ରାତିରେ ଶୋଇବା ପୁର୍ବରୁ ଉଷୁମ ପାଣି ସହିତ ଖାଆନ୍ତୁ ମାତ୍ର ୨ ଲବଙ୍ଗ, ଦୂର ହୋଇଯିବ ଏହି ୩ ଗମ୍ଭୀର ରୋଗ

ଲବଙ୍ଗକୁ ପ୍ରାୟ ପ୍ରତ୍ୟେକ ଘରେ ରୋଷେଇ କାର୍ୟ୍ୟରେ ସ୍ବାଦିଷ୍ଟ ଏବଂ ପୋଷ୍ଟିକ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ। ଏହା ଛଡା ଲବଙ୍ଗକୁ ମସଲା ଭାବରେ ମଧ୍ୟ ବ୍ୟବହାର କରାଯାଏ। ଲବଙ୍ଗରେ ଏମିତି ଅନେକ ତତ୍ତ୍ବ ଥାଏ ଯାହ ଅନେକ ରୋଗରୁ ମୂଳରୁ ଶେଷ କରାଇ ଦେଇଥାଏ।ଏଥିପାଇଁ ଲୋକ ପୁରାତନ କାଳରେ ଅନେକ ରୋଗକୁ ଠିକ କରିବା ପାଇଁ ଲବଙ୍ଗର ଉପଯୋଗ କରିଥିଲେ। ଆଜି ଆମେ ଆପଣଙ୍କୁ ଲବଙ୍ଗର କିଛି ଚମତ୍କାରୀ ଫାଇଦା ସମ୍ପର୍କରେ। ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ଦୁଇଟି ଲବଙ୍ଗକୁ ଖାଇ ଗରମ ପାଣି ପିଇବା ଦ୍ବାରା ୩ ଗମ୍ଭୀର ରୋଗ ଭଲ ହୋଇଯାଇଥାଏ।
ଲବଙ୍ଗ ଖାଇବାର ଫାଇଦା

ପେଟ ରୋଗରୁ ମୁକ୍ତି
ରାତିରେ ଶୋଇବା ସମୟରେ ଦୁଇଟି ଲବଙ୍ଗ ଖାଇ ଗରମ ପାଣି ପିଇବା ଦ୍ବାରା ପେଟର ପାଚନ ତନ୍ତ୍ର ମଜବୁତ ହୋଇଥାଏ ଏବଂ ପେଟରେ ହଜମ କ୍ରୀୟା ଭଲ ହୋଇଥାଏ। ଏହାକୁ ଖାଇବା ଦ୍ବାରା ପାଚନ କ୍ରୀୟା ଭଲଭାବେ ହୋଇଥାଏ ଏବଂ ପେଟ ରୋଗ ଯଥା ଗ୍ୟାସ, ଏସିଡିଟୀ ଏବଂ କବ୍ଜ ଠାରୁ ମୁକ୍ତି ମିଳିଥାଏ।
ଆଣ୍ଠୁ ଗଣ୍ଠି ଯନ୍ତ୍ରଣା

ଯେଉଁ ଲୋକଙ୍କର ସବୁବେଳେ ଆଣ୍ଠୁଗଣ୍ଠିର ସମସ୍ୟା ଥାଏ ସେହି ମାନଙ୍କୁ ରାତିରେ ଶୋଇବା ସମୟରେ ସୁଇଟି ଲବଙ୍ଗ ଖାଇ ଉଷୁମ ପାଣି ପିଇବା ଉଚିତ। ଏହା ଦ୍ବାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ଏବଂ ଶରୀର ମଜବୁତ ଏବଂ ଶକ୍ତିଶାଳୀ ହୋଇଥାଏ।
ପୁରୁଷଙ୍କ ଦୁର୍ବଳତା
ରାତିରେ ଶୋଇବା ସମୟରେ ଦୁଇଟି ଲବଙ୍ଗ ଖାଇ ଗରମ ପାଣି ପିଇବା ଦ୍ବାରା ଶରୀରରେ ଗରମ ଉତ୍ପନ ହୋଇଥାଏ ଯାହା ଦ୍ବାରା ପୁରୁଷଙ୍କ ଦୁର୍ବଳତା କମିଥାଏ ଏବଂ ଶରୀରରେ ଶକ୍ତି ଏବଂ ଫୁର୍ତ୍ତୀ ଆସିଥାଏ।



