ନୀତି

ଆଜି ସୋମ ପ୍ରଦୋଷ ବ୍ରତରେ ଏହି ଉପାୟ କରନ୍ତୁ ଶିବ ନିଶ୍ଚୟ ପୂରା କରିବେ ଆପଣଙ୍କ ସମସ୍ତ ମନସ୍କାମନା

ଆଜି ଚଳିତ ବର୍ଷର ଶେଷ ପ୍ରଦୋଷ ବ୍ରତ, ଯାହା ସୋମବାର ଦିନ ପଡୁଥିବାରୁ ଏହାକୁ ସୋମ ପ୍ରଦୋଶ ବ୍ରତ କୁହାଯାଉଛି। ମାନ୍ୟତା ରହିଛି ଯେ ଆଜିର ଦିନରେ ସମସ୍ତ ଶକ୍ତି ଶିବଲିଙ୍ଗରେ ଲୀନ ହୋଇଯାନ୍ତି ଏବଂ ଏଥିପାଇଁ ଆଜି ଯଦି ଆପଣ ଶିବଲିଙ୍ଗର ଦର୍ଶନ କଲେ ତେବେ ସର୍ବ ଜନ୍ମର ପାପ ଦୂର ହୋଇଯାଏ। ଆଜିର ଦିନରେ ଭଗବାନ ଶିବ ପ୍ରଦୋଷ ସମୟରେ କୈଳାଶ ପର୍ବତର ରଜନ ଭବନରେ ନୃତ୍ୟୁ କରନ୍ତି। ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ବିଷୟରେ ଜଣାଇାକୁ ଯାଉଛୁ ଯାହାକୁ ଆଜି ଦିନରେ କଲେ ଆପଣଙ୍କ ସମସ୍ତ କାମ ନିଶ୍ଚୟ ପୂରା ହୋଇପାରିବ। ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ସବୁ।

nandi-କ୍ଷତିରୁ ରକ୍ଷା ପାଇବା ପାଇଁ ଧଳା ଶିବଲିଙ୍ଗରେ ଅସ୍ୱସ୍ଥ ପତ୍ରର ମାଳ ଚଢ଼ାନ୍ତୁ।

-ପ୍ରୋଫେସନାଲ କ୍ୟାରିୟରରେ ସଫଳତା ପାଇବା ପାଇଁ ଶିବଲିଙ୍ଗଙ୍କ ଉପରେ ୧୧ ଅକ୍ଷତ ଚଢ଼ାନ୍ତୁ।

-ଶିକ୍ଷାରେ ସଫଳତା ପାଇଁ ଶିବଲିଙ୍ଗଙ୍କ ଉପରେ ଚଢ଼ାଯାଇଥିବା ଚନ୍ଦନର ନୋଟବୁକରେ ତିଳକ କରନ୍ତୁ।-ବ୍ୟବସାୟରେ ସଫଳତା ପାଇଁ ହାତରେ ଅକ୍ଷତକୁ ନେଇ ଶ୍ରୀ ସୋମେଶ୍ୱରାୟ ମନ୍ତ୍ର ଜପ କରନ୍ତୁ।

-ନୂଆ ପ୍ରୋପର୍ଟୀ କିଣିବାକୁ ଚାହୁଁଥଲେ ଶିବଲିଙ୍ଗ ଉପରେ ୪ଟି କାଜୁକୁ ଘରର ବାୟବ୍ୟ କୋଣରେ ଲୁଚାଇ ରଖନ୍ତୁ।

-ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶିବଲିଙ୍ଗ ଦର୍ଶନ କରି ଗାଈ ଘିଅର ଦୀପ ଜଳାନ୍ତୁ।

shivv-ବିବାଦରୁ ମୁକ୍ତି ପାଇବା ପାଇଁ ଶିବଲିଙ୍ଗଙ୍କ ଉପରେ ଦୁଦୁରା ଫୁଲ ଏବଂ ଜଳ ଅର୍ପଣ କରନ୍ତୁ।

-ସାଂସାରିକ ସୁଖ ପାଇବା ପାଇଁ ସଂଧ୍ୟାରେ ଏଶୈନ୍ୟ କୋଣରେ ୧୩ ମୁଖୀ ଦୀପ ଜଳାନ୍ତୁ।

-ଲଭ୍‌ ଲାଇଫରେ ସକସେସ୍‌ ପାଇବା ପାଇଁ କର୍ପୁରରେ ଅକ୍ଷତ ଜଳାଇ ଶିବଲିଙ୍ଗ ଉପରେ ଆରତୀ କରନ୍ତୁ।

-ବୈବାହିତ ଜୀବନରେ ସଫଳତା ପାଇବା ପାଇଁ ଦମ୍ପତି ଶିବଲିଙ୍ଗ ଉପରେ ୧୩ଟି ଧଳା ଫୁଲ ଚଢ଼ାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button