ସ୍ୱାସ୍ଥ୍ୟ

ଅଧିକ ଝାଳ ବାହାରୁଛି କି ? ତେବେ ଆପଣଙ୍କ ପାଇଁ ଖୁବ ଲାଭକାରୀ ଏହି ଟିପ୍ସ

ଖରା ଦିନରେ ଶରୀରରୁ ଝାଳ ବାହାରିବା ଏକ ସାଧାରଣ ସମସ୍ୟା । ସାଧାରଣତଃ ଲୋକମାନେ ଯେତେବେଳେ ଖରାରେ ଯାଆନ୍ତି ଅଥବା ୱାର୍କଆଉଟ କରନ୍ତି ତାଙ୍କ ଶରୀରରୁ ଆବଶ୍ୟକରୁ ଅଧିକ ଝାଳ ବାହାରିଥାଏ। ଏପରିକି ଅଧିକ ଝାଳ ବାହାରିବା ଦ୍ବାରା ଶରୀର ଦୁର୍ବଳ ମଧ୍ୟ ଅନୁଭୂତ ହୋଇଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର କହିବାକୁ ଯାଉଛୁ ଯାହା ଆପଣଙ୍କ ଏହି ସମସ୍ୟାକୁ ଦୂର କରିବ।

-ନିଜ ଡାଏଟ୍ସରେ ଭେଜିଟେବଲ ଅଏଲ ଏବଂ ନଟ୍ସ ସାମିଲ କରିବା ଦ୍ବାରା ଝାଳ ବାହାରିବା ଦୂର ହୋଇଥାଏ। ଏଣୁ ସବୁବେଳେ ଖାଦ୍ୟରେ ଭିଟାମିନ୍ସ ଇକୁ ସାମିଲ କରିବା ଉଚିତ୍।

Sweating

-ଆପଲ ସାଇଡ଼ର ଭିନେଗାରରେ ଖୁବ ମାତ୍ରାରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଏଥିସହ ଏହା ଶରୀରରେ ଏଷ୍ଟ୍ରୋଜେନର ସ୍ତରକୁ କମ୍ କରିଥାଏ। ଯାହା ଫଳରେ ଝାଳର ସମସ୍ୟା ଦୂର ହୋଇଥାଏ।

-ଗରମରେ ବାହାରକୁ ଯିବା ପୂର୍ବରୁ ଝାଳ ବାହାରୁଥିବା ସ୍ଥାନ ଗୁଡିକରେ ବରଫ ଲଗାନ୍ତୁ।

bodysweating

-ଏପରି ଝାଳ ବାହାରୁଥିବା ଅଂଶରେ ଆପଣ ଆଳୁ ମଧ୍ୟ ରଗଡି ପାରିବେ।

-ଯେଉଁ ବ୍ୟକ୍ତିଙ୍କୁ ଅଧିକ ଝାଳ ଆସିଥାଏ ସେମାନଙ୍କୁ ଖାଦ୍ୟରେ ଲୁଣ କମ ଖାଇବା ଉଚିତ୍।

-ପାଣି କମ୍ ପିଇବା ଦ୍ବାରା ମଧ୍ୟ ଅଧିକ ଝାଳ ବାହାରିଥାଏ। ଏଣୁ ଦୈନିକ ଥରେ ଟମାଟୋ ଅଥବା ଜୁସର ସେବନ କରିବା ଦରକାର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button