ମନୋରଞ୍ଜନ

ବିଚରା ବିଲେଇ ର ହୱା ଟାଇଟ କରିଦେଲା ହନୁ ମାଙ୍କଡ, ଭିଡିଓ ଦେଖିଲେ ହସି ହସି ଗଡିବେ ଆପଣ (Animal funniest moment), ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ପଶୁ ପକ୍ଷୀ ମାନେ ଖୁବ ବିଶ୍ୱାସୀ ଥାଆନ୍ତି ତେବେ ମଣିଷ ଏବଂ ପଶୁପକ୍ଷୀ ଙ୍କ ସମ୍ପର୍କ ଖୁବ ନିବିଡ଼ ମଧ୍ୟ ଥାଏ । ତେବେ ବେଳେ ବେଳେ ଏହି ପଶୁପକ୍ଷୀ ମାନେ ଏଭଳି କିଛି ହରକତ କରନ୍ତି ଯାହା ଦେଖି ଆପଣ ଡରିଯିବେ ଏବଂ ବେଳେବେଳେ ଏଭଳି କିଛି ହରକତ କରିଥାନ୍ତି ଯାହାକୁ ଦେଖିବା ପରେ ଆପଣ ନ ହସି ରହି ପାରିବେ ନାହିଁ । ତେବେ ଆସନ୍ତୁ ଆଜି ଆମେ ଏହି ପଶୁ ପକ୍ଷୀ ମାନଙ୍କ ର କିଛି ଅଦ୍ଭୁତ ଘଟଣା ବିଷୟରେ ଆଲୋଚନା କରି ନେବା ।

୧-ପ୍ରଥମ ଭିଡ଼ିଓରେ ଗୋଟିଏ ଛେଳି କୁ ଭୋକ ଲାଗିବାରୁ ସେ ଗଛ ର ପତ୍ର ଖାଇବାକୁ ଗଲା ତେବେ କିନ୍ତୁ ଗଛ ଟି ବହୁତ ଉପରେ ଥିଲା ଏବଂ ତା ମୁହଁ ସେ ଯାଏ ଯାଇ ପାରୁ ନଥିଲା । ତେବେ ସେହି ସମୟରେ ଛେଳି ବହୁତ ବୁଦ୍ଧିମାନ ର କାମ କଲା ସେ ସେହି ପାଖରେ ଥିବା ମଇଁଷି ର ଉପରକୁ ଚଢି ତା ପିଠି ଉପରେ ଛିଡା ହୋଇ ଆରାମ ରେ ଗଛର ପତ୍ର ଖାଇବାକୁ ଲାଗିଲା ।

୨- ଦ୍ଵିତୀୟ ଭିଡିଓ ରେ ଦୁଇଟି ବିଲେଇ ହଠାତ ରାସ୍ତା ମଝିରେ ପରସ୍ପର ସହ ଝଗଡା କରିବାକୁ ଲାଗିଲେ ଏବଂ ପରସ୍ପରକୁ ମାରିବା ରାମ୍ପିବା ମଧ୍ୟ ଆରମ୍ଭ କରିଦେଲେ । ତେବେ କିନ୍ତୁ ଝଗଡା କରୁ କରୁ ହଠାତ ସେହି ଦୁଇ ବିଲେଇ ନଳାରେ ଗଳି ପଡିଲେ । ତେବେ ନଳାରୁ ଉଠିବା ପରେ ଦୁହେଁ ଚୁପଚାପ ନିଜ ରାସ୍ତା ରେ ଚାଲିଗଲେ ।

https://www.youtube.com/watch?v=mkCz4X2pL44

୩- ତୃତୀୟ ଭିଡ଼ିଓରେ ଗୋଟିଏ କୁକୁର ଆରାମରେ ଚୁପଚାପ ଛିଡା ହୋଇଥିଲା । ତେବେ ହଠାତ ସେହି କୁକୁର ପଛରୁ ଗୋଟିଏ କାଉ ଧୀରେ ଧୀରେ ଆସି ସେହି କୁକୁରର ଲାଞ୍ଜ କୁ ଖୁମ୍ପି ବାକୁ ଲାଗିଲା । ତେବେ କାଉ ର ଏହି ହରକତ ପରେ କୁକୁର ଟି ଡରି ଯାଇ ନିଜ ଦୁଇ ଗୋଡ଼ ରେ ଦୌଡ଼ିବାକୁ ଲାଗିଲା । ତେବେ ଏହି ଭିଡିଓ ଟି ଆପଣ ଦେଖିଲେ ବି ହସି ହସି ଗଡିଯିବେ ।

୪- ଚତୁର୍ଥ ଭିଡ଼ିଓରେ ଦୁଇଟି କୁକୁର ପରସ୍ପରକୁ ଦେଖି ବହୁତ ଜୋରରେ ଭୋକିବାକୁ ଲାଗିଲେ । ସତେ ଯେପରି ଯଦି ତାଙ୍କ ସାମ୍ନାରେ ଥିବା ଗେଟ ନଥାନ୍ତା ତେବେ ଦୁହେଁ ଦୁହିଙ୍କ ର ମର୍ଡର କରି ଦେଇଥାନ୍ତେ । ତେବେ ସେହି ସମୟରେ ଜଣେ ଲୋକଟି ସେହି ଗେଟ କୁ ହଠେଇ ଦେଲା ଏବଂ ଗେଟ ହଟିବା ପରେ ଦୁଇ କୁକୁର ଏକଦମ ଚୁପ ହୋଇଗଲେ ଏବଂ ଯେମିତି ଗେଟ ଲଗାଗଲା ସେତେବେଳେ ଫୁଣି ଥରେ ସେମାନେ ଭୋକିବା ଆରମ୍ଭ କରିଦେଲେ ।

୫- ପଞ୍ଚମ ଭିଡିଓ ରେ ଜଣେ ଲୋକ ରାସ୍ତା ମଝିରେ ଛିଡା ହୋଇ ନିଜ ଗାଡିକୁ ବୁଲାଇ ଷ୍ଟାଣ୍ଟ ଦେଖାଉଥିଲା ଏବଂ ନିଜର ଏକ ଭିଡିଓ ମଧ୍ୟ ବନାଉ ଥିଲା । କିନ୍ତୁ ଲୋକଟିର ଏହି ହରକତ ସେଠି ଥିବା ଏକ ଗାଈ କୁ ପସନ୍ଦ ଆସିଲା ନାହିଁ ଏବଂ ସେ ସେହି ଲୋକଟିକୁ ଗୋଡେଇବାକୁ ଲାଗିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button