ସ୍ୱାସ୍ଥ୍ୟ

ଜାଣନ୍ତୁ ପଇଡପାଣିରେ ମୁହଁ ଧୋଇଲେ ମିଳୁଥିବା ଉପକାର ଗୁଡିକ କଣ!

ଜାଣନ୍ତୁ ପଇଡପାଣିରେ ମୁହଁ ଧୋଇଲେ ମିଳୁଥିବା ଉପକାର ଗୁଡିକ କଣ!

ପଇଡ଼ ପାଣି ଦେହ ପାଇଁ ବହୁତ ଭଲ ହେଇଥାଏ .ଏଥିରୁ ବୋହୁ ମାତ୍ର ରେ ଭିଟାମିନ ସି ଓ ଅମିନୋ ଏସିଡ ରହିଥାଏ ଯାହା ଦେହ ରେ ବୋହୁ ରୋଗକୁ ଦୂର କରିଥାଏ . ପଇଡ଼ ପାଣି ଦେହ ପାଇଁ କେତେ ଭଲ ଆପଣ ଆଗରୁ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ପଇଡ଼ ପାଣିର ଫେସ ପ୍ୟାକ ବିଷୟରେ କହିବୁ . ଆସନ୍ତୁ ଜାଣିବା କଣ ଆଉ କେମିତି କରିବେ ପଇଡ଼ ପାଣି ର ଉପଯୋଗ ଚେହେରା ରେ

 

ପଇଡପାଣିରେ ମୁହଁ ଧୋଇଲେ ମିଳୁଥିବା ଉପକାର

1. ଚେହେରାରେ ଉଜ୍ଜାଲାପଣ
ଏଥି ପାଇଁ ମୁଲତାନି ମାଟି ସହିତ ପଇଡ଼ ପାଣି ମିଶେଇ ଏକ ପ୍ୟାକ ତିଆରି କରନ୍ତୁ .ଏହି ପ୍ୟାକ କୁ ଚେହେରା ଆଉ ବେକରେ 10 ମିନିଟ ପାଇଁ ଲଗାନ୍ତୁ.କିଛି ସମୟ ପରେ ଏହାକୁ ପାଣିରେ ଧୋଇ ଦିୟନ୍ତୁ .ଏହା ଦ୍ଵାରା ବେକର କଳା ପଣ ଦୂର ହେବ ଓ ଚେହେରାରେ ଚମକ ଦେଖା ଯିବ .

2. ଦାଗର ସମସ୍ୟା
ଦାଗର ସମସ୍ୟା ପାଇଁ ଦିନରେ ଦୁଇ ଥର ମୁଁହକୁ ପଇଡ଼ ପାଣିରେ ଧୋଇ ଦିୟନ୍ତୁ .ମିଳିବ ଖୁବ ଶୀଘ୍ର ଦାଗରୁ ମୁକ୍ତି .

3.ଚୁଟି ପାଇଁ ଉପଯୋଗୀ
ଚୁଟି କୁ କୋମଳ କରିବା ପାଇଁ ଯେ କୌଣସି ତେଲ ସହିତ ପଇଡ଼ ପାଣି ମିଶେଇ ମାଲିସ କରନ୍ତୁ . ଏହା ଦ୍ଵାରା ରୁପି ସମସ୍ୟା ଦୂର ହେବ .

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button