ମନୋରଞ୍ଜନ

ପୁଅପିଲା ଭୁଲ କରିବେ …କେହି କହିପାରିବେନି ସେ ପୁରା ରାମଚନ୍ଦ୍ର ..ଆମ ପାଖରେ ରାବଣ ଗୁଣ ବି ଅଛି, ମୋ ଭାଇଙ୍କ ଝିଅକୁ ପଟେଇକି ପୁରା…’ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଦମଦାର ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅମର ମହାପାତ୍ର । ଆପଣ ମାନେ ସମସ୍ତେ ଅମରଙ୍କ ଜବରଦସ୍ତ ଅବିନୟ ତ ନିଶ୍ଚୟ ଦେଖିଥିବେ । ତେବେ ଅମର ହେଉଛନ୍ତି ଜଣେ ଖୋଲା ମିଞ୍ଜାସ ମଣିଷ ସେ କ୍ୟାମେରା ଆଗରେ ସବୁ କଥା ଖୋଲାଖୋଲି କହିଦିଅନ୍ତି । ଆଉ ଏହାରି ମଧ୍ୟରେ ତାଙ୍କର ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ସେ କହୁଛନ୍ତି-‘ସମସ୍ତେ ଏବେ କଳା ଲାଇନକୁ ଖରାପ ଭାବୁଛନ୍ତି  । ଏବେ ବି କାହା ପିଲା ଆସିଲେ କହୁଛନ୍ତି ସେ ଫିଲ୍ମ ଲାଇନ ଖରାପ ପୁଅ ପିଲା ଖରାପ ଝିଅ ମାନେ ଖରାପ । ଆରେ ଫିଲ୍ମ ଲାଇନ ସଂପୂର୍ଣ୍ଣ ଖରାପ ନୁହେଁ ଆମେ ଯାହା କରୁଛୁ କ୍ୟାମେରା ଆଗରେ କରୁଛୁ । ହଁ ଆମେ କୁଣ୍ଢେଇକି ହିରୋଇନକୁ ଧରୁଛୁ ହିରୋକୁ ଧରୁଛୁ ଲୀପ କିସ କରୁଛୁ ସେଇଟା ନାଚୁରାଲ ନ କଲେ ଲୋକ ଦେଖିବେ କାହିଁକି ।

ତେଣୁ ମୋ ଘରେ ମୋତେ ଟିକେ ବି ସପୋର୍ଟ କରି ନାହାନ୍ତି । ଆଜି ପର୍ଯ୍ୟନ୍ତ ନା ମୋତେ ଟଙ୍କାଟିଏ ଦେଲେ ନା ଘର ଦେଲେ ନା କିଛି ଦେଲେ । ଭଲ ପାଉଥିଲେ ହେଲେ ଫିଲ୍ମ ଲାଇନରେ ମୁଁ ଯିବା ପାଇଁ ସେ ଚାହୁଁ ନଥିଲେ । ଆମର ସମସ୍ତେ ସରକାରୀ ଚାକିରିଆ ଖାଲି ମୁଁ ବେକାରିଆ ତା ପରେ ମୋ ସ୍ତ୍ରୀ ମୋ ଜୀବନକୁ ଆସିଲା । ମୁଁ ମୋ ସ୍ତ୍ରୀକୁ ବହୁତ ଅଧିକ ଭଲ ପାଏ । ମୁଁ ମୋ ସ୍ତ୍ରୀର ବାପାକୁ ଭାଇ ଡାକୁ ଥିଲି ତା ବାପାର ମୋର ଡ୍ରାମା କରୁଥିଲୁ ।

ସେତେବେଳେ ମୁଁ ଶୁଣିଲି ପଙ୍କଜ ଭାଇଙ୍କ ଝିଅ ବହୁତ ଷ୍ଟ୍ରଙ୍ଗ ମୋତେ ଦେଖିବାକୁ ଇଛା ହେଲା ମୁଁ ତାଙ୍କ ଘରକୁ ଗଲି । ତା ପରେ ମୋ ସାଙ୍ଗ ମାନେ ମୋତେ ଉଶକେଇ ଦେଲେ । ତା ବାପା ଭାଇ ମାନେ ସେ ମୋର ଝିଆରୀ ହେଲା ନା । ମୁଁ ତାକୁ ମିଛରେ ମିଛରେ ପଟେଇ ଦେଲି ଆଉ ସେ ବି ମୋତେ ଲଭ କରିଲା’

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button