ବିଚାର

ଜନ୍ମ ତାରିଖରୁ ଜାଣନ୍ତୁ, ଆପଣଙ୍କର ଲଭ୍ ମ୍ୟାରେଜ୍ ହେବ ନା ଆରେଞ୍ଜ ମ୍ୟାରେଜ୍

ବିବାହକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି। ପୁଅ-ଝିଅ ମାନଙ୍କ ମଧ୍ୟରେ ସର୍ବପ୍ରଥମେ ଏହି ପ୍ରଶ୍ନ ଆସିଥାଏ ଯେ ତାଙ୍କର ଆରେଞ୍ଜ ମ୍ୟାରେଜ କିମ୍ବା ଲଭ୍ ମ୍ୟାରେଜ୍ ହେବ। ଯଦି ଆପଣ ମଧ୍ୟ ଏହି ପ୍ରଶ୍ନରେ ଦ୍ବନ୍ଦରେ ଅଛନ୍ତି ତେବେ ଆପଣ ନିଜର ଜନ୍ମ ତାରିଖ ଦ୍ବାରା ଏହି ଦ୍ବନ୍ଦର ସମାଧାନ ପାଇପାରିବେ। ଏଥିରୁ ଆପଣ ଜାଣିପାରିବେ ଯେ କେଉଁ ପ୍ରକାରର ବିବାହ କରିବେ।

ମୂଲ୍ୟାଙ୍କ ୧

ଯେଉଁ ଲୋକଙ୍କର ଜନ୍ମ କୌଣସି ବି ମାସରେ ୧,୧୦,୧୯,୨୮ ତାରିଖ ହୋଇଥାଏ। ଏହି ମୂଲ୍ୟାଙ୍କ ବିଶିଷ୍ଟ ଲୋକଙ୍କର ସ୍ବଭାବ ସର୍ବଦା ଲାଜକୁଳା ହୋଇଥାଏ। ଏମିତି ସ୍ବଭାବର ଲୋକମାନେ ନିଜ ଆଡୁ କେବେବି ନିଜର ପ୍ରେମକୁ ପ୍ରକାଶ କରନ୍ତି ନାହିଁ। ଯେଉଁ କାରଣରୁ ଏମାନଙ୍କର ଲଭ୍ ମ୍ୟାରେଜ୍ ହେବାରେ ସମସ୍ୟା ହୋଇଥାଏ। ଏହି ଅଙ୍କ ସୂର‌୍ୟ୍ୟଙ୍କର ପ୍ରତୀକ ଅଟେ।

loveମୂଲ୍ୟାଙ୍କ ୨

ଯେଉଁ ଲୋକ କୌଣସି ବି ମାସରେ ୨,୧୧,୨୦ ଏବଂ ୨୯ ତାରିଖରେ ଜନ୍ମ ହୋଇଛନ୍ତି ତାଙ୍କର ମୂଲ୍ୟାଙ୍କ ୨ ହୋଇଥାଏ। ଏହି ଲୋକମାନେ ବହୁତ ବୁଝି ବିଚାରି ପ୍ରେମ କରିଥାନ୍ତି। ପ୍ରେମରେ ପଡିବା ପରେ ଏମାନେ କେବେବି ପଛକୁ ଫେରନ୍ତି ନାହିଁ।

ମୂଲ୍ୟାଙ୍କ ୩

ଯେଉଁ ଲୋକ କୌଣସି ବି ମାସରେ ୩,୧୨,୨୧ ଏବଂ ୩୦ ତାରିଖରେ ଜନ୍ମ ହୋଇଛନ୍ତି ତାଙ୍କ ମୂଲ୍ୟାଙ୍କ ୩ ହୋଇଥାଏ। ଏହି ଅଙ୍କର ବ୍ୟକ୍ତି ପ୍ରେମ ବିବାହରେ ବହୁତ ସଫଳତା ପାଇଥାନ୍ତି।

marriageମୂଲ୍ୟାଙ୍କ ୪

ଏହି ମୂଲ୍ୟାଙ୍କର ବ୍ୟକ୍ତି ପ୍ରେମକୁ କେବେବି ବିଶ୍ବାସ କରନ୍ତି ନାହିଁ। ଏମିତି ବ୍ୟକ୍ତି ମାନେ ଏକାଧିକ ପ୍ରେମ ସମ୍ପର୍କ ରଖିଥାନ୍ତି। ଏଥିପାଇଁ ଏମାନେ ପ୍ରେମ ବିବାହ ପ୍ରତି ଗମ୍ଭୀର ହୋଇନଥାନ୍ତି।

ମୂଲ୍ୟାଙ୍କ ୫

ଯେଉଁ ଲୋକମାନେ ୫,୧୪ ଏବଂ ୨୩ ତାରିଖରେ ଜନ୍ମ ହୋଇଥାନ୍ତି ତାଙ୍କର ମୂଲ୍ୟାଙ୍କ ୫ ହୋଇଥାଏ। ଏମିତି ବ୍ୟକ୍ତିମାନେ ପାରମ୍ପରିକ ସମ୍ପର୍କରେ ବିଶ୍ବାସ ରଖିଥାନ୍ତି। ଏମାନେ ପରିବାରର ସହମତିରେ ବିବାହ କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button