ସ୍ୱାସ୍ଥ୍ୟ

ରାତିରେ ଶୋଇବା ପୂର୍ବରୁ ଯୁବତୀମାନେ ଖୋଲିକି ଶୁଅନ୍ତୁ ଏ ସବୁ ଜିନିଷ, ଛୁଇଁପାରିବନି ରୋଗ

ସାଧାରଣତଃ ଯୁବତୀମାନେ ଶୋଇବା ପୂର୍ବରୁ ସେମାନେ ପିନ୍ଧୁଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଶରୀରରୁ ଖୋଲିକି ଶୋଇ ନ ଥାଆନ୍ତି। ଆପଣ ବି କରୁଛନ୍ତି କି ଏଭଳି କାମ। କଦାପି କରନ୍ତୁ ନାହିଁ ଏହି ଭୁଲ୍‌। ନଚେତ୍‌ ଗମ୍ଭୀର ରୋଗରେ ପଡ଼ିପାରନ୍ତି। ଆଜି ଆମେ ଆପଣଙ୍କୁ ଏ ବିଷୟରେ କିଛି ଟିପ୍ସ ଦେବାକୁ ଯାଉଛୁ, ଯାହାକି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ। ଆସନ୍ତୁ ଜାଣିବା ଶୋଇବା ପୂର୍ବରୁ ଆପଣଙ୍କୁ କେଉଁ କେଉଁ ଜିନିଷକୁ ଖୋଲିକି ଶୋଇବାକୁ ପଡ଼ିବ।

sleep2

-ଏମିତି ଅନେକ ଯୁବତୀ ଅଛନ୍ତି, ଯେଉଁମାନେ ଶୋଇବା ସମୟରେ ବି କାନଫୁଲ, ନାକଫୁଲ, ସୁନାଚେନ୍‌, କଙ୍କଣ ଆଦି ଅଳଙ୍କାର ପିନ୍ଧିଥାଆନ୍ତି। କିନ୍ତୁ ଏମିତି କରିବା ଭୁଲ୍‌। କାରଣ, ଏହାଦ୍ୱାରା ଆପଣଙ୍କ ଶରୀରର କେଉଁଠି ବି ଆଘାତ ଲାଗିପାରେ।

-ବହୁତ ଯୁବତୀ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିଥାଆନ୍ତି। କିନ୍ତୁ ଏହାକୁ ପିନ୍ଧି ଶୋଇବା ଉଚିତ ନୁହେଁ। କାରଣ, ଏହା କୌଣସି ବି ପରିସ୍ଥିତିରେ ନିଜ ସ୍ଥାନରୁ ଖସିଯାଇପାରେ, ଯଦ୍ଦ୍ଵାରା ଆପଣଙ୍କୁ କେତେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ।

sleep4

-ଅନେକ ଯୁବତୀ ରାତିରେ ଟାଇଟ୍‌ ଡ୍ରେସ୍‌ ପିନ୍ଧି ଶୋଇଥାଆନ୍ତି। କିନ୍ତୁ ଡାକ୍ତରଙ୍କ ଅନୁସାରେ, ଏହା ସମ୍ପୂର୍ଣ୍ଣ ଭୁଲ୍‌। ରାତିରେ ଢିଲା କପଡ଼ା ପିନ୍ଧି ଶୋଇବା ଉଚିତ। ଏହାଦ୍ୱାରା ଆପଣଙ୍କୁ ଭଲ ନିଦ ଆସିବ। ଏହାସହିତ କୌଣସି ବି ରୋଗ ଆପଣଙ୍କୁ ଛୁଇଁପାରିବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button