ମନୋରଞ୍ଜନ

ସରୁନି ରଜକୁ ନେଇ ହୋଇଥିବା ରିୟାଲିଟି ସୋ ଜଜ ଙ୍କ ଶନିଦଶା, ଏବେ କଥାରେ ନୁହେଁ ଗୀତରେ ବେଜିତ ହେଉଛନ୍ତି ଭୂଷପଣ୍ଡିତ ଜର୍ଜ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ବହୁତ ପାୱାର ରହିଛି । କାରଣ ସୋସିଆଲ ମିଡିଆ ଦ୍ଵାରା ଲୋକ ମାନେ ଘରେ ବସି ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟନା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ରିଆଲିଟି ସୋ ରଜ ସୁନ୍ଦରୀ ଓ ରଜ କ୍ଵିନ ନିଶ୍ଚୟ ଦେଖିଥିବେ । ଏହି ରିଆଲିଟି ସୋରେ ଅନେକ ଝିଅ ହିରୋଇନ ହେବାର ସ୍ଵପ୍ନକୁ ନେଇ ଆସିଥାନ୍ତି । ଝିଅ ମାନଙ୍କର ଟ୍ୟାଲେନ୍ଟକୁ ଦେଖି ଜଜ୍ ମାନେ ସେମାନଙ୍କୁ ଆଗକୁ ବଢିବାରେ ଚ୍ୟାନ୍ସ ଦିଅନ୍ତି । ହେଲେ ଏହି ବର୍ଷ ରଜ କ୍ଵିନରେ ଏମିତି ବହୁତ ବିବାଦ ସୃଷ୍ଟି ହୋଇଛି । ବନ୍ଧୁଗଣ ଗତ କିଛି ଦିନ ହେବ ରଜ କ୍ଵିନ ଜଜ୍ ମାନଙ୍କର କିଛି ମୂର୍ଖ ପ୍ରଶ୍ନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଏହି ଜଜ୍ ମାନେ ଅଡିସନ ଦେବାକୁ ଆସିଥିବା ଝିଅ ମାନଙ୍କୁ ବେକାର ପ୍ରଶ୍ନ ପଚାରି ବେଜିତ କରୁଛନ୍ତି । ରଜ କ୍ଵିନ ଜଜ୍ ମାନଙ୍କର ଏହି କାମ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଛି । ବଡ କଥା ଏହା ହେଉଛି ଯେ, ଯେଉଁ ମାନେ ଜଜ୍ ହୋଇ ବସିଛନ୍ତି ସେମାନେ ନିଜ ଜୀବନରେ କିଛି ବଡ ସଫଳତା ହାସଲ କରିନାହାନ୍ତି ହେଲେ ବଡ ବଡ କଥା କହୁଛନ୍ତି ।

ଜଜ୍ ମାନଙ୍କୁ ବେଜିତ କରିବା ପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ନୂଆ ଗୀତ ଭାଇରାଲ ହୋଇଛି । ସେହି ଗୀତଟି ହେଉଛି ‘ଚକୁଳି ପିଠାରେ କେତଟା କଣା’ । ଏହି ମୂର୍ଖ ଜଜ୍ ମାନଙ୍କୁ ବେଜିତ କରିବାର ଏହା ହେଉଛି ଏକ ସୁନ୍ଦର ଉପାୟ । କେତେକ ଲୋକ ଜଜ୍ ମାନଙ୍କୁ ଏହି ଗୀତ ଶୁଣାଇବା ପାଇଁ ମଧ୍ୟ ଦାବି କରିଛନ୍ତି ।

ଗତ କିଛି ଦିନ ହେବ ଏହି ରିଆଲିଟି ସୋର ଜଜ୍ ମାନଙ୍କୁ ଓଡିଶା ଲୋକ ମାନେ ମନ ଭରି ଗାଳି ଦେଇଛନ୍ତି । ବନ୍ଧୁଗଣ ଗୋଟେ କଳାକାର ନିଜ ଜୀବନରେ ସଫଳ ହେବାକୁ ଚାହିଁ ଥାଏ ଓ ନିଜ ଲୋକପ୍ରିୟତାକୁ ବଢାଇବା ପାଇଁ ଇଛା ରଖିଥାଏ । ହେଲେ ଏହି ଜଜ୍ ମାନେ ନିଜ ଭୁଲ ପାଇଁ ଆଜି ଓଡିଶା ବାସୀଙ୍କ ଠାରୁ ଗାଳି ଶୁଣୁ ଛନ୍ତି ।

ଏହି ସୋରେ ଏକ ଝିଅକୁ ପଚରାଯାଇଥିଲା ‘ଚକୁଳି ପିଠାରେ କେତଟା କଣା ?’, ଝିଅଟି ଉତ୍ତର ଦେଇ ନପାରିବାରୁ ତାଙ୍କୁ ଅପମାନିତ କରଯାଇଥିଲା । ତେବେ ବନ୍ଧୁଗଣ କଥା ଟା ଏହା ଯେ, ଏହି ପ୍ରଶ୍ନର ଉତ୍ତର ସେହି ଭୁଷପଣ୍ଡିତ ଜଜ୍ ମାନେ ମଧ୍ୟ ଦେଇପାରିବେ ନାହିଁ । ସିଧା ଭାଷାରେ କହିବାକୁ ଗଲେ ସେହି ସୋର ଜଜ୍ ମାନେ ହେଉଛନ୍ତି ସଂପୂର୍ଣ୍ଣ ମୂର୍ଖ । ଏପଟ ସେପଟ ପ୍ରଶ୍ନ ପଚାରି ଝିଅ ମାନଙ୍କୁ ବେଜିତ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button