ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଗୁଡିଏ କଥାମାନ ରହିଅଛି । ଯାହାକୁ ଜାଣିବା ଦ୍ଵାରା ପ୍ରତ୍ଯେକଟି ବ୍ୟକ୍ତିଙ୍କର ଜ୍ଞାନବର୍ଦ୍ଧକ ହୋଇଥାଏ । ଏହା ସହିତ ସେହି ଜ୍ଞାନ ଜଣେ ଜାଣି ଅନ୍ୟ ଜଣଙ୍କୁ ବାଣ୍ଟିବା ଦ୍ଵାରା ମଧ୍ୟ ଅନ୍ୟ ଜଣଙ୍କଟିର ଜ୍ଞାନ ବଢିଥାଏ । ତେବେ ଆଉ ସମୟ ଜମାରୁ ମଧ୍ୟ ବିଳମ୍ବ କରିବା ନାହିଁ । ତେବେ ଚାଲନ୍ତୁ ସେହିପରି କିଛି ଜ୍ଞାନପୂର୍ଣ୍ଣ ତଥ୍ୟ ସମ୍ବଦ୍ଧରେ ଆଲୋଚନା କରିନେବା । ୧;- ଭାରତରେ ସବୁଠାରୁ ପୁରାତନ ଶ୍ରମିକ ସଂଗଠନ କଣ ଅଟେ ? Your Gateway To Endless Ways To Play This IPL Season Ace Media Sex And Mental Health: The Connection Most Couples Miss Herbeauty How Horrific Can A Tampon Be? Well, This Model Will Tell You Herbeauty Some Designs Are Hard To Forget — For The Wrong Reasons Herbeauty ଉତ୍ତର;- ଭାରତର ସବୁଠାରୁ ପୁରାତନ ଶ୍ରମିକ ସଂଗଠନ ଅଖିଳ ମଜଦୁର ସଂଘ କଙ୍ଗ୍ରେଶ । ୨;- କେଉଁ ପଶୁ ଅଛି ଯାହାର ଗୋଟିଏ ଆଖି ଆଗକୁ ରହିଥାଏ ଓ ଅନ୍ୟ ଆଖିରେ ପଛ ପଟ ଆଖି ଦେଖିଥାଏ ? अन्य जबरदस्त कंटेंट बरगढ़: महिला ने बताया मधुमेह से बचने का आसान नुस्खा Insulux Diabetic Support मेरी डायबिटीज चली गई! मैंने बस 30 दिन सोने से पहले किया ये एक काम Insulux Diabetic Support The Scene That Got Bob Thornton Into Trouble With Angelina Jolie Brainberries How One Photo Caused A Man To Immediately Ask For A Divorce Buzz Day ଉତ୍ତର;- ଝିଟିପିଟି ଏକ ଏପରି ପଶୁ ଯାହାର କି ଗୋଟିଏ ଆଖି ଆଗକୁ ରହିଥାଏ । ଓ ଅନ୍ୟଟି ଆଖିର ପଛପଟେ ରହିଥାଏ । ୩;- ଶାଶୁ ଓ ବୋହୁ ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ ? ଉତ୍ତର;- ଶାଶୁ ଓ ବୋହୁ ମନ୍ଦିର ଉଦୟପୁର ଠାରେ ଅବସ୍ଥିତ ରହିଛି । ୪;- ଲାଲବାହାଦୂର ଶାସ୍ତ୍ରୀ ସମାଧିସ୍ତଳ କେଉଁ ନାମରେ ପରିଚିତ ? ଉତ୍ତର;- ଲାଲବାହାଦୂରଶାସ୍ତ୍ରୀ ସମାଧିସ୍ତଳ ବିଜୟଘାଟ ନାମରେ ପରିଚିତ । ୫;- ଭାରତର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ କିଏ ଥିଲେ ? ଉତ୍ତର;- ଭାରତର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଥିଲେ । ୬;- ଉତ୍ତରପ୍ରଦେଶର ମୁଖ୍ୟ ଲୋକନୃତ୍ୟର ନାମ କଣ ଅଟେ ? ଉତ୍ତର;- ଉତ୍ତରପ୍ରଦେଶର ମୁଖ୍ୟ ଲୋକନୃତ୍ୟର ନାମ ଚାଚରୀ ଅଟେ । ୭;- ଦୁନିଆର ସବୁଠୁ ବଡ ଦେଶ କଣ ଅଟେ ? ଉତ୍ତର;- ଦୁନିଆର ସବୁଠୁ ବଡ ଦେଶର ନାମ ରୁଷିଆ ଅଟେ । ୮;- ବୁଡି ଯାଉଥିବା ସୂର୍ଯ୍ୟର ଦେଶ କେଉଁ ଦେଶକୁ କୁହାଯାଇଥାଏ ? ଉତ୍ତର;- ବୁଡି ଯାଉଥିବା ସୂର୍ଯ୍ୟର ଦେଶ ବ୍ରିଟେନକୁ କୁହାଯାଇଥାଏ । ୯;- ଇଣ୍ଡିଆ ବ୍ରାଣ୍ଡ ଏକ୍ସକ୍ୟୁଟିଭ ଫଣ୍ଡ କେବେ ସ୍ଥାପନ କରଯାଇଥିଲା ? ଉତ୍ତର;- ଇଣ୍ଡିଆ ବ୍ରାଣ୍ଡ ଏକ୍ସକ୍ୟୁଟିଭ ଫଣ୍ଡ ୧୯୯୬ ମସିହାରେ ସ୍ଥାପନ କରଯାଇଥିଲା । ୧୦;- କେଉଁ ଗଛ ଅଛି ଜିଏକି ମାଂସ ଖାଇଥାଏ ? ଉତ୍ତର;- ଭେନୁସ ଫ୍ଲାଇ ଟ୍ରାପ ଗଛ ଜିଏକି ମାଂସ ଖାଇଥାଏ । ୧୧;- ଡେନମାର୍କ ଦେଶର ସାଂସଦର ନାମ କଣ ଅଟେ ? ଉତ୍ତର;- ଡେନମାର୍କ ଦେଶର ସାଂସଦର ନାମ ଫୋଲୋକେଟିଙ୍ଗ ଅଟେ । ୧୨;- କେଉଁ ରାଜ୍ୟକୁ କୋଇଲା ଭଣ୍ଡାର କୁହାଯାଏ ? ଉତ୍ତର;- ଝାରଖଣ୍ଡକୁ କୋଇଲା ରାଜ୍ୟ କୁହାଯାଏ । ୧୩;- ପୃଥିବୀର ସବୁଠାରୁ ଶୀତଳ ଦେଶ କେଉଁଟି ଅଟେ ? ଉତ୍ତର;- ପୃଥିବୀର ସବୁଠାରୁ ଶୀତଳ ଦେଶ ରୁଷିଆ ଅଟେ । ୧୪;- କେଉଁ ଜୀବ ଜନ୍ମ ହେବା ମାତ୍ରେ ମା’ କୁ ଖାଇଥାଏ ? ଉତ୍ତର;- ବିଛା ଜନ୍ମ ହେବା ମାତ୍ରେ ତା’ ମା’ ମରିଯାଇଥାଏ । ୧୫;- ସେ କେଉଁ ଫଳ କଷିରେ ଗୋଟେ ରଙ୍ଗ ପାକଳର ଗୋଟେ ରଙ୍ଗ ଓ ପାଚିଲେ ଗୋଟେ ରଙ୍ଗ ହୋଇଥାଏ ? ଉତ୍ତର;-ଖଜୁରୀର ରଙ୍ଗ କଷିରେ, ପାକଳରେ ଓ ପାଚିଲେ ଭିନ୍ନ ଭିନ୍ନ ରହିଥାଏ ।

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ଜୀବନ ହେଉଛି ଏକ ଦୁର୍ଲଭ ଜୀବନ । ତେବେ ପ୍ରତ୍ଯେକଟି ମନୁଷ୍ୟ ଜନ୍ମ ପାଇଥିବା ବ୍ୟକ୍ତିବିଶେଷ ମାନେ ନିଜର ଜୀବନକୁ ସାର୍ଥକ କରିବା ଉଚିତ । ତେବେ ଜୀବନରେ ସଫଳତା ଆସିବା ପରେ ହିଁ ବ୍ୟକ୍ତିର ଜୀବନ ସଫଳ ହୋଇଥାଏ । ଏଥିପାଇଁ ବ୍ୟକ୍ତିକୁ ନିଜର ପରିଶ୍ରମ ଜାରୀ ରଖିବା ସହିତ କିଛି ଆଧ୍ୟାତ୍ମିକ ଜ୍ଞାନ ମଧ୍ୟ ଆହରଣ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ । କୌଣସି ସ୍ଥାନକୁ ଯିବା ପୂର୍ବରୁ ଯଦି ଆପଣଙ୍କ ପିନ୍ଧା ବସ୍ତ୍ର ନମିଳେ ।

