ମନୋରଞ୍ଜନ

କି ସଂସ୍କାର ଏଇ କୁନି ଝିଅଟିର, ଜଣେ ଭାରତୀୟ ଯବାନଙ୍କୁ ଦେଖିବା ମାତ୍ରେ ଯାହା କଲା ନା…..ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଭିଡ଼ିଓ ହେଲା ଭାଇରାଲ୍

ନମସ୍କାର ବନ୍ଧୁଗଣ ତେବେ ସୋସିଆଲ ମିଡିଆରେ ଆଜିକାଲି ବହୁ ମନ ଛୁଆଁ ଭିଡିଓ ଭାଇରାଲ ହେଉଛି । ତେବେ ଆଜିର ଏହି ବିକଶିତ ଟେକ୍ନିକାଲ ଯୁଗରେ ଲୋକ ମାନେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ନିଜକୁ ଇଣ୍ଟରନେଟ ସହ ନିୟୋଜିତ କରି ରଖୁଛନ୍ତି । ତେବେ ଆଧୁନିକ ସମାଜରେ କର୍ମବହୁଳ ଜୀବନ ମଧ୍ୟରେ ଟିକିଏ ମନରୋଞ୍ଜନ କରିବା ସହିତ ଘରେ ବସି ଦେଶ ବିଦେଶର ଘଟୁଥିବା ଘଟଣା ର ସୂଚନା ବିଷୟରେ ଅବଗତ ହେବା ଉଦ୍ଦେଶ୍ୟ ରେ ପ୍ରାୟତଃ ଲୋକ ସୋସିଆଲ ମିଡ଼ିଆ ର ବ୍ୟବହାର କରୁଛନ୍ତି ।

ତେବେ ଏହି ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଜୀବନ୍ତ ଘଟଣା ଦେଖିବା କୁ ମିଳିଥାଏ । ତତ୍ସହିତ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଶ ବିଦେଶରେ ଘଟୁଥିବା ଘଟଣା ସମୂହ କୁ ଘରେ ବସି ଅଳ୍ପ ସମୟ ମଧ୍ୟରେ ଲୋକ ମାନେ ଜାଣି ପାରୁଛନ୍ତି । ତେବେ ଏହି କ୍ଷେତ୍ରରେ ସୋସିଆଲ ମିଡ଼ିଆ ଏକ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଛି । ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡିଓ ବିଷୟରେ ଆଲୋଚନା କରିନେବା ।

ଏହି ସବୁ ଭିଡିଓ ଦେଖିବା ପରେ ଲାଗୁଛି ହଁ ସତରେ ଦୁନିଆରେ ଏବେ ବି କିଛି ଭଲ ମଣିଷ ଅଛନ୍ତି ଯାହା ପାଇଁ ଏହି ସଂସାର ଚାଲୁଛି । ଏବେ ସୋସିଆଲ ମିଡିଆରେ ସେନା ବାହିନୀଙ୍କର ଯବାନଙ୍କର ସେଭଳି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ଭିଡିଓରେ ଆର୍ମୀର କିଛି ଯବାନ ମେଟ୍ରୋ ଷ୍ଟେସନ୍‌ ପାଖରେ ଠିଆ ହୋଇଛନ୍ତି । ସେହି ସମୟରେ ସେଠାକୁ ଏକ ଛୋଟ ଛୁଆ ଆସୁଛି ଓ ସେନାର ଜଣେ ଯବାନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଛି ।

ତେବେ ଯବାନମାନେ ଯେ କେବଳ ଆମ ଦେଶର ସୁରକ୍ଷାକର୍ତ୍ତା ସେତିକି ପରିଚୟ ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ । ସେମାନଙ୍କ ତ୍ୟ‌ାଗ ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ସେମାନେ ଦୁନିଆର ସବୁଠାରୁ ଅଧିକ ସମ୍ମାନ ପାଇବାର ଅଧିକାରୀ । ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେ‌ାଇଛି । ତେବେ ଏପରିକି ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକେ କୁନି ଝିଅଟି ଉତ୍ତମ ସଂସ୍କାର ପାଇଛି ବୋଲି ଚର୍ଚ୍ଚା କରିବା ଆରମ୍ଭ କରି ଦେଇଛନ୍ତି ।

ତେବେ ଏହି ଭିଡିଓଟିକୁ ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି ବରିଷ୍ଠ ବିଜେପି ନେତା ପିସି ମୋହନ । ସେ ଭିଡିଓଟିକୁ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରି ଲେଖିଛନ୍ତି, ‘ଏହି ମହାନ ରା‌ଷ୍ଟ୍ର ପାଇଁ ପିଲାମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପ୍ରତ୍ୟେକ ପିତାମାତାଙ୍କ କର୍ତ୍ତବ୍ୟ ହେବା ଉଚିତ ।’ ସେ ଏହି ଭିଡିଓଟି ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରିବା ପରେ ଭିଡିଓଟିର ଏବେ ସୁଦ୍ଧା ୧୦ ଲକ୍ଷ ଭିୟୁ ହୋଇ ସାରିଲାଣି ।

ଭିଡିଓଟିରେ ଦେଖିବାକୁ ମିଳିଛି ମେଟ୍ରୋ ଷ୍ଟେସନ୍‌ରେ କିଛି ସେନା ଯବାନ ଛିଡ଼ା ‌ହୋଇଥିବା ବେଳେ କୁନି ଝିଅଟି ସେମାନଙ୍କ ନିକଟକୁ ଚାଲି ଚାଲି ଯାଉଛି । ସେମାନଙ୍କ ମଧ୍ୟରୁ ଜଣେ ଯବାନ କୁନି ଝିଅଟିର ମୁହଁକୁ ଛୁଇଁ ଶ୍ରଦ୍ଧା କରୁଛନ୍ତି । ଏତିକି ବେଳେ କୁନି ଝିଅଟି ଯବାନଙ୍କ ପାଦ ଛୁଇଁ ତାଙ୍କୁ ପ୍ରଣାମ କରୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button