ସ୍ୱାସ୍ଥ୍ୟ

ସକାଳୁ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ଶରୀର ପ୍ରତି ହେବ କ୍ଷତି

ବର୍ତ୍ତମାନର ଲୋକ ସବୁବେଳେ ନିଜର ଆହାରକୁ ନେଇ ଖୁବ୍ ଚିନ୍ତିତ ଏବଂ ସଚେତନ ରହୁଛନ୍ତି। ଏନେଇ କେତେବଳେ, କେଉଁ ଖାଦ୍ୟ ଖାଇବେ,ସେଥିପାଇଁ ଯଥେଷ୍ଟ ଚିନ୍ତିତ ରହୁଛନ୍ତି। ଆଜି ଆମେ ଏନେଇ ସକାଳେ କେଉଁ ଖାଦ୍ୟକୁ ଖାଇବା ଏକଦମ ଅନୁଚିତ ତାହା ବିଷୟରେ କହିବାକୁ ଯାଉଛୁ।

taking food

-ସକାଳେ ଭୁଲରେ ମଧ୍ୟ କାର୍ବୋହାଇଡ୍ରେଟ୍ ଫୁଡ୍ ଖାଆନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କୁ ଶୀଘ୍ର ଭୋକ ଲାଗିପାରେ। ଏଣୁ ସକାଳେ ସବୁବେଳେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହା ଦିନସାରା ଆପଣଙ୍କୁ ସକ୍ରିୟ ରଖିଥାଏ। ସେହି ପରି କିଛି ମାତ୍ରାରେ କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଇଲେ ତୁରନ୍ତ କ୍ଳାନ୍ତି ମେଣ୍ଟିବା ସହ ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ।

-ରାତିରେ ଅର୍ଥାତ୍ ସନ୍ଧ୍ୟା ୬ଟା ପରେ ଯଦି ଆପଣ କୌଣସି ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତି,ତେବେ ତାହା ଆପଣଙ୍କ ପାଇଁ ଘାତକ ସାବସ୍ତ୍ୟ ହୋଇପାରେ। କିନ୍ତୁ ଗବେଷଣା ଅନୁଯାୟୀ,ଯେଉଁମାନେ ବିଳମ୍ବିତ ରାତ୍ରିରେ ଖାଦ୍ୟ ଖାଆନ୍ତି,ସେମାନେ ଓଭର ଇଟର୍ସ ହୋଇଥାନ୍ତି।

– ଯେତେ ଅଧିକ ଖାଦ୍ୟ ଖାଇଲେ କିଛି ଅସୁବିଧା ନାହିଁ,ମାତ୍ର ସନ୍ଧ୍ୟା ଛଅଟା ପରେ ଅଧିକ ମାତ୍ରାରେ ଖାଦ୍ୟ ସେବନ କରିଲେ,ତାହା ସମସ୍ୟା ଉପୁଜିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button