ତେବେ ଏହା ବହୁତ ଅଶୁଭ ସଂକେତ ହୋଇଥାଏ । କୁକୁର ଯଦି ଆପଣଙ୍କ ଗୋଡକୁ ଶୁଙ୍ଘିଥାଏ । ତେବେ ଏହାର ଅର୍ଥ ଲାଭଦାୟକ ହୋଇଥାଏ । ଯଦି କାହା ଘରକୁ କୁକୁର ନଖରେ ଆମ୍ପୁଡେ । ତେବେ ଏହା ଘରେ ଚୋରୀ ହେବାର ସଂକେତ ଦେଇଥାଏ । ଘରୁ ବାହାରିକି ଯିବା ସମୟରେ ଯଦି କୁକୁର ପଛେ ପଛେ ଯାଇଥାଏ । ତେବେ ଏହା କିଛି ବିପଦ ପଡିବାର ସଂକେତ ଦେଇଥାଏ । ନିଜ ହାତ ଗୋଦାର ଆଙ୍ଗୁଠି କେବେ ମଧ୍ୟ ଫୁଟାନ୍ତୁ ନାହିଁ । ଏହା ଦ୍ଵାରା ଅମଙ୍ଗଳ ହୋଇଥାଏ ।
ଯାତ୍ରା ସମୟରେ ଯଦି ବାମ ପଟରେ ଘୋଡା କିମ୍ବା ମେଣ୍ଢା ଦେଖନ୍ତି । ତେବେ ଏହା ଶୁଭସଂକେତ ହୋଇଥାଏ । କୌଣସି ସ୍ଥାନକୁ ଯିବା ସମୟରେ ଯଦି ହଟାତ ଭାବେ ବର୍ଷା ଆରମ୍ଭ ହୋଇଯାଇଥାଏ । ତେବେ ଏହା ଅଶୁଭ ସଂକେତ ହୋଇଥାଏ । ଦ୍ଵାର ମୁହଁରେ ଯଦି ଜୋତା କିମ୍ବା ଚପଲ ଓଲଟା ପଡିଥାଏ । ତେବେ କାହା ସହିତ ଝଗଡା ହେବାର ସମ୍ଭାବନା ରହିଥାଏ ।

ଶୁନଶାନ ସ୍ଥାନରେ କେବେ ପରିସ୍ରା କରନ୍ତୁ ନାହିଁ । ନଚେତ ପ୍ରେତ୍ମାତ୍ମା ପଛରେ ପଡିଯାଇଥାନ୍ତି । ଘରେ ରାତିରେ କେବେ ସିଟି ମାରନ୍ତୁ ନାହିଁ । ଏହା ଦ୍ଵାରା ସାପ ଓ ଭୁତପ୍ରେତ ଘରେ ପ୍ରବେଶ କରିଦେଇଥାନ୍ତି । ସିଧା ଠିଆ ହୋଇ ଆଣ୍ଠୁକୁ ଅନାଇଲେ । ଆଣ୍ଠୁ ନଦିଶେ । ତେବେ ସ୍ଵାସ୍ଥର ସ୍ଥିତି ଖରାପ ହେଉଥିବାର ସଂକେତ ମିଳିଯାଇଥାଏ । ଯଦି ନୁଜ ନାକ ନିଜକୁ ଦେଖା ଯାଇନଥାଏ । ଭୟଙ୍କର ରୋଗରେ ପୀଡିତ ହେବାର ସମ୍ଭାବନା ମିଳିଯାଇଥାଏ ।
ଶୀତ ଦିନେ ଉଷୁମ ପାଣିରେ ଗାଧୋଇଲେ । ଶରୀର ପାଇଁ ହିତକର ହୋଇଥାଏ । ଏହା ଶରୀରର ରକ୍ତଚାପ ଓ ହୃଦରୋଗର ଆଶଙ୍କା କମାଇଦେଇଥାଏ । ଶୀତ ଦିନ ଅଧିକ ପାଣି ସେବନ କରିଲେ । ଏହା ଶରୀର ପାଇଁ ବହୁତ ହିଁ ହିତକର ହୋଇଥାଏ । ଚର୍ମ ଜନିତ ବହୁତ ସମସ୍ଯା ମଧ୍ୟ ଦୂର ହୋଇଥାଏ ।

ବେକରେ ରୁଦ୍ରାକ୍ଷ ଧାରଣ କରିଲେ । ହୃଦରୋଗ, ମାନସିକ ରୋଗ ଓ ମସ୍ତିଷ୍କ ରୋଗରୁ ଉପଶମ ମିଳିଥାଏ ।



