ସ୍ୱାସ୍ଥ୍ୟ

ରୁଟି ଖାଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି ଦୁଇଟି ଭୁଲ୍‌, ନଚେତ୍‌ ହୋଇଯିବେ ଦୁର୍ବଳ

ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଶୁଦ୍ଧ ଗହମରେ ପ୍ରସ୍ତୁତ ରୁଟିକୁ ଯଦି ଘିଅ ସହିତ ସେବନ କରାଯାଏ, ତା’ହେଲେ ଏହା ଅଧିକ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ଶରୀର ଶକ୍ତିଶାଳୀ ଓ ବଳବାନ ବନିଥାଏ। କିନ୍ତୁ ଯଦି ଆପଣ ରୁଟି ଖାଇବା ସମୟରେ ଏହି ଦୁଇଟି ଭୁଲ୍‌ କରିବେ, ତା’ହେଲେ ଦୁର୍ବଳପଣର ଶିକାର ହେବେ। ଆସନ୍ତୁ ଜାଣିବା, କ’ଣ ସେହି ଦୁଇଟି ଭୁଲ୍‌।

roti1

୧. ରୁଟି ଖାଇବା ସମୟରେ କେବେ ବି ପାଣି ପିଇବା ଉଚିତ ନୁହେଁ। ଯଦି ଆପଣ ଏପରି କରିବେ, ତା’ହେଲେ ରୁଟି ସମ୍ପୂର୍ଣ୍ଣ ହଜମ ହେବନାହିଁ। ଆଉ ଏହାଦ୍ୱାରା ଆପଣଙ୍କ ବଦହଜମୀ ସମସ୍ୟା ଦେଖାଯିବ।

୨. ରୁଟି ଖାଇବା ବେଳେ କ୍ଷୀର ଏବଂ କୋଲ୍ଡ ଡ୍ରିଙ୍କସ୍‌ ସେବନ କରନ୍ତୁ ନାହିଁ। କାରଣ, ଏହି ଦୁଇଟି ପାନୀୟ ରୁଟିକୁ ହଜମ ହେବାକୁ ଦେବନାହିଁ, ଯଦ୍ଦ୍ଵାରା ଶରୀର ସୁସ୍ଥସବଳ ଲାଗିବ ନାହିଁ। ଧୀରେ ଧୀରେ ଆପଣ ଦୁର୍ବଳ ହୋଇଯିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button