଉଥ ଅଭିନେତ୍ରୀ ଯିଏ ସାଉଥ ଫିଲ୍ମରେ ୧୯୯୯ ମସିହାରେ ଏଣ୍ଟ୍ରି କରିଥିଲେ ।

ଏହାପରେ ସେ ହିନ୍ଦୀ ଓ ସାଉଥ ଫିଲ୍ମରେ କାମ କରିଥିଲେ । ଅବଶ୍ୟ ‘ତେରେ ନାମ’ ଫିଲ୍ମରେ ତାଙ୍କ ଭୂମିକା ଛୋଟ ଥିଲା ହେଲେ ସେହି ଫିଲ୍ମରୁ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ସେହି ଫିଲ୍ମରେ ସେ ଏକ ପାଗଳିର ଭୂମିକାରେ ନଜର ଆସିଥିଲେ ହେଲେ ଅସଲ ଜୀବନରେ ରାଧିକା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ରାଧିକା ନିଜ ଫିଲ୍ମ କାରିୟରର ଆରମ୍ଭ ୧୯୯୯ ମସିହାରେ ଆସିଥିବା ଫିଲ୍ମ ‘ସାମବାୟା’ରୁ କରିଥିଲେ ।

ଏହି ଫିଲ୍ମ ପରେ ସେ ଅନ୍ୟ କେତେକ ଫିଲ୍ମରେ କାମ କରିଥିଲେ । ଏହାପରେ ସେ ବଲିଉଡ ଫିଲ୍ମ ‘ଖୁସି’ରୁ ନିଜର ଡେବ୍ୟୁ କରିଥିଲେ । ଏହାପରେ ସେ ଡାଇରେକ୍ସନ ମଧ୍ୟ କରିଥିଲେ । ସେ ୨୦୧୦ ଫିଲ୍ମରେ ଏକ ଛୋଟ ଫିଲ୍ମରେ ମଧ୍ୟ ନଜର ଆସିଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ରାଧିକା ନିଜ ଅଭିନୟ କାରିୟରକୁ ତ୍ୟାଗ କରିଛନ୍ତି ନିଜ ପର୍ଶନାଲ ଲାଇଫ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button