ସ୍ୱାସ୍ଥ୍ୟ

ଜାଣନ୍ତୁ ଓ୍ଵାର୍କ ଆଉଟ୍‌ ପୂର୍ବରୁ ଏବଂ ପରେ କଣ ଖାଇବା ଉଚିତ

ଓ୍ଵାର୍କ ଆଉଟ୍‌ ପୂର୍ବରୁ ଏବଂ ପରେ ଆପଣ କଣ ଖାଇବା ଦରକାର ଏହା ଉପରେ ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ। କାରଣ ଏହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏପରି କିଛି ଖାଦ୍ୟ ରହିଛି ଯାହା ଓ୍ଵାର୍କ ଆଉଟ୍‌ ପରେ ଭୁଲ୍‌ ରେ ବି ଖାଆନ୍ତୁ ନାହିଁ, ଯାହା ଦ୍ୱାରା ଆପଣଙ୍କ ଏକ୍ସରସାଇଜ୍‌ ଏବଂ ପରିଶ୍ରମ ଖରାପ ହୋଇଯିବ। ତେବେ ଜାଣି ରଖନ୍ତୁ ଓ୍ଵାର୍କ ଆଉଟ୍‌ ପରେ କେଉଁ କେଉଁ ଖାଦ୍ୟ ଖାଇବା ଅନୁଚିତ।

-ଏକ୍ସରସାଇଜ୍‌ ପରେ ଅତ୍ୟଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ କାରଣ ଏହି ଖାଦ୍ୟ ହଜମ ହେବାରେ କଷ୍ଟକର ହୋଇଥାଏ।

-ଆପଣ ଚାହିଁଲେ ଓ୍ଵାର୍କ ଆଉଟ୍‌ ପୂର୍ବରୁ କେଫିନ୍‌ ପିଇପାରିବେ କିନ୍ତୁ ଏକ୍ସରସାଇଜ୍‌ ପରେ ପିଇବା ଅନୁଚିତ।

work-ଏନର୍ଜି ଯୁକ୍ତ ଖାଦ୍ୟ ଏକ୍ସରସାଇଜ୍‌ ପରେ ଖାଇବା ଅନୁଚିତ। ଏହା ପରିବର୍ତ୍ତେ ଆପଣ ଚିନା ବାଦାମ, ବେରୀଜ ବା କଦଳୀ ଖାଇ ପାରିବେ।

-ଏହା ବ୍ୟତୀତ ପ୍ୟାକ୍ଡ ବା ପ୍ରି-ମେଡ୍‌ ସ୍ମଦିଜ୍‌ ଏକ୍ସରସାଇଜ୍‌ ପରେ ସେବନ କରିବା ଅନୁଚିତ। ଏହା ଦ୍ୱାରା ସୁଗାରର ମାତ୍ରା ଅଧିକ ହୋଇଥାଏ।

-ଶାରୀରିକ ବ୍ୟାୟାମ ପରେ ମସଲାଯୁକ୍ତ ବା ରାଗ ଜିନିଷ ଖାଇବା ମଧ୍ୟ ଅନୁଚିତ।

-ଏକ୍ସରସାଇଜ୍‌ ପରେ ମଧ୍ୟ ଚକଲେଟ୍‌ ଖାଇବା ଅନୁଚିତ। କାରଣ ଏହାଦ୍ୱାରା ଶରୀରରେ ମେଟାବାଲିଜ୍ମ ବୃଦ୍ଧି ପାଇଥାଏ।

-ଏକ୍ସରସାଇଜ୍‌ କରବିା ପରେ ଶରୀରରେ କାର୍ବ୍ସର ଆବଶ୍ୟକତା ରହିଥାଏ। ଏହିକାରଣରୁ ଏକ୍ସରସାଇଜ୍‌ ପରେ ଲୋ-କାର୍ବନ ଯୁକ୍ତ ଖାଦ୍ୟ ସେବନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button