ସ୍ୱାସ୍ଥ୍ୟ

ଆଉ ଡାଏ କରିବାକୁ ପଡିବନି, ବିନା ଖର୍ଚ୍ଚରେ ଆପଣଙ୍କ କେଶ ହେବ କଳା ଏବଂ ଚମକଦାର, ଥରେ ପ୍ରୟୋଗ କରି ଦେଖନ୍ତୁ ଏହି ଘରୋଇ ଉପଚାର

ନାମସ୍କାର ବନ୍ଧୁଗଣ, ଆଜିକାଲି ଏକ ବଡ ସମସ୍ୟା ହେଉଛି ଖୁବ କମ ବୟସରେ ଚୁଟି ଧଳା ହେବାକୁ ଲାଗୁଛି । ଯାହାଫଳରେ ଆପଣଙ୍କ ସୌନ୍ଦର୍ଜ୍ୟ ମଧ୍ୟ କମିଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମାନେ ଅନେକ ମେଡିସନ ଖାଇଥିବେ ଅନେକ ଘରୋଇ ଉପଚାର ମଧ୍ୟ ଆପଣାଇ ଥିବେ କିନ୍ତୁ କିଛି ଫାଇଦା ପାଇନଥିବେ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଚମତ୍କାରୀ ଉପାୟ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କ ଧଳା ଚୁଟିକୁ କଳା କରିଦେବ ।

ଆପଣ ପ୍ରଥମେ ଡାଳିମ୍ବର ସବୁ ମଞ୍ଜିକୁ ବାହାର କରିଦିଅନ୍ତୁ । ଏହାପରେ ଆପଣ ସେହି ଡାଳିମ୍ବର ଚୋପାକୁ ଫୋପାଡନ୍ତୁ ନାହିଁ । ଗ୍ୟାସ ଉପରେ ଆପଣ ଅଳ୍ପ ପାଣି ଗରମ କରନ୍ତୁ । ସେହି ପାଣିରେ ଡାଳିମ୍ବର ଚୋପାକୁ ପକାନ୍ତୁ । ଏହାକୁ ଆପଣ ଅଳ୍ପ ସମୟ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ସେଥିରେ ଚିପୁଡା ହୋଇଥିବା 4ଟି କାଗେଜି ଚୋପା ପକାନ୍ତୁ ।

ଆପଣ ଏଥିରେ 4,5ଟି ଅଖ୍ରୋଟର ଚୋପା ପକାନ୍ତୁ । ଏହା ନିଜର ଏକ ଭଲ ରଙ୍ଗ ଛାଡିଥାଏ । ତେଣୁ ଏହା ଆପଣଙ୍କ ଚୁଟିକୁ ଏକ ଭଲ ରଙ୍ଗ ଆଣିଦେବ । ଏହାପରେ ଆପଣ ଏହି ତିନୋଟି ଜିନିଷକୁ 5 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ । ଫୁଟି ସାରିବା ପରେ ଏହାର ଏକ ସୁନ୍ଦର କଳା ରଙ୍ଗ ଆସିଯିବ ।  ଏହାକୁ ଏବେ ଆପଣ ଥଣ୍ଡା ହେବାକୁ ଛାଡିଦିଅନ୍ତୁ ।

ଥଣ୍ଡା ହୋଇଯିବା ପରେ ଆପଣ ଏହାର ପାଣିକୁ ଭଲ ଭାବରେ ଛାଣି ଦିଅନ୍ତୁ । ଏବେ ଆପଣ ଏହି ପାଣିକୁ ଏକ ସ୍ପ୍ରେ ବଟଲରେ ରଖିଦିଅନ୍ତୁ ।  ଛୋଟ ପିଲାମାନଙ୍କ ମୁଣ୍ଡ ସଫା କରିବାର 1 ଘଣ୍ଟା ପୂର୍ବରୁ ଆପଣ ଏହାକୁ ତାଙ୍କ ଚୁଟିରେ ଭଲ ଭାବରେ ସ୍ପ୍ରେ କରିଦିଅନ୍ତୁ । ସ୍ପ୍ରେ ଆରମରେ ଶୁଖିଯିବ ଏକ ଘଣ୍ଟା ପରେ । ଶୁଖିଯିବା ପରେ ଯେମିତି ଆପଣ ମୁଣ୍ଡ ସଫା କରନ୍ତି ସେମିତି କରିଦେବେ ।

ଏହିଭଳି ଭାବରେ ଆପଣ 3, 4ଥର ମୁଣ୍ଡ ସଫା କରିବା ବେଳେ ଦେଖିବେ ପିଲାମାନଙ୍କର ଚୁଟି ପୁରା କଳା ମସ ମସ ହେବାକୁ ଲାଗିବ । ଆପଣଙ୍କ ଚୁଟିର ରଙ୍ଗ ମେହେନ୍ଦି କରିବା ଚାହୁଁଥିଲେ ଏକ ଘରୋଇ ସହଜ ଉପାୟ ଜାଣନ୍ତୁ । ଯାହା ଆପଣଙ୍କ ଚୁଟି ଉପରେ କିଛି ଖରାପ ପ୍ରଭାବ ପକାଇବ ନାହିଁ ।

ବଳି ଯାଇଥିବା କଳା ପାଣିରେ ଆପଣ କିଛି ମେହେନ୍ଦି ମିଶାନ୍ତୁ । ଆପଣ ଚାହିଁଲ ଏଥିଲେ କଫି କିମ୍ବା ଚାହା ପତି ମିଶାଇ ପାରିବେ । ଏବେ ଆପଣ ଏହି ମିଶ୍ରଣକୁ ଆପଣଙ୍କ ମୁଣ୍ଡରେ ଲଗାନ୍ତୁ । ଏବଂ ଏହାକୁ ଲଗାଇବାର ପରଦିନ ସଫା କରନ୍ତୁ । ତେବେ ଯାଇ ଆପଣ ଚମତ୍କାରୀ ଫଳ ପାଇପାରିବେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button