ନୀତି

ଏହି ସଂକେତରୁ ଚିହ୍ନନ୍ତୁ, ଆପଣଙ୍କ ଉପରେ ପଡିନି ତ କଳା ଜାଦୁର ପ୍ରଭାବ !

ତନ୍ତ୍ର-ମନ୍ତ୍ର ଏବଂ କଳା ଜାଦୁ ଚଳଣୀ ବହୁତ ଦିନ ପୂର୍ବରୁ ଚାଲି ଆସୁଛି। ଅଧିକାଂଶ ଲୋକ ଏହାର ବ୍ୟବହାର କରିଥାଆନ୍ତି। କଳା ଜାଦୁ କିମ୍ବା ତନ୍ତ୍ର ପ୍ରୟୋଗ କରିବା ଅଧିକାଂଶ ଲୋକ ନିଜର ଶତ୍ରୁକୁ ହରାଇବା ପାଇଁ କରାଯାଇଥାଏ। ଏହାଛଡା କାହାକୁ ବି ନିଜ ବଶରେ କରିବା ପାଇଁ ତନ୍ତ୍ର-ମନ୍ତ୍ରର ସାହାରା ନିଆଯାଇଥାଏ। କୌଣସି ବ୍ୟକ୍ତିଙ୍କୁ କଳା ଜାଦୁ ପ୍ରୟୋଗ କରାଯାଇଛି ନା ନାହିଁ କିଛି ସଂକେତରୁ ଜଣାଯାଇପାରିବ। ଶାସ୍ତ୍ରରେ ଏହି ସଂକେତ ବିଷୟରେ ବିସ୍ତାର ଭାବରେ ଜଣାାଯାଇଛି।

-କାହା ଉପରେ ମଧ୍ୟ କଳା ଜାଦୁ କରାଯାଇଥିଲେ ସେହି ବ୍ୟକ୍ତିଙ୍କୁ ନିଜ ଉପରେ କାବୁ କରିବା ସମ୍ଭବ ହୋଇପାରିନଥାଏ। ଏମିତି ବ୍ୟକ୍ତି ଅଜବ ପ୍ରକାର ବ୍ୟବହାର କରିଥାନ୍ତି।

tulsi-ଯେତେବେଳେ କୌଣସି ବ୍ୟକ୍ତି ବିନା କାରଣରୁ ହଠାତ୍ ରୋଗରେ ପଡିଗଲେ ତେବେ ଭାବି ନିଅନ୍ତୁ ସେହି ବ୍ୟକ୍ତିଙ୍କ ଉପରେ କଳା ଜାଦୁର ପ୍ରଭାବ ପଡିଛି।

-ଘରେ ଲାଗିଥିବା ତୁଳସୀର ଗଛ ଅଚାନକ ଶୁଖିଯିବା ଘରର ଅଗଣାରେ କୌଣସି ମ୍ରୁତ ପକ୍ଷୀ ଉଡି ଆସି ପଡିଯାଏ ତେବେ ଏହି ସଂକେତ ଅଶକୁ ବୋଲି ଧରାଯାଏ। ଏହାକୁ ମଧ୍ୟ କଳା ଜାଦୁର ପ୍ରଭାବ ବୋଲି କୁହାଯାଏ।

soul-ବ୍ୟକ୍ତିଙ୍କ ସ୍ବଭାବରେ ହଠାତ୍ ପରିବର୍ତ୍ତନ ହେବାକୁ ଲାଗିଲେ ଏବଂ ସବୁ କାର‌୍ୟ୍ୟରେ ନିଜକୁ ଠିକ କହୁଥିବା ବ୍ୟକ୍ତିଙ୍କ ଉପରେ କଳା ଜାଦୁର ପ୍ରଭାବ ପଡିଥାଏ।

-ଅଚାନକ ଚାକିରି କିମ୍ବା ବ୍ୟବସାୟରେ ମନ ନ ଲାଗିବାର ସଂକେତ ଦେଖାଗଲେ କଳା ଜାଦୁ ହୋଇପାରିଥାଏ ବୋଲି କୁହାଯାଏ।
କଳା ଜାଦୁ ପ୍ରଭାବରେ ବ୍ୟକ୍ତିଙ୍କ ଏକାପଣ ଭଲ ଲାଗିନଥାଏ। ନଖର ରଙ୍ଗ କଳା ହୋଇଗଲେ।

-ସବୁବେଳେ ରାତିରେ ଭୟଙ୍କର ସ୍ବପ୍ନ ଆସିଲେ ଏହା କଳା ଜାଦୁର ସଂକେତ ହୋଇପାରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button