ନୀତି

ମଙ୍ଗଳବାର ଦିନ ଚୁପଚାପ ଏଇଠି ପୋତି ଦିଅନ୍ତୁ 1 ଲେମ୍ବୁ, ଆଉ ତା ପରେ ଦେଖନ୍ତୁ ଚମତ୍କାର…

ଆମେ ଜାଣିଛୁ କି ହନୁମାନ ଜି ସବୁ ଲୋକଙ୍କୁ ରକ୍ଷା କରନ୍ତି । ତେବେ ଆମେ ଯଦି ପ୍ରକୃତ ମନରେ ଡାକିବା ତାହେଲେ ସେ ଆମକୁ ନିଶ୍ଚିତ ଭାବେ ରକ୍ଷା କରିବେ । ଯଦି ଆମେ ତାଙ୍କ ଆଗରେ  କେବଳ ରାମ ନାମ ଜପିବା ତାହେଲେ ଖୁବ ଜଲ୍ଦି ପ୍ରସନ୍ନ କରି ପାରିବା ହନୁମାନ ଯୀଙ୍କୁ। ଆମେ ଆଜି ଆପଣଙ୍କୁ  କହିବା ପାଇଁ ଯାଉଛୁ କି ଆମେ କିଭଳି ଭାବେ ନିଜର ରକ୍ଷା କରିବା ଦୁଷ୍ଟ ଶକ୍ତି ମାନଙ୍କ ପାଖରୁ । ଏଠି ପାଇଁ ଆମେ କିଭଳି ଭାବେ ପୂଜା କରିବା କିଭଳି ଭାବେ କାମ କରିବା ତାହା ଆସନ୍ତୁ ଜାଣି ନେବା । ଆମେ ହନୁମା ଯୀଙ୍କୁ ପାନର ବିଡା, ଧନିଆ, ହଳଦିଆ ବସ୍ତ୍ର, ଓ ନାଲି ସୁନ୍ଦର ଦେଇ ପ୍ରାର୍ଥନା କରି ପାରିବା କି ସେ ଆମକୁ ରକ୍ଷା କରିବେ । ମାତ୍ର ଆମେ ଆଜି ଯେଉଁ ବିଷୟରେ କହିବା ପାଇଁ ଯାଉଛୁ ତାହା  ହେଲା କି ଆମେ ଆଜି ଲେମ୍ବୁ କୁ ନେଇ କିଛି କହିବା ପାଇଁ ଯାଉଛେ ।

ଯାହାକୁ କରିବା ଦ୍ଵାରା ଆପଣ ନିଜକୁ ଖରାପ କିମ୍ବା ଦୁଷ୍ଟ ଶକ୍ତି ମାନଙ୍କ ପାଖରୁ ବଞ୍ଚାଇ ପାରିବା । ଆମେ କହିବାକୁ ଚାହୁଁ କି ଆମେ ଏହି ଉପାୟକୁ ମଙ୍ଗଲ ବାର କିମ୍ବା ଶନିବାର ଦିନ କରିଲେ ଭଲ ହେବ । ଯଦି ଆପଣଙ୍କ ଘରେ କେହି ବେମାର ଅଛି ତାହେଲେ ଆପଣ ଲେମ୍ବୁ ନେବା । ତାଙ୍କ ତକିଆ ତଳେ ରାଖୀ ଦେବା । ଏହାକୁ ସକାଳେ ନେଇକି ଦୁଇ ଫାଳ କରିଦେବା ଓ ଏହା ପରେ ଆମେ ଏହାକୁ ନେଇ ପୂର୍ବ ଦିଗକୁ ଅନେଇକି ରହିବା ।

ଆମ ବାମ ହାତରେ ଥିବା ଲେମ୍ବୁ କୁ ଆମେ ଡାହାଣ ପାତକୁ ପକେଇବା ଓ ଡାହାଣ ହାତରେ ଥିବା ଲେମ୍ବୁ କୁ ବାମ ପଟେ ପକେଇବା । ଏହା ପରେ ପଛକୁ ନ ଦେଖି ଆମେ ଶିଧା ସିଧା ଘରକୁ ଫେରି ଆସିବା । ଆପଣ ଏହାକୁ ଲାଗ ଲାଗ କରି ୩ ଟି ମଙ୍ଗଲ ବାର ଯାଏ କରନ୍ତୁ କିମ୍ବା ଆପଣ ଏହାକୁ ଲାଗି ଲାଗି ୩ ଟି ଶନି ବାର ଦିନ କରି ପାରିବେ । ଅନେକ ସମୟରେ ବ୍ୟାପାରରେ ଖୁବ ଲାଭ ହୋଇ ଥାଏ ଓ ଅନେକ ସମୟରେ ଆପଣଙ୍କ ବ୍ୟାପାର ବନ୍ଦ ହୋଇ ଯାଏ ତେବେ ।

ସେହି ସମୟରେ ଆପଣ ଏକ ଲେମ୍ବୁ ନେବେ ଏହା ସହ ଆପଣ ଏକ ମହୁ ସିସି ନେବେ ଟିକେ ବଡ ବାଲା ମହୁ ଶିଶି ନେବେ । ଏହା ପରେ ଆପଣ ଲେମ୍ବୁ କୁ ଘରର ଚାରି କାନ୍ଥରେ ଲଗେଇକି ଏହାକୁ ସେହି ଶିଶି ରେ ବୁଡେଇ ଦେବେ । ଏହା ପରେ ଆପଣ ଏହାକୁ ନେଇକି ଏକ ସାନ୍ତ ଜାଗାରେ ୪ ଫାଳ କରି କାଟି ପକେଇଦେବେ ଓ ପଛକୁ ନ ଦେଖି ଘରକୁ ଆସିବେ । ଏହା ଏକ ଛକ ଜାଗାରେ କରିବେ ।

ଯଦି ଆପଣ ଚାକିରି ପାଇଁ ଚାହୁଞ୍ଚନ୍ତି ତେବେ ଆପଣ ଏକ ଲେମ୍ବୁ ନେଇକି ସେଥିରେ ଚାରତି ଲବଙ୍ଗ ଗେଞ୍ଜି ଦିଅନ୍ତୁ ଏହା ଆପଣ ସେତେବେଳେ କରିବେ ଯେତେବେଳେ ଆପଣ ହନୁମାନ ଚାଳିଶା ପଢୁଥିବେ । ଏହା ପରେ ଆପଣ ଏହାକୁ ନଯ ସହ ନେଇକି ଯାଅନ୍ତୁ ଯୁଆଡେ ଭି ଯିବେ ଆପଣଙ୍କୁ ସଫଳତା ମିଳିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button