କ୍ରୀଡା

୪୧ ବର୍ଷ ପରେ ଅଶ୍ୱ ଚାଳନାରେ ଭାରତକୁ ମିଳିଲା ସ୍ୱର୍ଣ୍ଣ – Utkal Mail


ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୩ର ୩ୟ ଦିନରେ ଭାରତୀୟ ଖେଳାଳି ଶାନଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଭାରତ ୩ୟ ଦିନରେ ୩ୟ ସ୍ୱର୍ଣ୍ଣ ପଦକ ଜିତିଛି । ଭାରତର ଅଶ୍ୱ ଚାଳନା ଟିମ୍ ୪୧ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ଏହି ଟିମରେ ସୁଦୀପ୍ତି ହଜେଲା, ଦିବ୍ୟକୀର୍ତ୍ତି ସିଂହ, ଅନୁଶ ଅଗ୍ରୱାଲ ଓ ହୃଦୟ ଛେଡ଼ା ଜବରଦସ୍ତ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟିମ୍ ୨୦୯.୨୦୫ ପଏଣ୍ଟ ହାସଲ କରିଛି ।


Related Articles

Leave a Reply

Your email address will not be published. Required fields are marked *

Back to top button